ବନ୍ଧୁଗଣ ଧନତେରସ ରେ ଆପଣ ମାନେ ନିଶ୍ଚୟ ବଜାରକୁ ଯାଇ କିଣାକିଣି କରୁଥିବେ । ଏମିତି କି ସୁନା ଚାନ୍ଦି ର ଇଛି ବସ୍ତୁ ମଧ୍ୟ କ୍ରୟ କରୁଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏମିତି କିଛି ଜିନିଶ ରହିଛି ଯାହାର ମୂଲ୍ୟ ବହୁତ ମୂଲ୍ୟବାନ ଅଟେ । ଯାହାକୁ ଧନତେରସ ଦିନ କ୍ରୟ କରିଲେ ପୂର୍ବ ରୁ ଆପଣଙ୍କୁ ଯେଉଁ ଫଳ ମିଳୁଥିଲା ତାହା ଦୁଇ ଗୁଣା ଅଧିକ ମିଳିବାରେ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ ବିଷୟରେ ବିସ୍ତାର ଭାବେ ଯାହାକୁ ଆପଣ ମାନେ ଧନତେରସ ଦିନ କ୍ରୟ କରିବା ନିହାତି ଜରୁରୀ ଅଟେ ।
୧- ଝାଡୁ : ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଧନତେରସ ଦିନ ଯାହାଡୁ ନିହାତି କ୍ରୟ କରନ୍ତୁ । ଝାଡୁ ଘରୁ ଦାରିଦ୍ରତା ଦୂର କରିବାରେ ସାହାଜ୍ଯ କରିଥାଏ । ଝାଡୁ ଘର ସଫା କରିବା ସହ ଘର ଆଖ ପାଖରେ ଥିବା ନେଗେଟିଭ ଉର୍ଜା ମଧ୍ୟ ନଷ୍ଟ କରିଥାଏ ।
୨- ଲୁଣ : ଧନତେରସ ଦିନ ଘରକୁ ନିଶ୍ଚୟ ଲୁଣ ପ୍ଯାକେଟ ଆଣନ୍ତୁ । ପ୍ରଥମେ ଲୁଣ କିଛି ପୋଛା ମାରୁଥିବା ପାଣିରେ ପକାଇ ଘରେ ପୋଛା ମରନ୍ତୁ । ଦେଖିବେ ଜୀବନରେ ଧନର ଅଭାବ ହେବ ନାହି ।
୩- ଧନିଆ : ମା ଲକ୍ଷ୍ମୀ ଙ୍କ ପସନ୍ଦ ହେଉଛି ଧନିଆ । ଦୀପାବଳି ଦିନ ଧନିଆ ବ୍ୟବହାର କରିବାର ନୀତି ରହିଛି । ଏହା ସହ ପାତ୍ରରେ ଧନିଆ ମଞ୍ଜି ପୋତିଳେ ଶୁଭ ଫଳ ମିଳିଥାଏ ।
୪- ମାଟିର ଦୀପ : ଧନତେରସ ଦିନ ମାଟିର ଦୀପ ନିହାତି ଘରକୁ ଆଣନ୍ତୁ । ଏହା ବହୁତ ଶୁଭ ଫଳ ନେଇକି ଆସିଥାଏ । ଏହା ଛାଡ ମାଟି ଦୀପ ବିନା ଦୀପାବଳି ଅଧୁରା ଅଟେ । ଗୋଟେ ବା ଦୁଇ ଟି ହେଉଛି ନିଶ୍ଚୟ ମାଟି ଦୀପ ଆଣନ୍ତୁ ।
୫- ସୋରିଷ ତେଲ : ଧନତେରସ ଦିନ ସୋରିଷ ତେଲ ବୁଲରେ ବି ଘରକୁ ଆଣନ୍ତୁ ନାହି । ଧନତେରସ ପୂର୍ବରୁ ସୋରିଷ ତେରଳା ଘରକୁ ନେଇ ଆସନ୍ତୁ ।
୬- କଉଡି ଓ ଗୋମତିଚକ୍ର : ପବିତ୍ର ଧନତେରସ ଦିନ କଉଡି ଓ ଗୋମତୀ ଚକ୍ର ଯାହା ମା ଲକ୍ଷ୍ମୀ ଙ୍କ ଅତ୍ୟନ୍ତ ପ୍ରିୟ ଅଟେ । ଏହାକୁ ନିଶ୍ଚୟ ଘରକୁ ଆଣନ୍ତୁ ଧନତେରସ ଦିନ । ଏହି ସବୁ ଜିନିଷ ଗୁଡିକ ଧନତେରସ ଦିନ ଘରକୁ ଆଣିଲେ ନିଶ୍ଚୟ ଶୁଭ ମିଳିଥାଏ । ଏ ସବୁ ଛୋଟ ଛୋଟ ଜିନିଷ ଯାହାକୁ ଆଣିଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।