ବନ୍ଧୁଗଣ ଆଜିର ସମୟରେ ସ୍ଵାମୀ ମାନେ ଦୁଇ ଦୁଇଟା ବାହା ହେଉଛନ୍ତି । ଆଉ ତା ପରେ ପରିସ୍ଥିତି ଯାହା ହେଉଛି ତାହା ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ଦୁଇ ଦୁଇଟା ସ୍ତ୍ରୀ ଙ୍କ ମଝିରେ ଫସି ଯାଉଛି ସ୍ଵାମୀ ଆଉ ନିଜର ଜୀବନ ବରବାତ କରି ଦେଉଛି । ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।
ଆଉ ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ । ସ୍ଵାମୀ କାହାର । ତୋର ନାଁ ମୋର, ଶଙ୍ଖା ସିନ୍ଦୁରରେ ବସିଲା ଭାଗ । ଛିଣ୍ଡୁନି ଭାଗ ନିର୍ଧୂମ ଛେ-ଚା ଖାଇଲେ ରଙ୍ଗିଲା ସ୍ଵାମୀ । ରଙ୍ଗିଲା ସ୍ଵାମୀକୁ ନେଇ ଟଣା ଓ-ଟ-ରା ଦୁଇ ସ୍ତ୍ରୀ । ରଙ୍ଗିଲା ସ୍ଵାମୀକୁ ନେଇ ବିଚ୍ ବଜାରରେ ହାଇଡ୍ରାମା ।
ହଁ ଦର୍ଶକ ବନ୍ଧୁ ଭଲ କରି ଦେଖନ୍ତୁ ଏ ଭିଡିଓଟିକୁ ସ୍ଵାମୀ କାହାର ନେଇ ଚାଲିଛି ଟଣା ଓ-ଟ-ରା । ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଚାଲିଛି ହାଇ ଡ୍ରାମା । ଏଭଳି ଦୃଶ୍ୟ ଦେଖି ଅଟକି ରହିଛନ୍ତି ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହ ଜିଲ୍ଲା ଡେରିଙ୍ଗି ବଜାର ନିକଟରେ । ନୂଆ ସିଙ୍ଗଡା ଗ୍ରାମର ଜଇନିକ ବ୍ୟକ୍ତି ତାଙ୍କର ଦ୍ଵିତୀୟ ସ୍ତ୍ରୀ ଙ୍କ ସହିତ ଯାଉ ଥିବା ସମୟରେ ଡେରିଙ୍ଗ ବଜାରରେ ତାଙ୍କ ପ୍ରଥମ ସ୍ତ୍ରୀ ଏହାକୁ ଦେଖିବା ପରେ ଆରମ୍ଭ ହୋଇ ଯାଇଥିଲା ମହାଭାରତ ।
ଦୀର୍ଘ ସମୟ ଧରି ସ୍ଵାମୀଙ୍କୁ ଧରି ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଚାଲି ଥିଲା ଟଣା ଘୋଷରା । ଆଉ ଏହି ଘଟଣା ଘଟିବା ପରେ ସଂପୂର୍ଣ୍ଣ ବଜାରରେ ଦୀର୍ଘ ସମୟ ଧରି ଗାଡି ମଟର ବନ୍ଦ ହୋଇ ଯାଇଥିଲା । ସ୍ଵାମୀ ନିଜର ଦୁଇ ସ୍ତ୍ରୀ ଙ୍କୁ ବୁଝାଇବା ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ । କିନ୍ତୁ କଣ ହେବ ବିଚାରା ସ୍ଵାମୀ ଦୁଇ ସ୍ତ୍ରୀ ଙ୍କ ମଝିରେ ଫସିଯାଇ ନି-ର୍ଘା-ତ ମା-ଡ ଖାଇଥିଲେ । ଆଉ ଗାଡି ଧରି ଚମ୍ପଟ ମାରିଥିଲେ ସ୍ଵାମୀ ।
ତେବେ ରାସ୍ତା ଉପରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବା-ଡି-ଆ ପି-ଟା ଲାଗି ରହିଥିଲା । କିଛି ସମୟ ପରେ ଡେରିଙ୍ଗି ବଜାରର କିଛି ଦୋକାନୀ ଏ ଦୁଇ ମହିଳାଙ୍କୁ ବୁଝା ସୁଝା କରି ଘଟଣାର ସମାଧାନ କରି ଥିଲେ । ଉଭୟ ସ୍ତ୍ରୀ ଙ୍କ ମଧ୍ୟରେ ନି-ର୍ଦ୍ଧୂ-ମ ଲ-ଢେ-ଇ ଚାଲି ଥିଲା ଯାହା ଆପଣ ମାନେ ଏ ଭିଡିଓରେ ଦେଖି ପାରୁଥିବେ ।
ଏହି ମହାଭାରତ ଯୁଦ୍ଧ ଏତେ ଜୋର ରେ ହୋଇଥିଲା ଯେ ଦୁଇ ମହିଳା ପରସ୍ପର ଉପରକୁ ଟେକା ଫୋପାଡିବା ସହ ବାଡା ବାଡି ହୋଇ ଯାଇଛନ୍ତି । ସ୍ଥାନୀୟ ଲୋକେ ଏଭଳି ଦୃଶ୍ୟ ଦେଖି ଅବାକ ହୋଇଗଲେ । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।