ଦୀପାବଳି ଦିନ ଘରର ଏହି ଜାଗାରେ ବନାନ୍ତୁ ଗୋଟେ ସ୍ଵସ୍ତିକ ଭିକାରି ବି ହୋଇଯିବେ କୋଟିପତି…

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏକ ଚମତ୍କାରୀ ଉପାୟ ନେଇ ଆସିଛୁ । ଏହି ଉପାୟ ଟି ଅତ୍ୟନ୍ତ ପ୍ରଭାବଶାଳୀ ଅଟେ । ଏହି ଉପାୟ କୁ ଧନତେରସ ଦିନ ବିଶେଷ ଭାବେ କରିବାକୁ ହେବ । କାର୍ତ୍ତିକ ମାସ କୃଷ୍ଣ ପକ୍ଷ ର ତ୍ରୟୋଦଶୀ ଯାହାକୁ ଧନତେରସ ଦିବସ ଭାବେ ଜଣାଯାଏ । ଏହି ଦିନକୁ ମା ଲକ୍ଷ୍ମୀ, ଧନରେ ଦେବତା କୁବେର ମହାରାଜ ଓ ଧନତେରି ଙ୍କ ଦିନ ମାନାଯାଏ ।

ପ୍ରାଚୀନ କାଳରୁ ଏହି ଦିନରେ ସୁନା ରୂପା କିଣିବାର ବିଧାନ ରହିଛି । ରୂପା ଚନ୍ଦ୍ରମାଙ୍କ ପ୍ରତୀକ ଅଟେ । ଯିଏ ଧନ ଓ ମନ ଓ ଶୀତଳତାର ପ୍ରତୀକ ଅଟନ୍ତି । ଏହି ଦିନ ରାତି ରେ କୁବେର ଜନ୍ତ୍ର, କନକ ଧାର ଜନ୍ତ୍ର, ଶ୍ରୀଜନ୍ତ୍ର ଓ ଲକ୍ଷ୍ମୀ ସ୍ୱରୂପ ଯନ୍ତ୍ର ଦକ୍ଷିଣାବର୍ତ୍ତୀ ଯନ୍ତ୍ର ର ପୂଜା କରିଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ଏହି ଦିନ କିଛି ଖାସ ଉପାୟ କରିବା ଦ୍ଵାରା ଘରେ ଧନ ସହ ଖୁଶିର ଆଗମନ ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

1- ଧନତେରସ ଦିନ ଘର ବାହାରେ ବା ଘରର ଦକ୍ଷିଣ ଦିଗରେ ବହୁତ ସାରା ଦୀପ ଲଗାଇ ଯମରାଜ ଙ୍କୁ ଅର୍ପିତ କରିବା ଦ୍ଵାରା ଯମରାଜ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଅକାଳ ମୃତ୍ୟୁ ର ସମ୍ଭାବନା ନ ଥାଏ ।

2- ଏହି ଦିନ ସୁନା ରୂପା କିଣିବା ଦ୍ଵାରା ଧ୍ନରେ 13 ଗୁଣା ବୃଦ୍ଧି ହୋଇଥାଏ । ମାନ୍ୟତା ଅଛି ଏହି ଦିନ ଯାହା ବି କିଣିବା ଦ୍ଵାରା ତାହା 13 ଗୁଣା ବୃଦ୍ଧି ହୋଇଥାଏ ।

3- ଏହି ଦିନ ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଆଂକିବା ଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ଓ କୁବେର ଦେବତା ପ୍ରସନ୍ନ ହୋଇଥାନ୍ତି ।

4- ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ ଉପରେ ଲକ୍ଷ୍ମୀ ମନ୍ତ୍ର ଲେଖିବା ଦ୍ଵାରା ଧନ ପ୍ରାପ୍ତି ର ଯୋଗ ବଢିଯାଏ ।

5- ଧନବନ୍ତରିଙ୍କ ମନ୍ତ୍ର ଏହି ଦିନ ରେ ଜପ କରିଲେ ସାରା ବର୍ଷ ଆରୋଗ୍ଯ ଲାଭ ହେବ । ମନ୍ତ୍ର ଟି ହେଉଛି ଓମ ଧନବନ୍ତରାୟେ ନମହ । ଏହି ସବୁ ଉପାୟ କୁ ଧନତେରସ ବା ଦୀପାବଳି ଦିନ କରିଲେ ଘରକୁ ଅପାର ଧନ ସମ୍ପତି ଆସିବ । କାରଣ ଏହି ଦିନ ମା ଲକ୍ଷ୍ମୀ ଓ କୁବେର ମହାରାଜା ଙ୍କ ଦିନ ହୋଇଥାଏ । ଏହି ଉପାୟ କରିବା ଦ୍ଵାରା ଘରକୁ ଖୁସି ର ଆଗମନ ହୋଇଥାଏ ।

ତେବେ ଦୀପାବଳି ବ ଧନତେରସ ଦିନ ଏହି ଉପାୟ କରିଲେ ଭଗବାନ ବିଶୁଣୁ, ମା ଲକ୍ଷ୍ମୀ। କୁବେର ମହାରାଜ ଙ୍କ କୃପା ଲାଭ ହୋଇଥାଏ । ଓ ଘରେ ଥିବା ସବୁ ସମସ୍ୟମାନ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *