ଦେଶର ପ୍ରଥମ ସହିଦ ମହିଳା ଅଫିସର, ଏମିତି ଦେଶ ପାଇଁ ଜୀବନଦେଇଥି ଲେ କିରଣ- ଜାଣିଲେ ଆଖିରେ ଆସିଯିବ ଲୁହ  

ଆଜି ଆମେ ଏମିତି ଏକ ମହିଳା ସୈନିକ କଥା କହିବାକୁ ଯାଉଛୁ ,ଜିଆ ନିଜ ପରିବାରକୁ ଛାଡି ନିଜ ଦେଶ ପାଇଁ ଆର୍ମୀ ଯୋଗଦେଇଥିଲେ  ପୁଣି ସହିଦ ହୋଇଯାଇଥିଲା । ଆମେ ଆଲୋଚନା କରୁଛନ୍ତି କିରଣ ଶେଖବତ ର ଜିଆ ଦେଶର ପ୍ରଥମ ମହିଳା ତାଙ୍କୁ  ଦେଶ ପାଇଁ ସହିଦ ହୋଇ ଗୌରବ ହାସିଲ କରିଥିଲେ । କିରଣ ନିଜ କାମରେ ରହି ସହିଦ ହୋଇଥିଲେ,ଭାରତ ର ପ୍ରଥମ ମହିଳା ଯିଏ କି ୨୭ ବର୍ଷ ବୟସରେ ସହିଦ ହୋଇଯାଇଥିଲେ ।

Image Courtesy: Google

ସହିଦ କିରଣ ଶେଖବତ ଙ୍କ ଜନ୍ମ ରଜସ୍ତାନର  ଝୁଂଝୁନ ଜିଲ୍ଲାରେ  ହୋଇଥିଲା, ଦେଶର ସର୍ବାଧିକ ସୈନିକ ସେଠାରୁ  ଆସନ୍ତି ବୋଲି ଜଣାଯାଏ। ସହିଦ ଶେଖବତ ର ଜନ୍ମ ୧ ମେ  ୧୯୮୮ ରେ ରାଜସ୍ତାନର ଝୁଂଝୁନ ଜିଲ୍ଲାରେ କ୍ଷେତଡି ତହସିଲ ର ସେଫେରାଗୁବର ଗାଁ ରେ ହୋଇଥିଲା ।

Image Courtesy: Google

ତାଙ୍କ ବାପା ଙ୍କ ନାମ ବିଜେନ୍ଦ୍ର ସିଂହ ଅଟେ। କିରଣ ଛୋଟ ବେଳୁ ସେନାରେ ଯୋଗ ଦେବା ପାଇଁ ଚାହୁଁଥିଲେ । ଗାଁ  ତାଙ୍କ ବିବାହ ହରିୟଣା ର ମେବତ ବିବେକ ଙ୍କ ସହିତ ହୋଇଥିଲା ସେ ନୌସେନା ରେ ମଧ୍ୟ ସ୍ତରୀୟ ଅଫିସର ଥିଲେ ।

Image Courtesy: Google

ସେ ୨୬ ଜାନୁୟାରୀ ୨୦୧୫ ରେ ସ୍ଵାଧୀନତା ଦିବସ ପରେଡ ରେ ରାଜପଥ ରେ ନୌସେନା  ମହିଳା  ଦଳର ନେତୃତ୍ୟୁ ନେଇ ଇତିହାସ ରଚିଥିଲେ । ତ ପରେ ଦେଶରେ ଲୋକପ୍ରିୟ ହୋଇଯାଇଥିଲେ। ସହିଦ କିରଣ ଶେଖବତ କି ଡିଉଟି ଗୋବା ର ଡୋରନିଅର ବିମାନ ରେ ଥିଲା,ଯାହା କି ୨୪ ମାର୍ଚ ୨୦୧୫ ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଅହି ଦୁର୍ଘଟଣାରେ କିରଣ ଶେଖବତ ସହିଦ ହୋଇଗଲେ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *