ଦୀପାବଳୀ ଦିନ ଏହି ଗଛର ଚେର ଘରକୁ ଆଣନ୍ତୁ, 24 ଘଣ୍ଟାରେ କୋଟିପତି…

ବନ୍ଧୁଗଣ ଦୀପାବଳି ଦିନ ଧାରଣ କରନ୍ତୁ ଏହି ଗଛର ଚେର କୁ । ଆପଣଙ୍କ ଭାଗ୍ୟ ସାଥ ଦେବ । ଯେଉଁ କ୍ଷେତ୍ରକୁ ଯିବେ ସେଥିରେ ସଫଳତା ମିଳିବ । ହିନ୍ଦୁ ପୁରାଣରେ କେତେକେ ପୌରାଣିକ ମାନ୍ୟତାକୁ ମହତ୍ବ ଦିଆଯାଇଛି କି ଏମିତି କିଛି ଗଛ ଲତା ହୋଇଥାଏ ଯାହା ବହୁତ ଶୁଭ ଓ ପବିତ୍ର ମାନାଯାଏ । ଆଉ କିଛି ଗଛ ଏମିତି ରହିଥାଏ ଯାହା ଆମ ଜୀବନରେ ଚାଲୁଥିବା ସମସ୍ଯା ଦୂର କରିଥାନ୍ତି । ଗଛା ଲତା ଗୁଡିକର ପୂଜା ହେବା ସହ ଏହାକୁ ଔଷଧ ରୂପରେ ମଧ୍ୟ ବ୍ୟବହାର କରାଯାଏ ।

ଏହା କେତେ ପ୍ରକାରର ରୋଗକୁ ଠିକ କରିଥାଏ । ଯେଉଁ ମାନେ ବ୍ରତ ରଖିଥାନ୍ତି ସେମାନେ ଓସ୍ତ ଗଛର ପୂଜା ନିଶ୍ଚୟ କରିବା ଉଚିତ । ଆଜି ଆମେ ଜାଣିବା ଦୀପାବଳି ଦିନ ଏମିତି କେଉଁ ଗଛ ର ଚେର ପିନ୍ଧିଲେ ଭାଗ୍ଯର ତାଲା ଖୋଲିଯିବ । 1- ଚମେଲି ଗଛ : ଏହି ଗଛର ତେଲ ହନୁମାନ ଜୀଙ୍କୁ ଅର୍ପଣ କରାଯାଏ ।

ଯେଉଁ ବ୍ୟକ୍ତି ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ମନ୍ତ୍ର ସିଧି, ଆରୋଗ୍ଯ ରହିବାକୁ ଚାହୁଁଛନ୍ତି ସେମାନେ ଚମେଲି ଗଛର ଛେରା ଦୀପାବଳି ଦିନ ନିଶ୍ଚୟ ଆଣନ୍ତୁ । ଏହାକୁ ପୂଜା କରି ଏହାକୁ ଚାନ୍ଦିର ତାବିଜରେ ଧାରଣ କରନ୍ତୁ । ଏହା ଦ୍ଵାରା ଦଇବି ଶକ୍ତିର ପ୍ରାପ୍ତ ହୁଏ । ଓ ହନୁମାନ ଜୀଙ୍କ କୃପା ପ୍ରାପ୍ତ ହେବ ।

2- ଅପାମାର୍ଗ ଗଛ : ଏହି ଗଛକୁ ଅପାମାର୍ଗ ଏଥିପାଇଁ କୁହାଯାଏ କି ଏହାର ବୀଜ ଓଲଟା ରହିଥାଏ । ଏହି ଗଛର ପ୍ରୟୋଗ ସାଧୁ ସନ୍ଥ ମାନେ ଅଧିକ ପ୍ରୟୋଗ କରିଥାନ୍ତି । ଏହି ଗଛର ବୀଜ କୁ ଖିରୀ ବନାଇ ଖାଇଲେ ଅଧିକ ସମୟ ଯାଏଁ ଭୋକ ଅଲଗେ ନାହିଁ । ଏହି ଗଛର ଚେର କୁ ଦୀପାବଳି ଦିନମା ଧାରଣ କରିଲେ ଶତ୍ରୁ ନାସ ହୋଇଥାଏ । ଏହା ସହ ଆଧ୍ୟାତ୍ମିକ ଉନ୍ନତି ଓ ଭାଗ୍ଯର ତାଲା ଖୋଲି ଯାଇଥାଏ । ଏବଂ ଲୋକ ମାନେ ବଶୀଭୂତ ହୋଇଥାନ୍ତି ।

3- ବରଗଛର ଜଟା : ଏହି ଗଛ ରାତା ରାତି ଭାଗ୍ୟକୁ ଚମକାଇଥାଏ । ହିନ୍ଦୁ ଧର୍ମରେ ବାର ଗଛକୁ ଦେବ ବୃକ୍ଷ ମାନାଯାଏ । ଦୀପାବଳି ଦିନ ଏହି ଗଛର ଚେର କୁ ନିଶ୍ଚୟ ଆଣନ୍ତୁ । ଏହା ଦ୍ଵାରା ଭାଗ୍ୟ ଉଦୟ ହେବ ସହ ଆଧାତ୍ମିକ ବିକାଶ ହୋଇଥାଏ ।

4- ଅରଖ ଗଛ : ଧଳା ଅରଖ ଗଛକୁ ଭଗବାନ ଗଣେଶଙ୍କା ସ୍ୱରୂପ ମାନାଯାଏ । ଯଦି ଆପଣ ଋଦ୍ଧି, ସିଦ୍ଧି, ଧନ ବୈଭବ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଅରଖ ଗଛର ଚେର ଦୀପାବଳି ରେ ନେଇ ଆସନ୍ତୁ । ଓ ଏହାକୁ ଧାରଣ କରନ୍ତୁ । ଏହା ଦ୍ଵାରା ନବ ଗ୍ରହ ପୀଡା ଦୂର ହୁଏ ।

5- ଅପରାଜିତା ଗଛ : ଅପରାଜିତା ଫୁଲ ମା ଲକ୍ଷ୍ମୀଙ୍କୁ ଅଧିକ ପ୍ରିୟ ହୋଇଥାଏ । ଏହାର ଚେରକୁ ଧାରଣ କରିଲେ ଚାକିରି ପ୍ରାପ୍ତ, ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ ।

 

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *