ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ବହୁ ଚର୍ଚ୍ଚିତ ରାହୁଲ ଓ ହରପ୍ରିୟାଙ୍କ ଘଟଣା ବିଷୟରେ । ତେବେ ନିଜ ସ୍ତ୍ରୀ ମାନେ ଧନକୁ ପାଇ ରାହୁଲ ଏବେ ବହୁତ ଖୁସି ଅଛନ୍ତି ଯାହାକୁ ସେ ଗୀତ ଜରିଆରେ ଜାହିର କରିଛନ୍ତି । ରାହୁଲ ଗାଇଛନ୍ତି କି ତୁ ନ ଥିଲୁ ପାଖରେ ଆଗୁଥିଲା ଏକା ଭାରି ତୁ ଫେରିବା ପରେ ମୁଁ ନିଶ୍ଵାସ ପାଇଲି ଫେରି କଥା ଦିଅ ମୋ ମଥା ଛୁଇଁ ଏବେ ମୋତେ ଛାଡି ଯିବୁ ନାହି ତୁ ଆସିବା ପରେ ମୋର ଦୁଖ ସବୁ ସରିଗଲା ଫେରି ଆସିଲା ଧନ ମୋର ଫେରି ଆସିଲା ।
ତେବେ ଧନ ଫେରିବା ପରେ ଏମିତି କିଛି ଗୀତର ଅଭିନୟ କରିଛନ୍ତି ବହୁତ ଚର୍ଚ୍ଚିତ ସ୍ଵାମି ଆଉ ସ୍ତ୍ରୀ ରାହୁଲ ଓ ହରପ୍ରିୟା । ଗତ କିଛି ଦିନ ତଳେ ପରୀକ୍ଷା ଦେବକାଉ ଯାଇ ସ୍ତ୍ରୀ କୁଆଡେ ପଳାଇଲେ ବୋଲି ଯିଏ କାନ୍ଦି କାନ୍ଦି ଗାଡି ଯାଉଥିଲା ଧନ ଧନ ବୋଲି ଝୁରି ହେଉଥିଲା ଆଉ ଧନକୁ ନ ପାଇଲେ ଖାଇବି ନାହି କି ପିଇବା ନାହି କହୁଥିଲା ସେ ଏବେ ଧନକୁ ପାଇ ଭାରି ଖୁସି ।
ଆପଣ ମାନେ ଦେଖିଥିବେ ଭିଡିଓରେ କେମିତି ଧନକୁ ଫେରି ପାଇବା ପରେ ସବୁ ଦୁଖ ଭୁଲି ଯାଇଛନ୍ତି ରାହୁଲ । ରାହୁଲ କହିଛନ୍ତି ଧନ ତୁମେ ମୋ ମଥା ଛୁଇଁ ଶପଥ ନିଅ ଆଉ କେବେ ମୋତେ ଛାଡି ଯିବୁ ନାହି । ଆଉ ଧନ ଆସିବା ପରେ ଯେମିତି ସବୁ ଦୁଖ ରାହୁଲଙ୍କ ହୃଦୟରୁ ଚାଲି ଯାଇଛି । ଆଉ ଗୀତ ଗାଈ ବୁଲିଲେ ଫେରି ଆସିଲା ଫେରି ଆସିଲା ଧନ ମୋ ଫେରି ଆସିଲା ।
ଏବେ ତ ଏହି ଗୀତ ରିଲିଜ ହେବା ପରେ ରାହୁଲ ସୋଇଲେ, ଖାଇଲେ, ବସିଲେ ଧନ ଆଉ ଭାବିଲେ ଧନ ଖାଲି ଧନ ହିଁ ଧନ ତାଙ୍କ ମୁହଁ ରୁ ବାହାରୁଛି । ଧନ ଏତେ ଭାଇରାଲ ହେଲେ ଧନକୁ ନେଇ ଗୀତ ବି ବାହାରି ଗଲା । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଗୀତ ର ତାଳେ ତାଳେ ଅଭିନୟ କରୁଛନ୍ତି ରାହୁଲ ଓ ହରପ୍ରିୟା ।
ଆଉ ସବୁଠାରୁ ବଡ କଥା ଏଉଛି ଏହି ଗୀତ ରିଲିଜ ହେବା ପରେ ଏହି ଗୀତ କୁ ୫୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି । ଆଉ କେହି କେହି କମେଣ୍ଟ ରେ ଏମିତି ଲେଖୁଛନ୍ତି ଯେ କି ଆମେ ବି ଚର୍ଚ୍ଚା ରେ ରହିବା ଆମ ଯୋଡି ବି ହିଟ ହେବ ଆମ ନାଁ ରେ ବି ଗୀତ ବାହାରିବ କି ଧନ ତୁମେ ପାରୁଛ ଯଦି ମୋତେ ଛାଡି ୩ ଦିନ ପାଇଁ ଫେରାର ହୋଇଯାଅ ।
ଆଉ ଆମ ଷ୍ଟୋରି ମିଡିଆରେ ବାଜିବ ଆଉ ତା ପରେ ତୁମେ ଫେରି ଆସିବ ଆଉ ତା ପରେ ମୁଁ କହିବି ମୋ ଧନ ଫେରି ଆସିଲା ମୋ ଧନ ଫେରି ଆସିଲା ଏଭଳି ମନ୍ତବ୍ୟ ଦେଇଛନ୍ତି ୟୁଜର୍ସ ମାନେ । ବନ୍ଧୁଗଣ ଆପଣ ମାନଙ୍କର ରାହୁଲ ଗାଇଥିବା ଗୀତ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।