ଦିନର କେଉଁ ସମୟରେ ଶାରିରୀକ ସଂମ୍ପର୍କ ରଖିବା ଉଚିତ- ନିଶ୍ଚୟ ଜାଣନ୍ତୁ, ନଚେତ…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସାଧାରଣତଃ ବିବାହ ପରେ ଶାରୀରିକ ସମ୍ପର୍କ ହେଉଛି ଏକ ସାଧାରଣ କଥା । ସ୍ଵାମୀ ସ୍ତ୍ରୀ ଯେତେବେଳେ ବି ଚାହିଁବେ ସେତେବେଳେ ଶାରୀରିକ ସମ୍ପର୍କ ରଖିପାରିବେ । କିନ୍ତୁ ଏହା ଠିକ ନୁହେଁ । ଏମିତି କିଛି ଦିନ ଓ ସାମୀ ମଧ୍ୟ ଅଛି ଯେବେ ଶାରୀରିକ ସମ୍ପର୍କ ରଖିଲେ ଏହା ଦମ୍ପତ୍ତି ମାନଙ୍କ ପାଇଁ ଖରାପ ହୋଇଥାଏ । ତେବେ ଆଜି ଆମେ ସେହି ବିଷୟରେ ଆପଣଙ୍କୁ କିଛି କହିବାକୁ ଯାଉଛୁ । ଆପଣମାନେ ସାଧାରଣତ ଜାଣିଥିବେ ମହିଳା ମାନଙ୍କ ଋତୁ ଶ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଅନୁଚିତ । ଏହି ବିଷୟରେ ଡାକ୍ତର ମାନେ ମଧ୍ୟ ପରାମର୍ଶ କରନ୍ତି । ଏମିତି କି ଶସ୍ତ୍ର ଅନୁସାରେ ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଯେଉଁ ଗର୍ଭ ରୁହେ ତାହା ନଷ୍ଟ ହୋଇଯାଏ ।

ତେବେ ଏହା ପଛରେ ମଧ୍ୟ କିଛି କାରଣ ଅଛି ଓ ତାହା ହେଲା ମହିଳା ମାନଙ୍କ ଗୁପ୍ତା ଅଙ୍ଗ ରୁ ଓବ୍ୟୁଲେସନ ନାମକ ହୋରମନ୍ ର କ୍ଷରଣ ହୋଇ ଥାଏ । ଯାହା ଫଳରେ ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ଦୁହିଙ୍କ ପାଇଁ ଖରାପ ହୋଇଥାଏ । ତେବେ ନାରୀ ଓ ପୁରୁଷ ମାନଙ୍କର କାମ ଅଭିଳାଷ ସବୁବେଳେ ଅଲଗା ହିଁ ଥାଏ ।

ତେବେ ଆପଣ ଯେଉଁ ସମୟରେ ଚାହିଁବେ ସେ ସମୟରେ ନିଜ ପତ୍ନୀ ଙ୍କ ସହ ଶାରୀରିକ ସମ୍ପର୍କ ରଖି ପାରିବେ କିନ୍ତୁ ଯଦି ଆପଣ ସକାଳ ସମୟରେ ଶାରୀରିକ ସଂମ୍ପର୍କ ରଖନ୍ତି ତେବେ ସେମାନଙ୍କ ପାଇଁ ବହୁତ ଭଲ ହୋଇ ଥାଏ । କାରଣ ସେହି ସମୟ ରେ ହୋରମନ୍ ର ସ୍ଥିତି ସଠିକ୍ ହୋଇ ଥାଏ । ତେବେ ଦିନ ଭିତରେ କେବଳ ପ୍ରାତଃ ସମୟ ହିଁ ଏକ ଏଭଳି ସମୟ ଯେଉଁ ସମୟରେ ଶାରୀରିକ ସମ୍ପର୍କ ରଖିବା ଆପଣମାନଙ୍କ ପାଇଁ ବହୁତ ଭଲ ଅଟେ । ଯଦି ବି ଆପଣ ଗର୍ଭ ଧାରଣ କରୁଛନ୍ତି ତେବେ ଏକ ସୁସ୍ଥ ସନ୍ତାନ ମଧ୍ୟ ପ୍ରାପ୍ତି ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *