ଦୀପାବଳି ରାତି ରେ ଝାଡୁ ତଳେ ଏହି 1 ଜିନିଷ ରଖି ଦିଅନ୍ତୁ ଆଉ ତା ପରେ ଦେଖନ୍ତୁ ଚମତ୍କାର…

ବନ୍ଧୁଗଣ ଝାଡୁକୁ ନେଇ ଅନେକ ଶୁଭ ଓ ଅଶୁଭ କଥା ରହିଛି । ଝାଡୁ ଘରର ମଇଳା ବାହାର କରିବା ସହ ଘରର ସମସ୍ଯା ମଧ୍ୟ ଦୂର କରିଥାଏ । ଝାଡୁ ସହ ଜଡିତ ଅନେକ ପ୍ରୟୋଗ ରହିଛି । ଆଜି ଆମେ ଆପଣଙ୍କୁ ସେଥିମଧ୍ୟରୁ ଗୋଟେ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆପଣ ଦୀପାବଳି ଦିନ କରିବାକୁ ହେବ । ଦୀପାବଳି ଦିନ ନୂଆ ଝାଡୁ କିଣିବା ବହୁତ ଶୁଭ ହୋଇଥାଏ । ଏହି ଦିନ ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ ଲଗାଇବା ଅନୁଚିତ ।

ମାନ୍ୟତା ଅଛି ଏମିତି କରିଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଦୀପାବଳି ଦିନ ଝାଡୁ କୁ ଲୁଚାଇ ରଖିବା ଦ୍ଵାରା ବହୁତ ଲାଭ ମିଳିଥାଏ । ଏମିତି କରିଲେ ଧନର ଆଗମନରେ ପ୍ରଭାବ ପଡି ନ ଥାଏ । ଏହି ଦିନ ସ୍ଵପ୍ନରେ ଝାଡୁ ଦେଖିଲେ ଘରକୁ ଧନ ଆସିବାର ସଂକେତ ଦେଇଥାଏ । ଦୀପାବଳି ପୂର୍ବରୁ ପୁରୁଣା ଝାଡୁ ଫିଙ୍ଗି ଦେଇ ନୂଆ ଝାଡୁ ଆଣିବାର ବିଧାନ ରହିଛି ।

ଝାଡୁକୁ ଖୋଲା ଛାତରେ ବା ଆଗମନରେ ରଖନ୍ତୁ ନାହିଁ । ଏହା ଦ୍ଵାରା ଜୀବନରେ କଷ୍ଟ ବଢିଥାଏ । ଉତ୍ତର ପଶ୍ଚିମ ଦିଗରେ ଝାଡୁ ରଖିବା ଉଚିତ । ଦୀପାବଳି ଦିନ ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଚାନ୍ଦି କଏନ ରଖିକି ସୋଇଲେ ଜୀବନରେ ଏମିତି ଚମତ୍କାର ଆସିବ ଯାହା ଆପଣ କେବେ ଭାବି ନ ଥିବେ । ଏହା ଛଡା ଗୋଟେ ଟଙ୍କାର କଏନ ମଧ୍ୟ ରଖିପାରିବେ । ଏହା ନେଗେଟିଭ କୁ ଟାଣି ନେଇଥାଏ ।

ଏହା ପରେ କଏନ କୁ ମାଟି ତଳେ ବା ପାଣିରେ ଭସାଇ ଦିଅନ୍ତୁ । ଏହା ଦ୍ଵାରା ଜୀବନରେ କେବେ ବି ଧନର କମି ହେବ ନାହିଁ । ଘରେ ଝାଡୁ ଲଗାଇବା ପୂର୍ବରୁ ପ୍ରଥମେ ପୋଛା ଲଗାଇବା ଉଚିତ । ଦୀପାବଳି ଦିନ ରାତି ରେ 2ଟି ଲବଙ୍ଗ ଓ ଅଳେଇଚ ରଖନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ନିବାସ ଗୃହରେ ହୋଇଥାଏ । ଯଦି କଉଡି ଥାଏ ତେବେ ଝାଡୁ ତଳେ ରଖିପାରିବେ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ ।

ଏହା ସହ ମୟୂର ପର ମଧ୍ୟ ଝାଡୁ ତଳେ ରଖିପାରିବେ । ଏହା ନେଗେଟିଭ କୁ ଦୂର କରି ପଜେଟିଭ ଊର୍ଜାର ବାତାବରଣ ସୃଷ୍ଟି କରିଥାଏ । ଦୀପାବଳି ଦିନ ଓସ୍ତ ଗଛ ମୂଳରେ ନିଶ୍ଚୟ ଗୋଟେ ଦୀପ ଜଳାଇବା ଉଚିତ । ଏହି ଦିନ ମା ଲକ୍ଷ୍ମୀଙ୍କର ଆଗମନ ପାଇଁ ମୁଖ୍ୟଦ୍ଵାରରେ ଦୀପ ଲଗାନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ପ୍ରସନ୍ନ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *