ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ପରେ ବିଚାରପତି କାହିଁକି କଲମ ନିବକୁ ଭାଙ୍ଗନ୍ତି ? 99% ଲୋକ ଯାନୀ ନାହାନ୍ତି ଏହାର ଉତ୍ତର, ଏହା ସହ ଆହୁରି 12ଟି ପ୍ରଶ୍ନର ଉତ୍ତର

ବନ୍ଧୁଗଣ ଆମେ ଆମେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଛି । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଅନେକ ସହାୟକ ହେବ ।

ତେବେ ଏହି ସବୁ ପ୍ରଶ୍ନ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ତାଙ୍କର ଆଗାମୀ ଭବିଷ୍ୟତରେ ଅନେକ କାମରେ ଆସିବ । ତେବେ ଏହି ସବୁ ପ୍ରାଣ ଓ ଉତ୍ତର ଆଇଏସ ଓ ଓଏସ ପରୀକ୍ଷା ପାଇଁ ପ୍ରସ୍ତୂତ ହେଉଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଜାଣି ପାରିବେ ଯାହା ତାଙ୍କର ପରୀକ୍ଷା ସମୟରେ କାମରେ ଆସିପାରେ । ତା ହେଲେ ବିଳମ୍ବ ନ କରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ବିସ୍ତାର ଭାବେ ।

୧- ଭାରତର ଜାତୀୟ ସ୍ତମ୍ବର ନାମ କଣ ?

ଉତ୍ତର- ଅଶୋକ ସ୍ତମ୍ବ

୨- ଭାରତର ଜାତୀୟ ଧ୍ୱନିର ନାମ କଣ ?

ଉତ୍ତର- ଶଙ୍ଖ ଧ୍ୱନି

୩- ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁ ଥରେ ଅବସ୍ଥିତ ?

ଉତ୍ତର- କୋଲକାତା

୪- ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର କେଉଁ ଥରେ ଅବସ୍ଥିତ ?

ଉତ୍ତର- ଭୁବନେଶ୍ଵର

୫- ଭାରତର ମୁଖ୍ୟ ଶୃଙ୍ଗର ନାମ କଣ ଓ ଏହାର ଉଚ୍ଚତା କେତେ ?

ଉତ୍ତର- ଏଭରେଷ୍ଟ ଓ ଏହାର ଉଚ୍ଚତା ୮୮୫୦ ମିଟର

୬- ଭାରତର ମୁଖ ଜଳ ବିଦ୍ୟୁତ ନେଭେଲି ପାୱାର ଷ୍ଟେସନ କେଉଁ ଥରେ ଅବସ୍ଥିତ ?

ଉତ୍ତର- ତାମିଲନାଡୁ

୭- ଟ୍ରାମବେ ଜଳ ପାୱାର ଷ୍ଟେସନ କେଉଁ ଥରେ ଅବସ୍ଥିତି ?

ଉତ୍ତର- ମହାରାଷ୍ଟ୍ର

୮- ଭାରତର ପ୍ରଧାନ କୃଷି ଧାନ କେଉଁ ଥରେ ହୋଇଥାଏ ?

ଉତ୍ତର- ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ତାମିଲନାଡୁ, ଓଡିଶା

୯- ଗହମ କେଉଁ କେଉଁ ଦେଶରେ ପ୍ରଧାନ ଚାଷ ହୋଇଥାଏ ?

ଉତ୍ତର- ପଞ୍ଜାବ, ଉତ୍ତରପ୍ରଦେଶ

୧୦- ବିନ୍ଦୁପୁର ଅଭୟାରଣ୍ୟ କେଉଁ ଥରେ ଅବସ୍ଥିତ ଅଟେ ?

ଉତ୍ତର- କର୍ଣ୍ଣାଟକ

୧୧- ଗିର ଅଭୟାରଣ୍ୟ କେଉଁ ଦେଶରେ ଅବସ୍ଥିତ ଅଟେ ?

ଉତ୍ତର- ଗୁଜୁରାଟ

୧୨- ଗାନ୍ଧୀ ସାଗର ଅଭୟରଣ୍ୟ କେଉଁ ଥରେ ଅବସ୍ଥିତ ଅଟେ ?

ଉତ୍ତର- ମାଣ୍ଡସାର

୧୩- ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ପରେ ବିଚାରପତି କାହିଁକି କଲମ ନିବ କୁ ଭାଙ୍ଗନ୍ତି ?

ଉତ୍ତର- ମୃତ୍ୟୁ ଦଣ୍ଡ ଦିଆଯିବ ପରେ କଲମର ନିବୃତ୍ତ ଭାଙ୍ଗି ଯାଇଛି କାରଣ ଅପରାଧୀ ଙ୍କ ମୃତ୍ୟୁ ଲେଖିଥିବା କଲମ ଅନ୍ୟ କୌଣସି କାର୍ଯ୍ୟ ରେ ବ୍ଯବହୃତ ହୋଇ ପାରିବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *