ଦୂରଦର୍ଶନ ପରେ ଏହି ଚେନେଲ ରେ ଆରମ୍ଭ ହୋଇଛି ରାମାୟଣ ପ୍ରସାରଣ

ଦୂରଦର୍ଶନ ରେ ନିଜ ପାରି ସଫଳତାପୂର୍ଣ ଖେଳିବା ପରେ ରମାନନ୍ଦ ସାଗର ବହୁତ ପ୍ରଚଳିତ ପୌରାଣିକ କଥା ରାମାୟଣ ପ୍ରସାରଣ ଦର୍ଶକମାନଙ୍କ ଦାବିକୁ ଧ୍ୟାନରେ ରଖି ସୋମବାର ଠାରୁ ଏହାକୁ ଷ୍ଟାର ପ୍ଲସ ରେ ଆରମ୍ଭ କରା ଯାଇଛି, ୧୯୮୭ରେ ଏହାକୁ ପ୍ରଥମ ଥର ପ୍ରସାରିତ କରା ଯାଇଥିଲା ଏବଂ ବର୍ତମାନ ଏହି କାର୍ଯ୍ୟକ୍ରମ ସର୍ବାଧିକ ମନୋରଞ୍ଜନ ଶୋ ଅଟେ, ଗତ ସପ୍ତାହ ଗୁରୁବାର ଦିନ ଦୂରଦର୍ଶନ ଆଧିକାରିକ ଟ୍ବିଟର କରା ଯାଇଥିଲା, ଯାହା ଅନୁଯାଇ, “ୱୋର୍ଲ୍ଡ ରିକୋର୍ଡ, ଦୂରଦର୍ଶନ ରେ ପୁନଃ ପ୍ରସାରିତ ରାମାୟଣ ଭ୍ୟୁଅରଶିପ ସବୁ ରିକୋର୍ଡ ଭାଙ୍ଗି ଦେଇଛନ୍ତି ।

୧୬ ଏପ୍ରିଲକୁ ୭.୭ କୋଟି ଦର୍ଶକ ସହ ଦୁନିଆ ସାରା ଦେଖା ଯାଉଥିବା ସବୁଠାରୁ ଅଧିକ ମନୋରଞ୍ଜକ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଲକ୍ଷ୍ମଣ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରି ଏହାକୁ ଷ୍ଟାର ପ୍ଲସ ରେ ଆଉଥରେ ଦେଖେଇବା ଖବର ପାଇଁ ଅତ୍ୟନ୍ତ ଖୁସି ଅଛନ୍ତି, ସେ ଏହା ମଧ୍ୟ କହିଛନ୍ତି, ରାମାୟଣକୁ ସବୁ ବର୍ଗ ଆୟୁ ଲୋକ ଏହାର ପ୍ରଶଂସା କରିଛନ୍ତି, କାର୍ଯ୍ୟକ୍ରମ ନିଜ କଥା ଅନୁଯାଇ ସବୁ ଲୋକଙ୍କୁ ସମାନ ରୂପରେ ମନୋରଞ୍ଜନ କରୁଛନ୍ତି, ଏବଂ ଏହା ଦ୍ଵାରା ପ୍ରାପ୍ତ ସବୁ ପ୍ରକାର ଶିକ୍ଷା ଟେଲିଭିଜନ ରେ ଦେଖା ଯାଉଥିବା ବହୁତ ଭଲ କାର୍ଯ୍ୟକ୍ରମ ଠାରୁ ଗୋଟେ ଅଟେ, ତେବେ ସମସ୍ତଙ୍କୁ ରାମାୟଣ ଠାରୁ ଶିକ୍ଷା ପ୍ରାପ୍ତ କରିବା ଉଚିତ ।

ଏହା ଆମ ସମସ୍ତଙ୍କ ପାଇଁ ଖୁସି ସମୟ ଅଟେ, ଏହି କାର୍ଯ୍ୟକ୍ରମକୁ ପୁନଃ ପ୍ରସାରିତ କରା ଯାଇଛି । ତେବେ ରାମାୟଣ ଏମିତିକା ପୌରାଣିକ କଥା ଯାହା ସମସ୍ତଙ୍କୁ କିଛି ଭଲ ଶିକ୍ଷା ଦେଇଥାଏ, ଛୋଟ ବଡ ସମସ୍ତଙ୍କ ପାଇଁ କିଛି ଶିକ୍ଷା ଲୁଚି ରହିଛି ଆପଣଙ୍କୁ ଏହା ଦ୍ଵାରା ଶିକ୍ଷା ପ୍ରାପ୍ତ କରିବା ଉଚିତ ସେଥିପାଇଁ ଷ୍ଟାର ପ୍ଲସ ଏହାକୁ ଆଉଥରେ ପ୍ରସାରିତ କରୁଛନ୍ତି ଏବଂ ଲୋକଙ୍କ ମନ ରଖିବା ପାଇଁ ଏହାକୁ ଆଉଥରେ ଆରମ୍ଭ କରା ଯାଉଛି । ତେବେ ଯଦି ଆପଣ ଏହାକୁ ଦୂରଦର୍ଶନରେ ଦେଖି ପରି ନାହାନ୍ତି ଏବେ ଆପଣ ଏହାକୁ ଷ୍ଟାରପ୍ଲସ ରେ ଦେଖି ପାରିବେ ।

ଏଥିରେ ଆପଣଙ୍କୁ ଅନେକ କଥା ଶିକ୍ଷା ମିଳି ପାରିବ । ଗୋଟେ ପରିବାର କେମିଟି ଯୋଡି ହି ରହିଥାଏ, ଭାଇ ଭାଇ ମଧ୍ୟରେ ସ୍ନେହ ଓ ପ୍ରେମ ଆଦି କଥା ଏଥିରେ ଦେଖିବାର ଅଛି । ଆଜିକା ସମୟରେ ଯେଉଁଠି ଭାଇ ଭାଇକୁ ପଚାରୁ ନାହାନ୍ତି ସେଇଠି ଏଥିରେ ଆପଣ ଦେଖିବେ କି ଭାଇ ମାନଙ୍କ ମଧ୍ୟରେ କେତେ ସ୍ନେହ ଅଛି ଓ କେତେ ତ୍ୟାଗ କରୁଛଣିତ ସେମାନେ ନିଜ ଭାଇ ମାନଙ୍କ ପାଇଁ ।

Leave a Reply

Your email address will not be published. Required fields are marked *