ଧନତେରସ ଦିନ ଏହି ଗଛର ଚେର କୁ ନେଇ ଆସନ୍ତୁ ଆଉ ତା ପରେ ଦେଖିବେ ଚମତ୍କାର…

ବନ୍ଧୁଗଣ ଧନତେରସ ଓ ଦୀପାବଳି ପର୍ବ ରେ ମା ଲକ୍ଷ୍ମୀ, ଭଗବାନ ଗଣେଶ ଓ ଧନର ଦେବତା କୁବେର ମହାରାଜ ଙ୍କ କୃପା ପାଇବା ପାଇଁ ସବୁଠୁ ଉତ୍ତମ ଦିନ ମାନା ଯାଇଥାଏ । ଏମିତି ମାନାଯାଏ କି ଏହି ଦିନ କିଛି ବି ଜିନିଷ କିଣିକି ଅଣାଯାଏ ତେବେ ଏଠାର ପ୍ରଭାବ 13 ଗୁଣା ଅଧିକ ବଢିଥାଏ । ଏଥିପାଇଁ ଲୋକ ମାନେ ନିଶ୍ଚୟ କିଛି ନ କିଛି କିଣିକି ଆଣିଥାନ୍ତି । ଏହି ଦିନ କିଛି ଧନିଆ କିଣି ଆଣନ୍ତୁ ।

ଧନିଆର ସମ୍ପର୍କ ମା ଲକ୍ଷ୍ମୀଙ୍କ ସହ ହୋଇଥାଏ । ଏହି ଦିନ ଧନିଆରେ ଅତର ଲଗାଇ ଘରର ଚାରି ଆଡେ ପକାଇ ଦିଅନ୍ତୁ । ଏହା ଦ୍ଵାରା ଅତର ଯୁକ୍ତ ଧନିଆ ଧନକୁ ଚୁମ୍ବକ ପରି ଟାଣିଥାଏ । ଏହା ଅଦ୍ଵରା ମା ଲକ୍ଷ୍ମୀ ଜଲ୍ଦି ଆକର୍ଷିତ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି 2ଟି ଗଛ ବିଷୟରେ କହିବୁ ଯାହାକୁ ଧନତେରସ ଦିନ ଲଗାଇଲେ ଧନ ସମ୍ପତିର ବୃଦ୍ଧି ହୋଇଥାଏ ।

ଏହି ଦିନ ମୟୂର ପରକୁ ଅତର ଲଗାଇ ଘରର ଉତ୍ତର ଦିଗରେ ଲଗାଇବା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଓ ଘରେ ସୁଖ ଶାନ୍ତିର ବାସ ହୋଇଥାଏ । ଉତ୍ତର ଦିଗରେ ମୟୂର ପର ଲଗାଇଲେ ଧନ ବଢିଥାଏ ଓ ଗରିବୀ ଦୂର ହୋଇଥାଏ । ଏହି ଦିନ 5ଟି ହଳଦିଆ କଉଡି କୁ ନାଲି କପଡାରେ ବାନ୍ଧି ଆଲମରୀରେ ରଖନ୍ତୁ । ଏହା ଦ୍ଵାରା ଧନର କେବେ ବି ଅଭାବ ହୁଏ ନାହିଁ ।

ଯେଉଁ ଘରେ ବିଶୁଣୁ କମଳ ଗଛ ଥାଏ ସେହି ଘରେ ଧନ ସମ୍ପତି ବୃଦ୍ଧି ପାଇଥାଏ । ଧନତେରସ ଦିନ ଏହି ଗଛ ଲଗାଇବା ଅତି ଉତ୍ତମ ମାନାଯାଏ । ଏହି ଗଛ ଘରେ ରହିଲେ ମା ଲକ୍ଷ୍ମୀ ଟାଣି ହୋଇ ଆସିଥାନ୍ତି । ବୀନା ପୂଜା ପାଠରେ ସେହି ସବୁ ଫଳ ମିଳିଥାଏ ଯାହା ପୂଜା ପାଠ କରି ମଧ୍ୟ ମିଳି ନ ଥାଏ । ଏହା ସହ ଲକ୍ଷ୍ମୀ କମଳ ଗଛ ଧନତେରସ ଦିନ ଘରେ ନିଶ୍ଚୟ ଲଗାନ୍ତୁ ।

ଏହା ବି ବିଶୁଣୁ କମଳ ପରି ପବିତ୍ର ମନାଯାଏ । ଏହି ଗଛରେ ନିତ୍ୟ ଦୀପ ଜାଳିଲେ ପୂଣ୍ୟ ପ୍ରାପ୍ତ ହୁଏ । ଏହି ଦୁଇଟିଜାକ ଏକାଠି ଲଗାଇଲେ ହଜାର ଗୁଣା ଏହାର ପ୍ରଭାବ ପଡିଥାଏ । ଏହା ସହ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଗରିବୀ ଦୂର କରିବା ପାଇଁ ଏହି ଗଛ ନିଶ୍ଚୟ ଲଗାନ୍ତୁ । ଏହି ସବୁ ଉପାୟ କରିବା ଦ୍ଵାରା ଜୀବନରେ ଥିବା ଆର୍ଥିକ ସମସ୍ଯା ଦୂର ହେବ ।

ଧନତେରସ ଦିନ ଏହି ସବୁ ଉପାୟ ଗୁଡିକ ମଧ୍ୟ ରୁ ନିଶ୍ଚୟ ଗୋଟେ କରନ୍ତୁ । ନିଶ୍ଚୟ ଆପଣଙ୍କୁ ଲାଭ ପ୍ରାପ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *