ଏହି ଝିଅର ହାତଲେଖା ଆଗରେ କମ୍ପ୍ୟୁଟର ବି ଫେଲ, ଦୁନିଆର ସବୁଠୁ ସୁନ୍ଦର ହାତ ଲେଖା… ଏବେ ହିଁ ଦେଖନ୍ତୁ

ବର୍ତ୍ତମାନ ଯୁଗ ହେଉଛି କମ୍ପ୍ୟୁଟରର ଯୁଗ । ଅର୍ଥାତ କମ୍ପ୍ୟୁଟରରେ ଆପଣ ନିଜର ସବୁ କାମ କରି ପାରିବେ । ବିଶେଷ କରି ଏବେ କୌଣସି ଜିନିଷ ଲେଖିବା ପାଇଁ ଓ ତାକୁ ସବୁଦିନ ପାଇଁ ରଖିବା ପାଇଁ କମ୍ପ୍ୟୁଟର ଏକ ଭଲ ମାଧ୍ୟମ ଅଟେ । ଏହା ଦ୍ଵାରା ନା ହିଁ ଆପଣଙ୍କୁ କାଗଜ ଦରକାର ଓ ନା ହିଁ ପେନ । ଏହା ସହିତ ସବୁଠୁ ବଡ କଥା ହେଉଛି କି ଯଦି ଆପଣଙ୍କର ଅକ୍ଷର ଅସୁନ୍ଦର ଅଛି ଓ ଆପଣ ଲେଖିଲେ

କେହି ପଢି ପାରୁ ନାହାନ୍ତି ତେବେ ଏହିଭଳି ସ୍ଥିତିରେ ଆପଣ କମ୍ପ୍ୟୁଟରରେ ଲେଖି ପାରିବେ । କାରଣ କମ୍ପ୍ୟୁଟରରେ ବହୁତ ସୁନ୍ଦର ରୂପରେ ଲେଖି ହୋଇଯାଏ । ଯାହାକୁ ବି ସମସ୍ତେ ପଢି ପାରିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅ ବିଷୟରେ କହିବୁ ଯାହାର ଅକ୍ଷର କମ୍ପ୍ୟୁଟରର ଲେଟର ଠାରୁ ବି ଆହୁରି ଅଧିକ ସୁନ୍ଦର ଅଟେ । ଯାହା ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନ ଥିବେ କିମ୍ବା ଦେଖି ନ ଥିବେ ।

କହିବାକୁ ଗଲେ ଏହି ଦୁନିଆରେ ଭଗାବାନ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୂପରେ ସୃଷ୍ଟି କରିଛନ୍ତି ଏହା ସହିତ ସମସ୍ତଙ୍କ ଭିତରେ କିଛି ନା କିଛି ପ୍ରତିଭା ବି ଦେଇଛନ୍ତି । ଏମିତିରେ ଆପଣଙ୍କୁ ନିଜ ମଧ୍ୟରେ ସେହି ପ୍ରତିଭାକୁ ଚିହ୍ନିବାର ଅଛି । କହିବାକୁ ଗଲେ ଆମେ ଯେଉଁ ପିଲା ବିଷୟରେ କହିବୁ ସେ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚିତ ବିଷୟ ହୋଇଯାଇଛନ୍ତି । ଯଦି ଆପଣ ବି ତାଙ୍କ ବିଷୟରେ ଜାଣିବେ ତେବେ ଆପଣ ବି ତାଙ୍କର ଫ୍ୟାନ ହୋଇଯିବେ ।

କହିଦେଉଛୁ କି ଯେତେବେଳେ କୌଣସି ଛାତ୍ରର ଶିକ୍ଷାଗତ ଯୋଗ୍ୟତା ଦେଖାଯାଏ ତେବେ ଏହା ସହିତ ତାହାର ହାତଲେଖାକୁ ବି ଗୁରୁତ୍ଵ ଦିଆଯାଏ । କାରାଣ ହାତଲେଖା ଯେତେ ଭଲ ଥିବ ତେବେ ସମସ୍ତେ ତାକୁ ପାଢୀ ପାରିବେ । ନଚେତ ହାତଲେଖା ଖରାପ ଥିଲେ ଆପଣ ଯେତେ ଭଲ ଲେଖିଲେ ବି ଯଦି କେହି ପଢି ପାରିବେ ନାହିଁ ତେବେ ଆପଣଙ୍କର ଲେଖିବାର କିଛି ମୂଲ୍ୟ ହିଁ ନାହିଁ । ଏହି ଝିଅର ହାତ ଲେଖା ଏତେ ସୁନ୍ଦର କି ଆପଣ ବି ତାହା ପ୍ରତି ଆକର୍ଷିତ ହୋଇଯିବେ ।

ଏହା ସହିତ ଆପଣ ବି କହିବେ ଏହା କେବେ ବି ହାତ ଲେଖା ହୋଇ ପାରିବ ନାହିଁ । କିନ୍ତୁ ଏହା ସତ୍ୟ ଅଟେ । ଏହା ସେହି ଝିଅର ନିଜର ହାତ ଲେଖା ଅଟେ । ଆପଣ ଏହି ଝିଅର ହାତ ଲେଖା ଦେଖିଲେ ଦ୍ଵନ୍ଦରେ ପଡିଯିବେ କି ଏହା ହାତ ଲେଖା ନା କମ୍ପ୍ୟୁଟର ଲେଖା ଅଟେ ।

ମିଳିଥିବା ରିପୋର୍ଟ ଅନୁସାରେ ନେପାଲର ଜଣେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀର ହାତ ଲେଖା ଏତେ ସୁନ୍ଦର କି ଆପଣ ନ ଦେଖିଲେ ଆପଣ ବିଶ୍ଵାସ କରିବେ ନାହିଁ କି ଏହା କୌଣସି ଅଷ୍ଟମ ଶ୍ରେଣୀ ଛାତ୍ରୀର ହାତଲେଖା ଅଟେ । କାରଣ ଏହି ହ୍ୟାଣ୍ଡରାଇଟିଙ୍ଗକୁ ଦେଖିଲେ ଲାଗିବ କି ଏହା କମ୍ପ୍ୟୁଟର ଦ୍ଵାରା ପ୍ରିଣ୍ଟ କରାଯାଇଛି । ସେହି ଛାତ୍ରୀ ଜଣକ ହେଉଛନ୍ତି ନେପାଲର ପ୍ରକୃତି ମଲ୍ଲା ଯିଏକି ନେପାଲର ସୋଇନିକ ମହା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଟନ୍ତି । ତାନକର ହାତଲେଖା ଏତେ ସୁନ୍ଦର କି ଯଦି ଆପଣ ଥରେ ଦେଖିବେ ତେବେ ଦେଖୁଥିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *