ଆଜିକା ସମୟରେ ସମସ୍ତଙ୍କ ପାଇଁ ଧନ ବହୁତ ଆବଶ୍ୟକ କାହିଙ୍କିନା ଯୁଗ ଯେମିତିକା ଚାଲିଛି ଧନ ବିନା ମଣିଷ କିଛି କରି ପାରି ନଥାଏ ଜୀବନରେ ଯେତେ ଦୁଃଖ କଷ୍ଟ ହେଲେ ମଧ୍ୟ ମଣିଷ ଟଙ୍କା ରୋଜଗାର କରିଥାଏ ନିଜର ଆଉ ନିଜ ପରିବାର ପେଟ ପୋଷିବା ପାଇଁ । କିଛି ଲୋକ ଆଜୀବ୍ୟ ଏହି ଦୁନିଆରେ ଅଛନ୍ତି ଯିଏ ଗୋଟେ ବକ୍ତ ଖାଇଲେ ଅନ୍ୟ ବେଳେ ଖାଇବେ ନା ନାହିଁ ତାହା ଜାଣନ୍ତି ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ଚମତ୍କାରୀ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ସବୁ ଅଣିଷ୍ଠ ଦୁରାଇଯିବ ଆଉ ଆପଣଙ୍କୁ ବହୁତ ଧାନ ମଧ୍ୟ ପ୍ରାପ୍ତ ହବ ।
ଆପଣ ମାନେ ସମସ୍ତେ ନାଗ ଚମ୍ପା ଫୁଲ ବିଷୟରେ ଶୁଣିବାକୁ ପାଇଥିବେ ଏହି ଫୁଲ ସବୁ ମାସରେ ମିଳେ ନାହିଁ କିନ୍ତୁ ସିତ ରିତୁରେ ଏହା ଦେଖିବାକୁ ମିଳିଥାଏ, ଏହି ଫୁଲ ନାଗ ସାପ ଭଳି ଦେଖା ଯାଏ ତା ଭଳି ସୁନେଲି ରଙ୍ଗ ହୋଇଥାଏ ତା ଭଳି ଫଣା ଟେକିଥାଏ ସେଥିପାଇଁ ଏହାକୁ ନାଗ ଚମ୍ପା କୁହାଯାଏ । ଏହି ଫୁଲ ଭଗବାନ ଶିବ, ମାତା ପାର୍ବତୀ ଓ ଭଗବାନ ଗଣେଶଙ୍କୁ ବହୁତ ପ୍ରିୟା ଅଟେ ।
ଯାହା ଘରେ ଦୁଃଖ ଓ ଦରିଦ୍ରତା ରହିଥାଏ ସେହି ଘରେ ଏହି ଫୁଲ ଦ୍ଵାରା ପୂଜା ଅର୍ଚନା କଲେ ଭଗବାନ ଶେଠୀ ବାସ କରନ୍ତି ଆଉ ସେହି ଘର ସ୍ଵର୍ଗ ହୋଇଥାଏ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କୁ କାହାକୁ କିଛି ନକହି କରିବା ଉଚିତ । ସୋମବାର ପୂର୍ବ ରାତି ରବିବାର ରାତିରେ ଆପଣଙ୍କୁ ନାଗ ଚମ୍ପା ଆଣିବାର ଅଛି ତା ପରେ ଷୋମବାର ଦିନ ଅନ୍ଧାର ୪ଟା ରୁ ଉଠି ସ୍ନାନ ଇତ୍ୟାଦି କରି ୩ଟି ନାଗ ଚମ୍ପା ନେଇ ଭଗବାନ ଶିବଙ୍କ ଲିଙ୍ଗ ଉପରେ ଅର୍ପଣ କରନ୍ତୁ ।
ଏହା ପରେ ଆପଣ ପୂଜା ସମାପ୍ତ ହାବା ପରେ ଗୋଟେ ନାଗ ଚମ୍ପା ଫେରାଇ ଘରକୁ ଆଣନ୍ତୁ ଏହି ଫୁଲକୁ ଆପଣ ନିଜ ଟଙ୍କା ଧନ ରଖୁଥିବା ଜାଗାରେ ରଖନ୍ତୁ ନଚେତ ଅଫିସରେ ରଖନ୍ତୁ ଦେଖିବେ ବହୁତ ଶୀଘ୍ର ଆପଣଙ୍କ ଘର ଆର୍ଥିକ ସମସ୍ଯା ଦୂର ହବ ଆଉ ଆପଣଙ୍କୁ ସୁଖ ଅନୁଭବ ହବ । ଏହା ଛଡା ଆପଣ ଯଦି କଷ୍ଟରୁ ମୁକ୍ତି ପାଇବାକୁ ଚାହନ୍ତି ତେବେ ଆପଣ ପ୍ରତିଦିନ ମାତା ଦୂର୍ଗାଙ୍କୁ ନାଗ ଚମ୍ପା ଫୁଲ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ଘର ପରିବାର ସୁଖ ଶାନ୍ତିରେ ରହିବେ ।