ପୋଷ୍ଟ ଅଫିସର ଏହି ସ୍କିମ୍ ରେ ହୋଇଯିବେ ଲକ୍ଷପତି, ମାତ୍ର 10 ହଜାର ଟଙ୍କା ନିବେଶ କଲେ ପାଇବେ 16 ଲକ୍ଷରୁ ବି ଅଧିକ ରାଶି, ଦେଖନ୍ତୁ କଣ ରହିଛି ଏହି ସ୍କିମ୍ ରେ

ନମସ୍କାର ବନ୍ଧୁଗଣ । ଆପଣ ମନେ ଏମିତି ଜାଗାରେ ଟଙ୍କା ନିବେଶ କରିବା ଉଚିତ ଯେଉଁଠି ଆପଣଙ୍କର ଟଙ୍କା ସୁରକ୍ଷିତ ରଖିବା ସହ ରିସ୍କ କମ ରହିବ । ଏହା ସହ ଟଙ୍କା ଋଟର୍ନ ମଧ୍ୟ ଭଲ ମିଳିବ । ଆଉ ରହିବ ରିସ୍କ ନା ରହିବ ଅନଶେଫର ଚିନ୍ତା । କେବଳ ସୁରକ୍ଷିତ ହିଁ ସୁରକ୍ଷିତ । ଆଜି ଆମେ ଆପଣଙ୍କୁ ଏମିତି କିଛି ନିବେଶ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଥିରେ ରିସ୍କ ନ ଥିବା ସହ ଋଟର୍ନ ମଧ୍ୟ ବହୁତ ଭଲ ମିଳିବ । ତେବେ ଆମେ ଆପଣଙ୍କୁ କହଛୁ ପୋଷ୍ଟ ଅଫିସର ରିକରିଙ୍ଗ ଡିପୋଜିଟ ଇଶୟରେ । ତେବେ ଆସନ୍ତୁ ଜାଣିବା କେମିତି କରିବେ ପୋଷ୍ଟ ଅଫିସ RT ନିବେଶ କରିବେ ।

ତେବେ ପୋଷ୍ଟ ଅଫିସ RT ଡିପୋଜିତ ଭଲ ସୁଧ ଦର ସହିତ ଛୋଟ କିସ୍ତି ଜମା କରିବାର ଏକ ସରକାରୀ ଯୋଜାନା । ଏଥିରେ ଆପଣଙ୍କ ପାଇଁ ୧୦୦ ଟଙ୍କାର ଛୋଟ ରାଶିରୁ ନିବେଶର ଆରମ୍ଭ କରି ପାରିବେ । ନିବେଶର ଅଧିକତମ ଲିମିଟ ନାହି ଅର୍ଥାତ ଆପଣ ଯେତେ ଚାହିଁବେ ସେତେ ଟଙ୍କା ଏଥିରେ ଇନଭେଷ୍ଟ କରି ପାରିବେ । ଏହି ସ୍କିମ ପାଇଁ ୫ ବର୍ଷ ପାଇଁ ଖୋଲା ଯାଇଥାଏ ।

କିନ୍ତୁ ପୋଷ୍ଟ ଅଫିସ ୬ ମାସ ୧ ବର୍ଷ, ୨ ବର୍ଷ, ୩ ବର୍ଷ ପାଇଁ ରେକରିଙ୍ଗ ଡିପୋଜିତ ସୁବିଧା ଦେଇଥାଏ । ଏଥିରେ ଜମା ଟଙ୍କା ଉପରେ ସୁଧା କାଲ୍କୁଲେସନ ପ୍ରତି ୩ ମାସରେ ହୋଇଥାଏ । ରାତି ୩ ମାସ ଶେଷରେ ଆପଣଙ୍କ ଆକାଉଣ୍ଟ ରେ ସୁଧା ମିଳିଥାଏ । ତେବେ ଆସନ୍ତୁ ଜାଣିବା କେତେ ଟଙ୍କା ସୁଧା ମିଳିଥାଏ । ରିକରିଙ୍ଗ ଡିପୋଜିତ ସ୍କିମ ରେ ୮.୮ ପ୍ରତିଶତ ସୁଧା ମିଳୁଛି ।

ଏହି ନୂଆ ନିୟମ ୧ ପେରିଳ ୨୦୨୦୨ରୁ ଲାଗୁ ଅଇଛି । ଭାରତର ସରାକର ନିଜର ସମସ୍ତ ଛୋଟ ସଞ୍ଚୟ ଯୋଜନାର ସୁଧା ଦର ରାତି ୩ ମାସରେ ଧାର୍ଯ୍ୟ କରିଛନ୍ତି । ଯଦି ଆପଣ ପ୍ରତି ମାସରେ ପୋଷ୍ଟ ଅଫସିର RT ସ୍କିମରେ ୧୦ ହଜାର ଟଙ୍କା ୧୦ ବର୍ଷ ଯାଏଁ  ନିବେଶ କରୁଛନ୍ତି ତେବେ ଆପଣଙ୍କୁ ୧୦ ବର୍ଷ ପରେ ୫.୮ ପ୍ରତିଶତ ସୁଧ ଦର ଉପରେ ୧୬ ଲକ୍ଷ ଟଙ୍କାରୁ ବି ଅଧିକ ରାଶି ମିଳିବ ।

କିନ୍ତୁ ଯୋଜନା କରିବା ପୂର୍ବରୁ RT ସ୍କିମ ବିଷୟରେ କିଛି ଜରୁରୀ କଥା ମଧ୍ୟ ଜାଣି ନିଅନ୍ତୁ । ଏଥିପାଇଁ ଆପଣଙ୍କୁ ଖାତା ରେ ରେଗୁଲାର ଟଙ୍କା ଜମା କରିବାକୁ ପଡିଥାଏ । ଯଦି ଆପଣ ଟଙ୍କା ଜମା କରି ପାରିବେ ନାହି ତେବେ ଆପଣଙ୍କୁ ପ୍ରତି ମାସରେ ୧ ପ୍ରତିଶତ ଜୋରିମାନା ମଧ୍ୟ ଦେବାକୁ ପଡିବ ।

ଆଉ ୪ଟି କିସ୍ତି ଭରିବା ପରେ ଆପଣଙ୍କ ଖାତାକୁ ବନ୍ଦ କରି ଦିଆଯାଏ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *