ଏବେ କଣ୍ଡୋମ ବଦଳରେ ମାର୍କେଟରେ ଆସିଲା ନୂଆ ଜେଲ- ଯାହା ଅଟକାଇବ ଗର୍ଭଧାରଣକୁ, ପୁରୁଷ ମାନଙ୍କୁ ଏଇଠି ଲଗାଇବାକୁ ପଡିବ ସେହି ଜେଲ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ଵାଗତ ଆମର ଏହି ଲେଖାକୁ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଏଭଳି ଖବର ଯାହା ଶୁଣି ଆପଣ ବହୁତ ଖୁସି ହେବେ । ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଏକ ସାଧାରଣ କଥା । କିନ୍ତୁ ଏହି ଶାରୀରିକ ସମ୍ପର୍କ ରଖିବା ଦ୍ଵାରା ମହିଳା ମାନେ ଗର୍ଭବତୀ ମଧ୍ୟ ହୋଇଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ଆଜିକାଲି ସମସ୍ତେ ବହୁତ ଶିକ୍ଷିତ ହେଲେଣି ସେଥିପାଇଁ ନିଜର ପାଇବାର ଛୋଟ ରଖିବାକୁ ଏମାନେ କଣ୍ଡୋମ ର ବ୍ଯବହର କରନ୍ତି ଯାହା ଦ୍ଵାରା କି ମହିଳା ମାନେ ଗର୍ଭ ଧାରଣ କରିବେ ନାହିଁ । କିନ୍ତୁ ଏହାର ଅଧିକ ବ୍ୟବହାର ସ୍ଵାମୀ ସ୍ତ୍ରୀ ଦୁହିଙ୍କ ପାଇଁ ଖ୍ଯାତି କର ଅଟେ ।

ତେବେ ବହରତର ଜନସଂଖ୍ୟା ବୃଦ୍ଧି କାରଣରୁ ସରକାର ମଧ୍ୟ ନିୟମ କରିଛି କି କେବଳ ଗୋଟେ ପିଲା କରିବା ପାଇଁ । ତେବେ ଏଭଳି କ୍ଷେତ୍ରରେ ଆର୍ଥିକ ସମସ୍ଯା ଥିବା ପରିବାରେ ମଧ୍ୟ ଲୋକେ ଗୋଟେ ପରେ ଦୁଇଟି ପିଲା ଚାହୁଁ ନାହାନ୍ତି । ସେଥିପାଇଁ ନାନା ପ୍ରକାର ଗର୍ଭ ନିରୋଧକ ପ୍ରାଡକ୍ଟ ବ୍ୟଭର କରୁଛନ୍ତି । କିଛି ଲୋକ ତ ନସବନ୍ଦି ମଧ୍ୟ କରି ନେଉଛନ୍ତି । ତେବେ ଏ ତିରେ ଅଧିକ ଖର୍ଚ ହୁଏ ଓ କଣ୍ଡୋମ ବ୍ୟବହାର ଶରୀର ପାଇଁ ଖାରପ ହୋଇଥାଏ ସେଥିପାଇଁ ଏବେ ବଜାର କୁ ଏକ ନୂଆ ଜେଲ ଆସିଛି ଯାହା କଣ୍ଡୋମ ର କାମ କରିବ । ଏହାକୁ ଲଗାଇବା ଦ୍ଵାରା ପୁରୁଷ ମାନଙ୍କର ସ୍ପର୍ମ ପ୍ରଡ୍କସନ କମ ହୋଇଥାଏ ।

ଏହା ପରୀକ୍ଷା ମଧ୍ୟ କରା ଯାଇ ସରିଲାଣି ।  ନ୍ୟାସନାଲ ହେଲତ୍ ତରଫରୁ ବାହାରିଛି ଏହି ଜେଲ ଯାହା ୫୦୦ ଜଣ ଦମ୍ପତିଙ୍କଉପରେ ପରୀକ୍ଷା କରାଯାଇଛି । ୩ ମାସଏହାର ଗବେଷଣା ପରେ ଦେଖିବାକୁ ମିଳିଛି ଏହା ଶାରୀରିକ ସମ୍ପର୍କ ରଖିବା ବେଳେ କଣ୍ଡୋମ ର ବିକଳ୍ପ ଅଟେ ।

ଏମିତି ବି କଣ୍ଡୋମ ବ୍ୟବହାର କରି ବି ଲୋକେ ଗର୍ଭଧାରଣ କରୁଛନ୍ତି । ତେବେ ଏହି ଜେଲ ଆଗକୁ ବହୁତ ବ୍ୟବହାର ହେବ । ସେହି ଜେଲ ର ନା ହେଉଛି Nestorone । ଏହାକୁ ପୁରୁଷ ମାନେ ନିଜ Upper arms ଏବଂ Shoulders ରେ ଲାଗିଲେ ଏହା ସ୍କିନ ଦ୍ଵାରା ଆପଣଙ୍କ ଶରୀରକୁ ଯାଇ ଆପଣଙ୍କର ସ୍ପର୍ମ ପ୍ରଡ୍କସନ କମ କରାଇବ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *