ଏଡିକି ଏଡିକି ପିଲା ଏଠି ପ୍ରେଗନାଣ୍ଟ.. ବଡ଼ ବଡ଼ ଲୋକ ତାଙ୍କ ପଛରେ ଅଛନ୍ତି.. ଏହି ମହିଳା ଜଣଙ୍କ ଯାହା କହୁଛନ୍ତି ଶୁଣି ଆପଣଙ୍କ ମୁଣ୍ଡ ବି ଘୁରିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିକାଲି ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇ ଗଲାଣି ଯାହାର ସାଧାରଣ ଲୋକ ମାନେ ଅପବ୍ୟବହାର କରିବାରେ ଲାଗିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ସଦୁପୋଯୋଗ ମଧ୍ୟ କିଛି ମାତ୍ରା ରେ ଲୋକେ କରୁଛନ୍ତି । ଆଜିର ସମାଜ ରେ ଅପରାଧର ସୀମା ଏତେ ବଢି ଗଲାଣି ଯାହାକୁ ରୋକିବା ପାଇଁ କେହି କିଛି କରୁ ନାହାନ୍ତି । କାରଣ ସେମାନଙ୍କ ହାତରେ ବଡ ବଡ ଲୋକଙ୍କର ସମ୍ପର୍କ ରହିଛି । ତେବେ ଏହି ସବୁ ଅପରଧର ଶିକାର ହେଉଛନ୍ତି ଛୋଟ ଶିଶୁ ମାନେ । ବର୍ତ୍ତମାନ ଏମିତି ଏକ ଘଟଣା ସାମନା କୁ ଆସିଛି ।

ତେବେ ଏହି ଘଟଣା ବାବଦରେ ଜଣେ ମହିଳା ଅଭିଯୋଗ କରି କହିଛନ୍ତି କି ଏଡିକି ଏଡିକି ପିଲା ଆଜିକାଲି ପ୍ରେଗନେଣ୍ଟ ହେଉଛନ୍ତି ସେମାନଙ୍କର । ଏ ସବୁ କଥା କେହି ଜାଣୁ ନାହାନ୍ତି । କେମିତି ବା ଜାଣିବେ ବଡ ବଡ ଲୋକ ପରା ତାଙ୍କ ହାତରେ ଅଛନ୍ତି ଆଉ ସେମାନେ ହେରା ଫେରି କରିଛନ୍ତି । ସେଥିପାଇଁ ତ ସେମାନେ ଏମିତି କାଣ୍ଡ କରୁଛନ୍ତି ।

ବର୍ତ୍ତମାନ ଇଂଷ୍ଟାଗ୍ରାମ ରେ କେ ବୁଲି ନାମକ ଝିଅ ଭିଡିଓ ଓ ଋଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । କେ ବୁଲି ର ଚରିତ୍ର ବହୁତ ଖରାପ କିନ୍ତୁ ସେ ତାର ଆଇଡି ଇଂଷ୍ଟାଗ୍ରାମ ରେ କେ ଜୁଲି ନାଁ ରେ ଖୋଲିଛି ବୋଲି ମହିଳା ଜଣକ କହୁଛନ୍ତି । ଆଗକୁ ଏହି ମହିଳା କହୁଛନ୍ତି କି କେ ବୁଲି ତାଙ୍କ ଭାଇ କୁ ମ୍ଯାସେଜ କରି ଲେଖିଛି ଯେ ଚୋର । କେ ବୁଲି ପରେ ଆଉ ଜେଣ ଯୁବତୀ ହେଉଛି କେ ଲକ୍ଷ୍ମୀ ।

ତାର ୩ଟି ଭଉଣୀ ଅଛି ଯାହାର ନାଁ ହେଉଛି କେ ସୁ, କେ ପାପା, କେ ବୁଲି ତା ଝିଅ ହେଉଛି କେ ଶିବାନୀ । ସେମାନଙ୍କର ଛୋଟ ଛୋଟ ପିଲା ପ୍ରେଗନେଣ୍ଟ ହେଉଛନ୍ତି ବୋଲି ମହିଳା ଅଭିଯୋଗ କରିଛନ୍ତି । ସେମାନଙ୍କର ବହୁତ ବଡ ବଡ ଲୋକଙ୍କ ସହ ସମ୍ପର୍କ ରହିଛି ଯାହା ପାଇଁ ସେମାନେ ଏମିତି ହେରାଫେରି କରୁଛନ୍ତି ବୋଲି ମହିଳା ଜଣକ ଦାବି କରିଛନ୍ତି ।

ଆହୁରି ମଧ୍ୟ ମହିଳା ଜଣକ କହିଛନ୍ତି କି ଆମର ଖଣ୍ଡେ ଶାଢୀ ଆମେ ମାସେ ପିନ୍ଧିବୁ ସେମାନେ କିନ୍ତୁ ଏମିତି ଶାଢୀ ପିନ୍ଧିବେ ନାହି । ସେମାନଙ୍କର କାରନାମା ବହୁତ ଅଧିକ ରହିଛି । ଆଗରେ ମଦ ବେପାର କରନ୍ତି କିନ୍ତୁ ଭିତରେ ଏମିତି କାରନାମା କରନ୍ତି ଯାହା କେହି ଜାଣି ପାରନ୍ତି ନାହି । ଆଉ ସେମାନେ ନିଜକୁ ଭଦ୍ର ଲୋକ ବୋଲି ସଫେଇ ଦେଉଛନ୍ତି ବୋଲି ମହିଳା ଜଣକ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ତେବେ ଇଂଷ୍ଟାଗ୍ରାମ ରେ କେ ବୁଲି ଓ ତାର ଭଉଣୀ ମାନେ ଛୋଟ ଛୋଟ ପିଲାଙ୍କୁ ପ୍ରେଗନେଣ୍ଟ କରାଉଛନ୍ତି ଆଉ ତାଙ୍କର ଭବିଷ୍ୟତ ବରବାତ କରୁଛନ୍ତି । ଏଥିପାଇଁ ବଡ ବଡ ଲୋକେ ତାଙ୍କୁ ସାହାଜ୍ଯ ମଧ୍ୟ କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *