ସହୀଦ ହେବା ପରେ ମଧ୍ୟ ସୀମା ଜଗୁଛି ଯବାନଙ୍କ ଆତ୍ମା, ଘୋଡ଼ାରେ ବସି ରାତିରେ ଦେଉଛି ସୀମାରେ ପହରା ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସହିଦ ହେବା ପରେ ବି ସୀମା ଜଗୁଛି ଆତ୍ମା । ପ୍ରତିଟି ସମୟରେ ଶତ୍ରୁଙ୍କୁ ଦେଉଛି ଚଖମା । ଘୋଡାରେ ବସି ରାତିରେ ଦେଉଛି ସୀମାରେ ପହରା । ଏହା ସତ ଯେ ଯଦି ଜଣେ ସଚ୍ଚୋଟ ଯବାନ ସହିଦ ହୋଇଯାଏ ତେବେ ତା ଭିତରୁ ଦେଶ ଭକ୍ତି କେବେ ଅଲଗା ହୁଏ ନାହି । ତେବେ ଏହି କଥାଟି ଅଜବ ଲାଗିଥିଲେ ବି ସତ ଅଟେ । ସୂଚନା ଅନୁଯାୟୀ ଏହି ଯବାନଙ୍କର ମୃତ୍ୟୁ ୧୯୬୮ରେ ହୋଇଥିଲା । ହେଲେ ଆଜି ବି ଏହି ବୀର ଯବାନଙ୍କ ଆତ୍ମା ଯିଏ ଦେଶଭକ୍ତିରେ ପୁରା ପରିପୂର୍ଣ୍ଣ ସେ ଏବେ ଭାରତ ଓ ଚୀନ ସୀମାରେ ପହରା ଦେଉଛନ୍ତି ।

କେବଳ ଏତିକି ନୁହେଁ ଭାରତର ଓ ଚୀନ ମଧ୍ୟରେ ହେଉଥିବା ବୈଠକରେ ବି ଏହି ଯବାନଙ୍କ ପାଇଁ ନାଲି ଚୌକି ରଖାଯାଇଥାଏ । ଆପଣଙ୍କୁ ଏହା ଅବିଶ୍ଵସନୀୟ ହୋଇଥିଲେ ମଧ୍ୟ ସତ ଘଟଣା ଅଟେ । ଭାରତ ସୈନ୍ୟଙ୍କୁ ଚୀ ସୈନ୍ୟଙ୍କ ବିପଦ ଥିବା ବେଳେ ଆଉ ଗୋଟେ ପରେ ରକ୍ତ ଜମା ଭଳି ଶିକାର ହେବାକୁ ପଡିଥାଏ ଭାରତ ଚୀନ ସୀମା ମଝିରେ । ଚୀନ ସୈନ୍ୟମାନେ ଚତୁରାଇ ଦେଖୁଥିଲେ ମଧ୍ୟ ତାଙ୍କୁ ବୀର ଯବାନଙ୍କ ଆଗରେ ହାର ମାନିବାକୁ ପଡେ । କାରଣ ଏମାନଙ୍କ ସହ ଜଣେ ଏମିତି ଯବାନ ରହିଥାନ୍ତି ଯିଏ ଆମ ଦେଶର ଯବାନ ନା ଶତ୍ରୁ ଦେଶର ଯବାନଙ୍କୁ ଦେଖା ଯାଇଥାନ୍ତି ।

ଆପଣ ମାନେ ଏହି ଫୋଟୋରେ ଯାହାକୁ ଦେଖଛନ୍ତି ସେ ହେଉଛନ୍ତି ବୀର ଯବାନ ବାବା ହରଭଜନ ସିଂ । ସୂଚନା ଅନୁଯାୟୀ ଏହି ଜବାନଙ୍କର ଦେଶଭକ୍ତି ଏତେ ଥିଲା ଯେ ଆଜି ବି ଭାରତ ସୀମାରେ ରକ୍ଷକ ଭାବେ ରହୁଛନ୍ତି । ହରଭଜନଙ୍କର ଜନ୍ମ ୧୯୪୬ ଅଗଷ୍ଟ ୩୦ ତାରିଖରେ ହୋଇଥିଲା । ପାକିସ୍ତାନର ସର୍ତ୍ତନା ଗାଁ ରେ ଜନ୍ମ ହେଲେ ବି ସେ ଭାରତୀୟ ସେନାରେ ସାମିଲ ହୋଇଥିଲେ । କିନ୍ତୁ ଭାରତର ପାକିସ୍ତାନ ବିଭାଜନ ସମୟରେ ସେ ତାଙ୍କ ପରିବାର ସହ ଭାରତ ଚାଲି ଆସିଥିଲେ । ତାଙ୍କୁ ପଞ୍ଜାବର ଜିମେଟରେ ୨୪ ପାଟାଲିନିୟମରେ ନିଯୁକ୍ତ କରାଯିବା ପରେ ଭାରତ ଚୀନ ସୀମାରେ ଡିୟୁଟି କରିଥିଲେ ।

ଯେଉଁଠାରେ ରକ୍ତ ଜମାଇଲା ଭଳି ଥଣ୍ଡା ମଧ୍ୟ ହୁଏ । ହେଲେ ଖଚରା ମାନଙ୍କ ଦ୍ଵାରା ଯେବେ ହରଭଜନ ସେନା ଟେଣ୍ଡ ଅତ୍ୟାବଶ୍ୟକୀୟ ଜିନିଷ ଆଣୁଥିଲେ ସେହି ସମୟରେ ବରଫ ଝଡ କାରଣରୁ ତାଙ୍କର ଗୋଡ ଖସି ଯାଇଥିଲା ଯାହା ଫଳରେ ସେ ନଦୀରେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହରଭଜନ କେଉଁଠି ପଡିଥିଲେ ଜଣେ ସେନାଙ୍କ ସ୍ଵପ୍ନରେ ଆସି କହିବା ପରେ ତାଙ୍କର ମୃତ ଦେହ ଉଧାର ହୋଇଥିଲା । ୧୯୮୨ରେ ତାଙ୍କର ସମାଧି ତିଆରି ହୋଇଥିଲା କାରଣ ସ୍ଵ ସ୍ଵପ୍ନରେ ଆସି କହିଥିଲେ ଆଉ ଏବେ ତାଙ୍କର ସମାଧି ବାବା ହରଭଜନ ସିଂ ମନ୍ଦିର ନାମରେ ଜଣାଯାଏ ।

ଘୋଡା ପାଦ ଚିହ୍ନ ଦେଖିବା ପରେ ଭାରତୀୟ ସେନାମାନେ ଜାଣିବାକୁ ପାଇଥିଲେ ହରଭଜନ ଏଭଳି ଭାବେ ସୀମା ଜଗୁଛନ୍ତି । ସେଥିପାଇଁ ତାଙ୍କୁ ସୈନ୍ୟଙ୍କର ଯାହା ବି ସୁବିଧା ରହିଛି ସବୁ ମିଳୁଥିଲା । ରାତିରେ ବାବାଙ୍କର କବାଟ ବନ୍ଦ ରଖାଯାଏ କାରଣ ସେ ଡିୟୁଟି କରିଥାନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *