90 ବର୍ଷ ପରେ September 10ରେ ଦେଖାଯିବ ଭାଦ୍ରପଦ ପୂର୍ଣ୍ଣିମାର ଚାନ୍ଦ, 4ଟି ରାଶିରେ ଲାଗିବ ଲଟେରୀ

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ସେପ୍ଟେମ୍ବର ୧୦ ତାରିଖ ହେଉଛି ଭଦ୍ରପଦ ପୂର୍ଣ୍ଣିମା ଶନିବାର ଦିନ ପଡିବାକୁ ଯାଉଛି । ଏହି ପୂର୍ଣ୍ଣିମାର ଖାସ ମହତ୍ଵ ରହିଥାଏ । ଏହି ଦିନ ଗଙ୍ଗା ଭଳି ପବିତ୍ର ନଦୀରେ ସ୍ନାନ କରିବେ ଭଗବାନ ବିଶୁଣୁଙ୍କ କୃପା ଲାଭ ହୋଇଥାଏ । ନଚେତ ସ୍ନାନ କରିବା ସମୟରେ ପାଣିରେ ଗଙ୍ଗା ଜଳ ପଳାଇ ସ୍ନାନ କରିବା ଉଚିତ । ପୂର୍ଣ୍ଣିମା ତିଥିରେ ଭଗବାନ ବିଶୁଣୁ ଓ ମ ଲକ୍ଷ୍ମୀଙ୍କ ବିଶେଷ ଭାବେ ପୂଜା କରିବା ଉଚିତ ଯାହାର ବିଶେଷ ମହତ୍ଵ ରହିଛି । ପୂର୍ଣ୍ଣିମା ଦିନ ଦୀର୍ଘ ୯୦ ବର୍ଷ ପରେ ଦୁର୍ଲଭ ସଂଯୋଗ କାରଣରୁ ୪ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଲେଟ୍ରି ଲାଗିବାକୁ ଯାଉଛି । ବ୍ୟାପାରରେ ବୃଦ୍ଧି ହେବ । ଅନେକ କ୍ଷେତ୍ରରୁ ଲାଭ ମିଳିବ । ଦୁଇ ଗୁଣା ଫାଇଦା ମିଳିବାକୁ ଯାଉଛି । ଲଗାତାର ଆମଦାନୀର ସ୍ରୋତ ମିଳିବ । ଘର ପରିବାରରେ ସୁଖ ସମୃଦ୍ଧି ରହିବ । ପ୍ରେମ ଜୀବନରେ ଖୁସିର ବର୍ଷା ହେବ । ଶିଂଗଲ ଲୋକଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ । ଧନ ସମ୍ପତିରୁ ଫାଇଦା ପାଇବେ । ମହତ୍ଵ ପୂର୍ଣ୍ଣ ସମସ୍ଯା ଦୂର ହେବ । କାରୋବାରରେ ବିସ୍ତାର ଦେଖିବାକୁ ମିଳିବ ।

କନ୍ୟା ରାଶି : ଏହି ଥରକ ୯୦ ବର୍ଷ ପରେ ଭାଦ୍ରପଦା ପୂର୍ଣ୍ଣିମା ରେ ଆପଣଙ୍କର ପରିବାର ଉପରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଲଟେରୀ ଲଗିବାକୁ ଯାଉଛି । ଚାକିରିରେ ପଦୋନ୍ନତି ହେବାର ଯୋଗ ରହିଛି । ବେପାରରେ ବିସ୍ତର କରିବେ । କାର୍ଯ୍ୟ କ୍ଷେତ୍ରରେ ଥିବା ସମସ୍ଯା ଦୂର ହେବ । ଆକସ୍ମିକ ଧନ ଲାଭ ହେବ । କାର୍ଯ୍ୟ କ୍ଷେତ୍ରରେ ଜବରଦସ୍ତ ଫାଇଦା ପାଇବେ । ସାମାଜିକ ପ୍ରତିଷ୍ଠା ହେବ । ମା ଲକ୍ଷ୍ମୀଙ୍କ କୃପାରୁ ବେପାରରେ ବୃଦ୍ଧି ହେବ । ପୂର୍ଣ୍ଣିମା ଦିନ ଆପଣଙ୍କୁ ବଡ ଖୁସି ଖବର ମିଳିବାକୁ ଯାଉଛି । ଏହି ଦିନ ଆପଣଙ୍କ ପାଇଁ ଲକି ହେବାକୁ ଯାଉଛି ।

ମକର ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ମା ଲକ୍ଷ୍ମୀ ଙ୍କ କୃପାରୁ ଯାହା ବି ଦୁଖ କଷ୍ଟ ରହିଥିଲା ତାହା ଦୂର ହେବ । ମା ଲକ୍ଷ୍ମୀ ଙ୍କ କୃପାରୁ ଧନ ସମ୍ପତିରେ ଲାଭ ହେବ । ଘରୋଇ ସମସ୍ଯା ଦୂର ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ପରିବାର କିଛି ନୂଆ କରିବେ । ନୂଆ ବହନ ଓ ଘର କ୍ରୟ କରିବେ । ମହତ୍ଵ ପୂର୍ଣ୍ଣ କ୍ଷେତ୍ରରୁ ଲାଭ ପାଇବେ ।

ମୀନ ରାଶି : ଆପଣ କାହାକୁ ମନ କଥା କହିବାକୁ ଚାହୁଁଥିଲେ କହି ପାରିବେ । ପୂର୍ଣ୍ଣିମା ଦିନ ଆପଣଙ୍କୁ ବିଶେଷ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ହେବ । ଧନ ଜନିତ ସମସ୍ଯା ଦୂର ହେବ । ଜୀବନ ସାଥିଙ୍କ ଭରପୁର ସହଯୋଗ ପାଇବେ । ଆପଣଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟର ଶୁଭାରମ୍ଭ ଭଲ ହେବ । ବଡ ସ୍କୁଲରେ ବିଦ୍ୟାର୍ଥୀ ନିଯୁକ୍ତି ପାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *