ଦ୍ୱିତୀୟ ବିବାହ କରିଥିବା ଓଡ଼ିଆ କଳାକାର- ନମ୍ବର 1 ଫଟୋ ଦେଖି ବିଶ୍ଵାସ ହେବନି

ଅଲିଉଡ ଇଣ୍ଡଷ୍ଟ୍ରିରେ କେତେ ହିରୋ ହିରୋଇନ ଆସିଲେ ଓ ଗଲେ ତେବେ ଆଜି ଆମେ ଆପଣଙ୍କୁ ଏମିତି ଅଭିନେତା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଥରେ ବିବାହ କଲା ପରେ ଅଲଗା ହୋଇ ଦୁତୀୟ ଥର ବିବାହ କରିଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋଡି ବିଷୟରେ କହିବାକୁ ଯାଉଛୁ ଯାହା ବର୍ତମାନ ନାହିଁ ଭାଙ୍ଗି ସାରିଛି । ତେବେ ଖୁସିରେ ନରହିଲେ ଅଲଗା ହୋଇଯିବା ଉଚିତ ବୋଲି ଆମେ ମନେ କରୁଛି କାହିଁକିନା ସମସ୍ତଙ୍କୁ ଖୁସିରେ ରହିବା ଅଧିକାର ହୋଇଥାଏ, ତେବେ ଆସନ୍ତୁ ଜାଣିବା ଏହି ଯୋଡ଼ିଙ୍କ ବିଷୟରେ ।

Image Courtesy: Google

୧. ସିଦ୍ଧାନ୍ତ ଓ ରଚନା :

ସିଦ୍ଧାନ୍ତ ଓ ରଚନାଙ୍କ ଯୋଡି ତାଙ୍କ ସମୟରେ ବହୁତ ପ୍ରସିଦ୍ଧ ଏବଂ ଲୋକ ପ୍ରିୟ ହୋଇଥିଲା ଦୁହିଙ୍କ ଯୋଡି ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ତାଙ୍କ ଦୁହିଙ୍କ ସବୁ ଚଳଚିତ୍ର ସେହି ସମୟରେ ସୁପର ଡୁପର ହିଟ ଯାଉଥିଲା । ତେବେ ଖବର ଅନୁଯାଇ ୨୦୦୨ରେ ସିଦ୍ଧାନ୍ତ ରଚନାଙ୍କୁ ବିବାହ କରିଥିଲେ ଓ ୨୦୦୩ରେ ତାଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ଯାହା କିଛି ବର୍ଷ ପରେ ସିଦ୍ଧାନ୍ତ ମାମୁନିଙ୍କୁ ବିବାହ କରିଥିଲେ ଓ ରଚନା କୋଲକତା ଯାଇ ସେଠିକା ଲୋକକୁ ବିବାହ କରିଥିଲେ ତେବେ ବର୍ତମାନ ଦୁହେଁ ଦୁହିଙ୍କ ପରିବାର ସହ ବହୁତ ଖୁସିରେ ଅଛନ୍ତି ।

Image Courtesy: Google

୨. ଅନୁ ଚୌଧୁରୀ :

ଅନୁ ଚୌଧୁରୀ ମା ଗୋଜ୍ବାୟାଣୀ ଫିଲ୍ମ ଠାରୁ ଚଳଚିତ୍ର ଦୁନିଆରେ ନିଜ ନା ରଖିଲେ, ଏହା ପରେ ଅନୁ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ନେଇଥିଲେ, ଦର୍ଶକ ମାନଙ୍କୁ ଅନୁଙ୍କ ଅଭିନୟ ବହୁତ ପସନ୍ଦ ଆସିଥିଲା, ତେବେ ଅନୁ ବହୁତ ବଡ ବଡ ହିରୋ ସହ କାମ କରିଥିଲେ, ଅନୁ ୨୦୦୬ରେ ବିବାହ କରିଥିଲେ ତେବେ ବିବାହ ପରେ ବହୁତ ଅସୁବିଧା ଆରମ୍ଭ ହେଲା ଓ ୨୦୧୨ରେ ସେ ଏହି ସମ୍ପର୍କ ଠାରୁ ମୁକ୍ତ ହୋଇଥିଲେ ଏହା ପରେ ଅନୁ କେବେ ବିବାହ କଲେ ନାହିଁ ।

Image Courtesy: Google

୩. ଚନ୍ଦନ ଓ ଶ୍ରୀଦେବୀ :

ଚନ୍ଦନ ଅଲିଉଡ ଦୁନିଆରେ ଅଧିକ ଚଳଚିତ୍ର କରି ନାହାନ୍ତି କିନ୍ତୁ ସେ ବହୁତ ଜଣା ଶୁଣା ଅଟନ୍ତି, ତାଙ୍କ ଅଭିନୟ ଲୋକଙ୍କୁ ବେସ ପସନ୍ଦ ଆସିନଥିଲା କିନ୍ତୁ ସେ କାମ କରିଥିଲେ ଏବଂ ବର୍ତମାନ ମଧ୍ୟ କ୍ୟାମେରା ଆଗରେ ନ ରହି କ୍ୟାମେରା ପଛରେ କାମ କରୁଛନ୍ତି । ଚନ୍ଦନ ଶ୍ରୀଦେବୀଙ୍କ ସହ ୨୦୧୧ରେ ବିବାହ କରିଥିଲେ ଓ ୨୦୧୫ରେ ତାଙ୍କ ବିବାହ ଭାଙ୍ଗି ଥିଲା ଖବର ଅନୁଯାଇ ଦୁହିଙ୍କୁ ବହୁତ ସମସ୍ଯା ଦେଖିବାକୁ ପଡିଲା ଏହା ପରେ ଚନ୍ଦନ ଦୁତୀୟ ବିବାହ କରିଥିଲେ । ଚନ୍ଦନଙ୍କୁ ପ୍ରଥମ ସ୍ତ୍ରୀ ଠାରୁ ଗୋଟେ ପୁଅ ମଧ୍ୟ ଅଛି, ତେବେ ଦୁହେଁ ଏକା ସହ ରହିବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଦୁହିଙ୍କ ବିଚାର ଧାରା ବହୁତ ଅଲଗା ଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *