ଏହି 5ଟି ଜିନିଷ ଯାହା ଦ୍ଵାରା ଆପଣଙ୍କ ଶିଶୁର ଓଜନ ନିଶ୍ଚୟ ବଢିବ

ଆପଣ ମାନେ ପ୍ରାୟତଃ ଲୋକଙ୍କୁ ଏହା କହିବାର ଶୁଣିଥିବେ ଯେ ଆପଣାଙ୍କ ଛୁଆ ବହୁତ ଦୁର୍ବଳ ଅଟେ । ବହୁତ ପତଳା ଅଛି ଆକୁ କିଛି ଖାଇବାକୁ ଦିଅ କିନ୍ତୁ ଆପଣଙ୍କୁ ନିଜେ ଏହା ଜାଣିବା ଉଚିତ ଯେ କଣ ଆପଣଙ୍କ ଛୁଆ ସତରେ ଦୁର୍ବଳ ଅଛି ବା ପତଳା ଅଛି ।

ଯଦି ଆପଣଙ୍କ ଛୁଆ ଭିତରେ ଭଲ ଷ୍ଟ୍ରେନ୍ଥ ଅଛି ଓ ସେ ଖେଳ ପାଠ ସବୁଥିରେ ମନ ଦଉଛି । ତେବେ ଆପଣଙ୍କ ଛୁଆ ପୂର୍ଣ ରୂପରେ ସ୍ଵସ୍ଥ ଅଟେ ଆପାନଙ୍କୁ କିଛି କରିବା ଆବଶ୍ୟକ ନୁହ ତାକୁ ଯେମିତି ଯାହା ଦଉଥିଲେ ତାହା ଦିଅନ୍ତୁ ।

Image Courtesy: Google

ଛୁଆଙ୍କ ବିକାଶ ଓ ଅନ୍ୟ ସବୁ ପାଇଁ ତାଙ୍କୁ ପୋଷ୍ଟିକର ଖାଦ୍ଯ ସେବନ କରିବା ବହୁତ ଆବଶ୍ୟକ ଯଦି ଛୁଆଙ୍କ ପୋଷ୍ଟିକର ଖାଦ୍ଯ ପ୍ରାପ୍ତ ନହେଲା ତେବେ ଛୁଆଙ୍କ ବିକାଶରେ ବାଧା ଆସିଥାଏ, ତେବେ ଏହି ବିକାଶ ମାନସିକ ହେଉ ବା ଶାରୀରିକ । ଯଦି ଆପଣ ଛୁଆ ଜନ୍ମ ହେଲା ବେଳେ ୩କେଜି ର ଥିଲା ତେବେ ୬ ମାସରେ ଆପଣଙ୍କ ଛୁଆକୁ ୬କେଜି ର ହବା ଉଚିତ ଓ ଗୋଟେ ବର୍ଷରେ ୯ କେଜି ଓ ତା ପରେ ୨ ବର୍ଷରେ ଆପଣଙ୍କ ଛୁଆ ଓଜନ ୧୨ କେଜି ହବ ।

ଉଚିତ ଯଦି ଆପଣଙ୍କ ଛୁଆ ଓଜନ ଆଠାରୁ କମ ଅଛି ତେବେ ଆପଣାଙ୍କ ଛୁଆ ଅଣ୍ଡର ୱେଟ ଯାଉଛି ଓ ଆପଣଙ୍କୁ ନିଜ ଛୁଆ ପାଇଁ କିଛି ଜିନିଷ ଯୋଗାଡ କରି ତାକୁ ଖୁଆଇବା ଉଚିତେ, ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ।

Image Courtesy: Google

୧. ଅଣ୍ଡା :

ଅଣ୍ଡା ଛୁଆଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ, ଏହା ଦ୍ଵାରା ଛୁଆଙ୍କ ଓଜନ ବହୁତ ଶୀଘ୍ର ବଢିବାକୁ ଲାଗିଥାଏ । ଆପଣ ପ୍ରତିଦିନ ନିଜ ଛୁଆକୁ ଗୋଟେ ଅଣ୍ଡା ଖାଇବାକୁ ଦିଅନ୍ତୁ ।

୨. ଡ୍ରାଇ ଫୃଟ :

ଆପଣ ମାନେ ସମସ୍ତେ ଡ୍ରାଇ ଫୃଟ ଲାଭକାରୀ ଗୁଣ ବିଷୟରେ ଭଲ ଭାବରେ ଜାଣିଛନ୍ତି ତେବେ ଡ୍ରାଇ ଫୃଟ ଛୁଆଙ୍କ ପାଇଁ ଚମତ୍କାର ଠାରୁ କମ ନୁହ, ତେବେ ଏହାର ପାଉଡର ତିଆରି କରି ଛୁଆଙ୍କୁ ଖାଇବାକୁ ଦିଅନ୍ତୁ ।

Image Courtesy: Google

୩. ଆଳୁ :

ଆଳୁ ଏମିତି ଗୋଟେ ପାରିବା ଯାହା ଓଜନ ବଢେଇବାରେ ବହୁତ କାମ ଦେଇଥାଏ, ତେବେ ଆପଣ ପ୍ରତିଦିନ ନିଜ ଛୁଆକୁ ଗୋଟେ ଆଳୁ ଖାଇବାକୁ ନିହାତି ଦିଅନ୍ତୁ, ଆଳୁ ସିଯା ହେଉ ବା ଚିପ୍ସ କରି ଦିଅନ୍ତୁ କିନ୍ତୁ ଆଳୁ ଦିଅନ୍ତୁ ।

୪. କଦଳୀ :

କଦଳୀ ରେ ବହୁତ ପୋଷ୍ଟିକ ତତ୍ଵ ହୋଇଥାଏ ଯାହା ଶିଶୁ ମାନସିକ ଓ ଶାରୀରିକ ବିକାଶରେ ସାହାଜ୍ଯ କରିଥାଏ । ସେଥିପାଇଁ ଗୋଟା କଦଳୀ ଛୁଆଙ୍କୁ ଖାଇବାକୁ ଦିଅନ୍ତୁ ।

Image Courtesy: Google

୫. ଘିଅ :

ଆପାନ ମାନେ ଏହି କଥା ସ୍ପଷ୍ଟ ଭାବରେ ଜାଣିଛନ୍ତି ଯେ ଘିଅ ସେବନ ଦ୍ଵାରା ଆପଣଙ୍କ ଓଜନ ବଢିଥାଏ ଓ ଆପଣଙ୍କ ହାଡ ମଜବୁତ ହୋଇଥାଏ ସେଥିପାଇଁ ଛୁଆଙ୍କୁ କୌଣସି ଜିନିସେ ମିଶାଇ ଘିଅ ଖୁଆନ୍ତୁ ବହୁତ ଶୀଘ୍ର ଲାଭ ଦେଖା ଯିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *