Dipika ପାଇଁ Dinesh ଆଉ ତା ବାପାଙ୍କୁ ଝାଡିଦେଲେ Pramila, କହିଲେ ‘କଣ ଏଠି ଧନ୍ଦା ଲାଗିଛି, ପୁଅ 3 ଟାକୁ…’ ଦେଖନ୍ତୁ Video

ବନ୍ଧୁଗଣ ଦୀର୍ଘ ୭ ଦିନ ହେବେ ବ୍ରଂହପୁର ସହରର ଦୀପିକା ସ୍ଵାମୀ ଦିନେଶଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି । ଆଜି ଯେପରି ଭାବେ ବର୍ଷା ଲାଗି ରହିଛି ବର୍ଷାରେ ହିଜି ଦୀପିକା ବାହାରେ ବସିଛନ୍ତି । ଏ ନେଇ ପ୍ରମିଳା ମାଉସୀ କହିଛନ୍ତି ଯେଉଁ ଭଳି ଭାବେ ଦୀପିକା ହଇରାଣ ହେଉଛନ୍ତି ଆଉ ଦିନେଶ ବାହାରେ ରହି ଏସ କରୁଛି ଆଉ ତା ବାପା ଘରେ ରହିଛି ଏସ କରୁଛି । ପିଲାର ହକ ପାଇଁ ଆଜି ଦୀପିକା ଲଢେଇ କରୁଛନ୍ତି । ଆଗକୁ ପ୍ରମିଳା ମା କହିଛନ୍ତି ଦିନେଶଙ୍କ ବାପା କଣ ବାହା ହୋଇ ନାହାନ୍ତି ନା ତାଙ୍କର ସ୍ତ୍ରୀ ନାହି ସେ ବାହା ହୋଇ ପ୍ରେମ କରିଲେ ଆଉ ଛୁଆ ହେଲା ।

ପ୍ରେମ କରିବା କଣ ଭୁଲ ବୋଲି ପ୍ରମିଳା ମାଉସୀ କହିଛନ୍ତି । କଦଳିବାଲା ଝିଅ ସହ ଦିନେଶର ବାହାଘର ଖବର ଶୁଣିବା ପରେ ଆଜି ଦାଣ୍ଡରେ ବସିଛି ଦୀପିକା ସ୍ତ୍ରୀର ଅଧିକାର ପାଇବା ପାଇଁ । ଦିନେଶଙ୍କ ଘର ଲୋକେ ଘର ଭିତରକୁ ଅଳିଆ ପାଣି ବାହାରକୁ ଜାଣିଜାଣି ଢାଳୁଛନ୍ତି କାରଣ ଦୀପିକା ବାହାରେ ବସିଛନ୍ତି ।

ଛାମୁଣ୍ଡିଆ ଉପରେ ବି ଦିନେଶଙ୍କ ପରିବାର ଲୋକେ ଅଳିଆ ପକାଉଛନ୍ତି ଏଥିପାଇଁ କି ଦୀପିକା ଘର ଆଗରୁ ହଟିଯିବେ । କିନ୍ତୁ ଦୀପିକା ସେଇଠି ସେମିତି ବସି ରହିବ ଯେବେ ଯାଏଁ ତାଙ୍କୁ ତାଙ୍କର ଅଧିକାର ମିଳି ନାହି ବୋଲି ପ୍ରମିଳା ମାଉସୀ କହିଛନ୍ତି । ଆଗକୁ ପ୍ରମିଳା ମାଉସୀ କହୁଛନ୍ତି ଦିନେଶ ବାପା କଣ ପ୍ରେମ କରି ନାହି ତା ବାପା ହେଉଛି ବଡ ରଙ୍ଗିଲ ।

ଏମିତିକି ପୁଅର ଆଗରୁ ୩ତା ଝିଅ ସହ ସେଟେଲେମେଣ୍ଟ କରିଛନ୍ତି ତା ପରେ କଦଳୀ ବାଲା ଏବେ ଦୀପିକା ବୋଲି ପ୍ରମିଳା ମାଉସୀ କହିଛନ୍ତି । ଦିନେଶ ଙ୍କ ଘରେ ଲୋକେ ଦେଢ ବର୍ଷ ପୂର୍ବରୁ ଏଭଳି ନିଜ ପୁଅ ପାଇଁ ଝିଅ ଠିକ କରି ସାରିଛନ୍ତି କିନ୍ତୁ ଦୀପିକା ତାଙ୍କ ପ୍ରେମରେ ଫସି ଗଲେ ।

ତେବେ ଦୀପିକା ଅନ୍ୟ ଝିଅ ମାନଙ୍କୁ ସତର୍କବାଣୀ ଦେଉଛନ୍ତି ଯେମିତି ଆଜି ତାଙ୍କ ସହ ହୋଇଛି ଅନ୍ୟ କାହା ସହ ନ ହେଉ ନିଜର ହକ ପାଇବା ଲାଗି ସେ ଆଜି ଦିନେଶ ଙ୍କ ଘରେ ଆଗରେ ବସିଛନ୍ତି । ପ୍ରେମ କରିବା ତ ନ୍ୟାୟକୁ ଧରିକି କର ବୋଲି ପ୍ରମିଳା ମାଉସି କହିଛନ୍ତି ।

ଏଟା ଖେଳଘର ଲାଗିଛି ପ୍ରେମ କଣ ରଙ୍ଗ ତା ବାପା କଣ ପ୍ରେମ କରୁନି ପୁଅ ତ ୩ଟା ପ୍ରେମ କଲା ଗୋଟେ କଦଳିବାଲାକୁ ଏବେ ଦୀପିକାକୁ ସେଗୁଡା ବୋଧେ ସେଟଲ ହେଲା ଏଟା ଆଉ ସେଟଲ ହେଲା ନାହି କାରଣ ଫଳ ଗୋଟେ ମିଳିଗଲା ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରମିଳା ମାଉସୀ ।

କୋର୍ଟର ରାଏ ବି ଚାଲିଛି ଆଉ ଝିଅର ସାଥ ଆଗକୁ ଏମିତି ଦେବେ ବୋଲି ପ୍ରମିଳା ମାଉସି କହିଛନ୍ତି । ନିଶ୍ଚୟ ନ୍ୟାୟ ପାଇବା ଆଗକୁ କଣ ହେବ ତାହା କହିବେ ପ୍ରମିଳା ମାଉସୀ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *