ଚାକରାଣୀ କରୁଥିଲା କିଛି ଏମିତି କାମ- ମାଲିକ ସନ୍ଦେହ କରି ଲଗେଇଲା CCTV , ଆ ତା ପରେ ଯାହା ଦେଖିଲା…

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଏକ ଏଭଳି ଘଟଣା ଘଟିଯାଉଛି ଯାହା ଶୁଣି ଆପଣ ମୁଣ୍ଡର ହାତ ଦେବେ । ଗୋଟେ ବ୍ୟକ୍ତି ତାର ଘରେ ଚାକରାଣୀ ଉପରେ ସବୁ ଦାୟିତ୍ଵ ଦେଇ ଯାଇଥାଏ  । କିନ୍ତୁ ସେହି ଚାକରାଣୀ ଏମିତି କିଛି କାମ କରୁଥିଲା ଯାହା ଉପରେ ମାଲିକର ସନ୍ଧେହ ହେବାକୁ ଲାଗିଲା । ସେଥିପାଇଁ ମାଲିକ ଘରେ CCTV ଲଗେଇଥିଲା । ତା ପରେ ଯାହା ହେଲା ସେ ବିଷୟରେ ଜାଣି ଆପଣ ମୁଣ୍ଡରେ ହାତ ଦେବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ବିଷୟରେ ।

ତେବେ ଏହି ଘଟଣା ହେଲା ରେଣୁକା ରେ ଗୋଟେ ଘରର । ଯେଉଁଠି ମାଲିକ ପ୍ରତେକ ଦିନ ଅଫିସ କୁ ଯିବା ପରେ ଚକାରାଣୀ ସେହି ଘରୁ କିଛି ନା କିଛି ଚୋରୀ କରି ନେଇଥାଏ । ଏମିତି କିଛି ଦିନ କରିବା ପରେ ମାଳିକର ସନ୍ଦେହ ହେଲା , କାହିଁକି ନା ସେ ବହୁତ ଥର ଏମିତି ଦେଖିଲେ କି କିଛି ଜିନିଷ ଖୋଜିବାରୁ ମିଳୁ ନାହିଁ, ପ୍ରଥମେ ସେ ଭାବିଲେ କୌଠି ରାଖୀ ଭୁଲି ଯାଇଥିବୀ ପରେ ମିଳି ଯିବ , କିନ୍ତୁ ଦିନକୁ ଦିନ ଏହା ବଢି ଚାଲିଲା’ ।

ଯାହା ଫଳରେ ମାଲିକ ର ସନ୍ଦେହ ହେଲା ଓ ସେ ଘରେ CCTV ଲଗେଇ ଦେଲେ । ଯେଉଁଥିରେ ସେ ସବୁ ଜାଣିପାରିଲେ । ସେ ଦେଖିବାକୁ ପାଇଲେ କି ତାଙ୍କ ଆସିବା ପରେ ସେହି ଚାକରାଣୀ ଏମିତି କରୁଛି ସେ ଘରର ଅନେକ ଜିନିଷ ଚୋରୀ କରି ନେଇଯାଉଛି । କେବଳ ସେତିକି ନୁହେଁ ସେ ନିଜର ପୁରସ ବନ୍ଧୁ ଙ୍କୁ ଡାକି ମାଲିକ ର ବେଡରୂମ ରେ ଅନ୍ୟିତିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛି । ଏବଂ ଘରର ଯତ୍ନ ମଧ୍ୟ ଠିକ ଭାବେ ନେଉଆ ନାହିଁ । ଏହା ପରେ ମାଲିକ ଜଣଙ୍କ ଚାକରାଣିକୁ ଧରି ନେଇ ପୋଲିସ ହାତରେ ଦେଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *