ବିଶ୍ଵାସ ନହେଲେ ମଧ୍ୟ ସତ୍ୟ ଅଟେ, ମାତ୍ର ୨ ମିନିଟ ରେ ଆପଣଙ୍କ ଦାନ୍ତ ମୋତି ଭଳି ଧଳା ହୋଇଯିବ- Health Tips

ବନ୍ଧୁଗଣ ଆମ ଦାନ୍ତ ପ୍ରାଏ ସମୟରେ ହଳଦିଆ ଅଥବା କଳା ହୋଇଯାଇଥାଏ । କ୍ରମଶ ଏଥିରୁ ଦୁର୍ଗନ୍ଧ ମଧ୍ୟ ବାହାରି ଥାଏ । ଏହା କ୍ରମଶ ଖରାପ ମଧ୍ୟ ଦେଖାଯାଇଥାଏ । ବନ୍ଧୁଗଣ ଆଜି ଆମେ ଦାନ୍ତ ସଫା ରଖିବାର ଉପାୟ ନେଇ ଆସିଛୁ । ବନ୍ଧୁଗଣ ଏମିତି କିଛି ଉପାୟ ଅଛି  ଯାହାର ବ୍ୟବହାର ଦ୍ଵାରା ଆପଣ ନିଜର ଦାନ୍ତର ସମସ୍ଯାକୁ ଭଲ କରି ପାରିବେ । ଆସନ୍ତୁ ତେବେ ଜାଣିବା ସେ ସବୁ କଣ ? ବନ୍ଧୁଗଣ ଏହା ଗୋଟିଏ ଘରୋଇ ଉପଚାର ଅଟେ । ପ୍ରଥମ ସାମଗ୍ରୀ ର ଆବଶ୍ୟକ ହେଉଛି ବିଲାତି, ଗୋଟିଏ ବିଲାତି କୁ ଆଣି ଆପଣ ତାହାର ସମସ୍ତ ରସ ବାହାର କରିଦିଅନ୍ତୁ ।

ଏହା ପରେ ଦ୍ଵିତୀୟ ସାମଗ୍ରୀ ଲେମ୍ବୁ କୁ ନେଇ ଏହାକୁ ଫାଳ କରି ସମସ୍ତ ରସ ବାହାର କରନ୍ତୁ । ଉଭୟ ଲେମ୍ବୁ ଏବଂ ବିଲାତିର ରସକୁ ଚିପୁଡି ଦିଅନ୍ତୁ । ଏହା ପରେ ଆପଣ ଯେକୌଣସି ଧଳା ଟୁଥପେଷ୍ଟ ଯେତିକି ମାତ୍ରାରେ ପ୍ରୟୋଗ କରନ୍ତି ସେତିକି ମାତ୍ରାରେ ନିଅନ୍ତୁ । ଏବେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହା ପରେ ଏହାର ପ୍ରୟୋଗ ଆପଣ କେମିତି କରିବେ ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣ ଯେପରି ନୀତିଦିନ ସକାଳେ ବ୍ରସ ସାହାଯ୍ୟରେ ଦାନ୍ତ ସଫା କରିଥାନ୍ତି , ସେହିଭଳି ଆପଣ ଗୋଟିଏ ବ୍ରସ କୁ ନେଇ ଏହି ମିଶ୍ରଣକୁ ସେଥିରେ ନେଇ ଦାନ୍ତ ମଞ୍ଜନ କରନ୍ତୁ ।

ଏହା ଆପଣ ବ୍ରସ କରି ଦେଖନ୍ତୁ ଆପଣଙ୍କ ଦାନ୍ତ ସାଙ୍ଗେ ସାଙ୍ଗେ ଧଳା ହୋଇଯିବ । ଏହା ଘରୋଇ ଉପଚାର ଅଟେ । ବହୁ ପୁରାତ୍ତନ କାଳରୁ ଏପରି ଉପାୟ ର ପ୍ରୟୋଗ କରାଯାଉଛି । ବନ୍ଧୁଗଣ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ବୈରାଗ ଦେଖାଯାଇଥାଏ । ଆମେ ଅନେକ ଘରୋଇ ଉପାୟ ମାନ ଜାନିଥାଊ ମାତ୍ର ସେଗୁଡିକର ଉପଯୋଗ କରିନଥାଉ । ଏବଂ ଟିକେ କଣ ହେଲା ମାତ୍ରେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯାଇଥାଉ । ସେଠାରେ ଅଧିକରୁ ଅଧିକ ଟଙ୍କା ବିନିଯୋଗ କରି ନିଜର ଚିକିସ୍ୟା କରିଥାଉ ମାତ୍ର ତାହାର ସଠିକ ଭାବେ ସମାଧାନ ମିଳିପାରେ ନାହି ।

ଏହା ବ୍ଯତୀତ ଡାକ୍ତରୀ ଔଷଧ ଖାଇବା ଦ୍ଵାରା ନାନା ପ୍ରକାର ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ । ଗୋଟେ ରୋଗକୁ ଭଲ କରିବାକୁ ଯାଇ ଆଉ ଗୋଟିଏ ରୋଗକୁ ଆପଣେଇ ବସିଥାଉ । ଏହା ଫଳରେ ଅନ୍ୟ ଗୋଟିଏ ରୋଗ ପାଇଁ ମଧ୍ୟ ଔଷଧ ସେବନ କରିବାକୁ ହେଇଥାଏ । ବନ୍ଧୁଗଣ ଯଦି ଆମ ଦ୍ଵାରା ଘରୋଇ ଉପଚାର କରିବା ଦ୍ଵାରା ଆମେ ସଂପୂର୍ଣ୍ଣ ସୁସ୍ଥ ରହିବା ସଙ୍ଗେ ସୁନ୍ଦର ମଧ୍ୟ ଦେଖା ଯାଉ ତେବେ କେଉଁ କାରଣ ବଶତ ଆମେ ଡାକ୍ତରୀ ଔଷଧର ଆବଶ୍ୟକତା ଅବଲମ୍ବନ କରିବ ?

ଯଦି ଆମେ ନୀତିଦିନ ବ୍ୟବହାର କରୁଥିବା ସାମଗ୍ରୀର ବ୍ୟବହାର କରି ଆମେ ଲାଭ ପାଇବା ତେବେ ଆମର କୌଣସି ପ୍ରକାରର ଅନ୍ୟ ଉପାୟ ଆବଶ୍ୟକତା ନାହି । ବନ୍ଧୁଗଣ ମନୁଷ୍ୟ ପଛବୁଧିଆ ହୋଇଥାଏ, କିନ୍ତୁ ବନ୍ଧୁଗଣ ବେଳ ଥାଉ ଥାଉ ସଜାଗ ରହିବା ବୁଦ୍ଧିମାନର ପରିଚୟ ଦେଇଥାଏ । ଯଦି ଶରୀର ତଥା ସ୍ୱାସ୍ଥ୍ୟ ଉଚିତ ରହିବ ତେବେ ସବୁ କାର୍ଯ୍ୟରେ ମନ ଲାଗିବ ଏବଂ ସଫଳତା ମଧ୍ୟ ଆମ ପାଖକୁ ଧାଇଁ ଆସିବ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *