ଧନକୁ ଚୁମ୍ବକ ପରି ଟାଣୁଥିବା ଗଛ, ସାଧାରଣ ଗଛ ଭାବି ଫିଙ୍ଗିବାର ଭୁଲ କରନ୍ତୁ ନାହିଁ….

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତୁଳସୀ ଗଛର ଚେର ର ବ୍ୟବହାର କିପରି ବ୍ୟକ୍ତି ଧନବାନ ହୋଇପାରିବ ସେହି ବିଷୟରେ କହିବାକୁ ଯାଉଛୁ । ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । ତୁଳସୀ ଗଛରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଛି । ଯାହା ଅନେକ ପ୍ରକାରର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ତୁଳସୀ ଗଛର ଚେର ର ମଧ୍ୟ ବହୁତ ମହତ୍ଵ ରହିଥାଏ ଯାହା ଦ୍ଵାରା ବ୍ୟକ୍ତି ଧନବାନ ହୋଇ ପାରିବ ।

ତୁଳସୀ ଗଛର ଚେରକୁ ତାବିଜରେ ବାନ୍ଧି ଲଗାଇଲେ ଶନି ଦୋଷ ଓ ସବୁ ପ୍ରକାରର ଦୋଷ ଦୂର ହୋଇଥାଏ । ତୁଳସୀ ଗଛରେ ପାଣି ସହ କ୍ଷୀର ମିଶାଇ ସପ୍ତାହକୁ ଥରେ ଅର୍ପଣ କରିଲେ ନବ ଗ୍ରହ ଦୂର ହୋଇଥାନ୍ତି । ଏହା ସହ ଭଗବାନ ବିଶୁଣୁଙ୍କ କୃପାରୁ ଘରେ ସୁଖ ସମୃଦ୍ଧି ଲାଭ ହୋଇଥାଏ । ତୁଳସୀ ଚେରକୁ ମାଳା କରି ପିନ୍ଧିଲେ ନେଗେଟିଭ ଶକ୍ତି ଦୂର ହୋଇଥାଏ । ତୁଳସୀ ଓ ବେଳ ଗଛ ନେଗେଟିଭ ଶକ୍ତିକୁ ଦୂରେଇ ଦେଇଥାନ୍ତି ।

ତୁଳସୀ ଚେର ଘରର ମୁଖ୍ୟଦ୍ଵାରରେ ବାନ୍ଧିଲେ କୌଣସି ପ୍ରକାରର ନାକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହି । ଧନ ପ୍ରାପ୍ତି କରିବା ପାଇଁ ଛେରକୁ ତାବିଜରେ ପିନ୍ଧିବା ଉଚିତ । ତୁଳସୀ ଗଛର ଚେର ର ମାଟି ପ୍ରତି ଦିନ ମଥାରେ ଲଗାଇଲେ କାହାକୁ ବଶୀକରଣ ସମ୍ଭବ ହୋଇପାରେ । ଏହା ଦ୍ଵାରା ମନ ଶାନ୍ତ ହେବ ସହ ଦୁର୍ଭାଗ୍ୟ ଦୂର ହୋଇଥାଏ । ଘରେ ତୁଳସୀ ଗଛ ଲଗାଇଥିଲେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ ।

୧- ଚାହାରେ ତୁଳସୀ ପତ୍ର ପକାଇ ସେବନ କରିଲେ କ୍ୟାନ୍ସର ଭଳିର ରୋଗ ହୁଏ ନାହି । ତୁଳସୀ ଗଛ ପଜେଟିଭ ଏନର୍ଜି ରେ ଭାରି ରହିଥାଏ । ଯାହା ଘରେ ନୂଆ ଊର୍ଜା ର ସଂଚାର କରିଥାଏ । ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ପାଇବାକୁ ଘରେ ତୁଳସୀ ଗଛ ରହିବା ନିହାତି ଜରୁରୀ ହୋଇଥାଏ ।

୨- ମୁହଁ କୁ ଚମକାଇବା ପାଇଁ ତୁଳସୀ ପତ୍ର ବହୁତ ଭଲ ସାବ୍ଯସ୍ତ ହୋଇଥାଏ । ଏହାର ବ୍ୟବହାର କରିଲେ ମୁହଁରେ ଥିବା ବ୍ରଣ, କଳାଦାଗ ଦୂର ହୋଇଥାଏ । ତୁଳସୀରେ ଆଣ୍ଟି-ବାୟୋଟିକ ଗୁଣ ରହିଥାଏ ।

୩- ପ୍ରତିଦିନ ତୁଳସୀ ଗଛର ଦର୍ଶନ କରି ହାତ ଯୋଡିଲେ ସବୁ ପାପ ଶେଷ ହୋଇଯାଏ । ଶରୀରରେ କେଉଁଠି ଆଘାତ ଲାଗିଥିଲେ ତୁଳସୀ ପତ୍ର ସହ ଫିଟିକରି ଲଗାଇଲେ ବହୁତ ଜଲ୍ଦି ଠିକ ହୋଇଥାଏ ।

୪- ଶାସ୍ତ୍ର ଅନୁଯାୟୀ ତୁଳସୀ ମାତା ଯେଉଁ ବ୍ୟକ୍ତି ଉପରେ ମେହରବାନ ହୋଇଥାନ୍ତି ତାକୁ ଗରିବରୁ ରାଜା ବନାଇ ଦେଇଥାନ୍ତି । ତେଣୁ ମତ ଲକ୍ଷ୍ମୀଙ୍କ ସଚ୍ଚା ହୃଦୟରୁ ପୂଜା ପାଠ କରୁଥିବା ବ୍ୟକ୍ତିଙ୍କୁ ପରିଣାମ ଅବଶ୍ୟ ମିଳିଥାଏ ।

୫- ଥଣ୍ଡା ବା ଜ୍ଵର ହୋଇଥିଲେ ତୁଳସୀ ପତ୍ର ସହ ମିଶ୍ରି, ଗୋଲମରିଚକୁ ପାଣିରେ ଫୁଟାଇ ସେବନ କରିଲେ ଫାଇଦା ମିଳିଥାଏ । ତୁଳସୀ ଗଛ ମୂଳେ ସନ୍ଧ୍ୟା ରେ ଦୀପ ଜଳାଇଲେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଇଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *