ଖୁବ ଶୀଘ୍ର ପେଟ୍ରୋଲ ଓ ଡିଜେଲ ପାଣି ଠାରୁ କମ ଦାମରେ ବିକ୍ରି ହେବ, କାହିଁକିନା ଦେଶର କେତେକ ତେଲ ଭଣ୍ଡାର ଫୁଲ ହୋଇ ଗଲେଣି, ଆଜି ଶନିବାର ଦିନ ୨୮ ମାର୍ଚ୍ଚ ୨୦୨୦ କୁ ପେଟ୍ରୋଲ ଓ ଡିଜଲ ରେଟରେ କୌଣସି ପରିବର୍ତ୍ତନ ହୋଇ ନାହିଁ, ଆଜି ପେଟ୍ରୋଲ ଦାମ ପ୍ରତି ଲିଟର ୬୮.୫୮ରେ ସ୍ଥିର ଅଟେ, ତେବେ ଡିଜଲ ଦାମ ୬୬.୭୦ ଟଙ୍କା ପ୍ରତି ଲିଟର ଅଟେ ।
ସରକାରୀ ତେଲ କମ୍ପାନୀ ପ୍ରତିଦିନ ସମୀକ୍ଷା କଲା ପରେ ପେଟ୍ରୋଲ ଓ ଡିଜେଲ ଦାମ ସୁନିଶ୍ଚିତ କରିଥାନ୍ତି, ଇଣ୍ଡିଅନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ଦୈନିକ ଆଧାର ରେ ୬ଟା ପରେ ପେଟ୍ରୋଲ ରେଟ ଓ ଡିଜଲ ରେ ସଂଶୋଷଧନ କରିଥାନ୍ତି ଓ ଏହା ପରେ ରେଟ ଜାରି କରା ଯାଇଥାଏ । ଦିଲ୍ଲୀ ରେ ଏବେ ଗୋଟେ ଲିଟର ପେଟ୍ରୋଲ ଦାମ ୬୯.୫୯ ଟଙ୍କା ଅଟେ, ଏବେ ଗୋଟେ ଲିଟର ଡିଜାଲ ଦାମ ୬୨.୨୯ ପ୍ରତି ଲିଟର ଅଟେ ।
କୋଲକାତା ରେ ଏବେ ଗୋଟେ ଲିଟର ପେଟ୍ରୋଲ ଦାମ ୭୨.୨୯ ଟଙ୍କା ଅଟେ, ତେବେ ଗୋଟେ ଲିଟର ଡିଜେଲ ଦାମ ୬୪.୬୨ ଟଙ୍କା ପ୍ରତି ଲିଟର ଅଟେ । ମୁମ୍ବାଇ ରେ ଗୋଟେ ଲିଟର ପେଟ୍ରୋଲ ଦାମ ୭୫.୩୦ ଟଙ୍କା ଅଟେ, ତେବେ ଗୋଟେ ଲିଟର ଡିଜଲ ଦାମ ୬୫.୨୧ ଟଙ୍କା ଅଟେ । ଚେନେଇ ରେ ଗୋଟେ ଲିଟର ପେଟ୍ରୋଲ ଦାମ ୭୨.୨୮ ଟଙ୍କା ଅଟେ, ତେବେ ଗୋଟେ ଲିଟର ଡିଜଲ ଦାମ ୬୫.୭୧ ଟଙ୍କା ଅଟେ । ତେବେ ସରକାର ଏହାର ନିଷ୍ପତ୍ତି ସବୁ ଅଏଲ ରିଫାଇନରୀ ନିରୀକ୍ଷଣ କଲା ପରେ କରିବେ । ହୁଏତ ଏହି ଲକ୍ ଡାଉନ୍ ପରେ ତେଲର ଦାମରେ ପରିବର୍ତ୍ତନ ଆସିବ ।