Prakruti ସାଙ୍ଗେ ଧର୍ମଯୁଦ୍ଧରେ ଏକା ଲଢ଼ିବେ Babushaanଙ୍କ ପତ୍ନୀ Trupti, ସ୍ୱାମୀଙ୍କୁ ଫେରେଇ ଆଣିବାକୁ କରିବେ ଶେଷ ଚେଷ୍ଟା!

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବ ଓଲିଉଡ ହିରୋ ବାବୁସାନ ଓ ପ୍ରକୃତି ଙ୍କ ସମ୍ପର୍କ କୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ସ୍ତ୍ରୀ ତୃପ୍ତି ଶତପଥି ନିଜ ସ୍ଵାମୀଙ୍କୁ ଫେରାଇ ଆଣିବା ପାଇଁ ଆଉ ତାଙ୍କୁ ଠିକ ବାଟକୁ ଆଣିବା ପାଇଁ ନିଜର ପାରୁ ପର୍ଯ୍ଯନ୍ତ ଚେଷ୍ଟା ଜାରି ରଖିଛନ୍ତି । କାରଣ ତୃପ୍ତି କହିଛନ୍ତି ସେ ଏତେ ଜଲ୍ଦି ହାର ମାନିବେ ନାହି କାରଣ ସେ ନିଜ ପୁଅ ଓ ତାଙ୍କ ପାଇଁ ବାବୁସାନ ଙ୍କୁ ନିଶ୍ଚିନ୍ତ ଭାବେ ଫେରାଇ ଆଣିବେ । ବାବୁସାନ ଓ ତୃପ୍ତି ଙ୍କ ପ୍ରେମ କାହାଣୀ ଆଜିକାଲିର ନୁହେଁ ବରଂ ସ୍କୁଲ ସମୟର କାହାଣୀ ।

ଧର୍ମ ପଥରେ ଚାଲିବା କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ । ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଓଲିଉଡ ହିରୋ ବାବୁସାନ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଶତପଥି ଯିଏ ଏବେ ନିଜ ସ୍ବାମୀଙ୍କୁ ପାଇବା ପାଇଁ ଧର୍ମ ପଥ ଆପଣେଇଛନ୍ତି । ତୃପ୍ତି ନିଜ ସ୍ଵାମୀଙ୍କୁ ପାଇବା ପାଇଁ କୌଣସି ବି ସ୍ତର କୁ ଯାଇ ପାରନ୍ତି । ବାବୁସାନ ଙ୍କୁ ଅଧର୍ମ ରେ ରଖିଛନ୍ତି ପ୍ରକୃତି ମିଶ୍ର ଯିଏ ତାଙ୍କର ପ୍ରେମିକା ବୋଲି ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି ।

ବାବୁସାନଙ୍କୁ ଯେଉଁ ଭଳି କଥାବାର୍ତ୍ତା କରିବା ସହ ଚାପ ପ୍ରୟୋଗ କରି ରଖିଛନ୍ତି ପ୍ରକୃତି ତାହା ହିଁ କହି ଦେଉଛି କେତେ ଡୋମିନେଟ କରି ରଖାଯାଇଛି । ତୃପ୍ତି ଅଧର୍ମରେ ନାହାନ୍ତି ବରଂ ଧର୍ମ କ୍ଷେତ୍ରରେ ଏହି ଯୁଦ୍ଧରେ ଅଛନ୍ତି । ଆଉ ଯେଉଁଠି ତାଙ୍କର ସାରଥି ହେଉଛନ୍ତି ତାଙ୍କ ଶାଶୁ ଅପରାଜିତା ମହାନ୍ତି । ତେବେ ତାଙ୍କ ବୋହୁକୁ କେବେ ହରିବାକୁ ଦେବେ ନାହି ଶାଶୁ ଅପରାଜିତା ।

ତୃପ୍ତିଙ୍କ ସବୁଠାରୁ ବଡ ଧର୍ମ ବଳ ହେଉଛି ତାଙ୍କର ନିଜର ପ୍ରେମ ଉପରେ ବିଶ୍ଵାସ । ଅଷ୍ଟମ ଶ୍ରେଣୀରୁ ଭଲ ପାଇ ବସିଥିବା ବାବୁସାନଙ୍କୁ ଏତେ ଜଲ୍ଦି ସେ ଛାଡିବେ ନାହି କାରଣ ସେ ତାଙ୍କର ପ୍ରକୃତ ପ୍ରେମ । ଯଦି ସ୍ଵାମୀ ବାଟ ବାଉଳା ହେଉଛି ତା ହେଲେ ସ୍ତ୍ରୀର କର୍ମ ହେଉଛି ତାକୁ ଠିକ ବାଟକୁ ଆଣିବା । ତେବେ ପ୍ରକୃତି ଧର୍ମ ଯୁଦ୍ଧରେ ସ୍ତ୍ରୀ ବାବୁସାନଙ୍କୁ ନିଜ କବଳରେ ରଖିଛନ୍ତି ସିନା କିନ୍ତୁ ସମର୍ଥନ ପାଇଛନ୍ତି ତୃପ୍ତି ସମସ୍ତଙ୍କର ।

ତେବେ ଧର୍ମ ଯୁଦ୍ଧରେ ତୃପ୍ତି ନିଶ୍ଚିନ୍ତ ଭାବେ ଜୟ ଲାଭ କରିବେ ବୋଲି ଓଡିଶା ବାସୀଙ୍କର ଆଶା ରହିଛି । କୁହାଯାଏ ପାପ ଯେବେ ଅଧିକ ବଢେ ତେବେ ମୂଳ ସହ ମୂଳକୁ ଛୁଇଁଯାଏ । ଯାହା ଓଡିଶା ବାସି ଜାଣିଛନ୍ତି ଯିଏ ଧର୍ମ ରେ ଅଛନ୍ତି ଆଉ କିଏ ଅଧର୍ମରେ ଅଛି । ତୃପ୍ତିଙ୍କର ବଳ ହେଉଛି ଓଡିଶା ବାସି ଆଉ ସାରଥି ହେଉଛନ୍ତି ତାଙ୍କ ଶାଶୁ ।

ତେବେ ତୃପ୍ତି ନିଶ୍ଚିନ୍ତ ନିଜର ସିନ୍ଦୁର ବା ସ୍ଵାମୀଙ୍କୁ ଫେରାଇ ଆଣିବେ ଆଉ ବାବୁସାନ ନିଜର ଭୁଲ କୁ ସମୟ ଥାଉ ଥାଉ ବୁଝି ପାରିବେ ତାହା ହିଁ କେବଳ ଆସା କରା ଯାଇପାରେ । ବନ୍ଧୁଗଣ ଆପଣ ମାନଙ୍କର ତୃପ୍ତିଙ୍କର ମନୋବଳ ଓ ସାହସିକତା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *