୧୧ ବର୍ଷ ଝିଅ ୭୦ ବର୍ଷ ବୃଦ୍ଧ ସହ କଲେ ବିବାହ, କାରଣ ଜାଣି ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ- ଥରେ ନିଶ୍ଚୟ ପଢନ୍ତୁ

ଆପଣ ସାମାନ୍ୟ ଜୀବନ ରେ ଅଭିନେତ୍ରୀମାନଙ୍କୁ ନିଜ ଠାରୁ ଦୁଇ ଗୁଣ ଅଧିକ ବୟସ ଲୋକ ସହ ବିବାହ କରୁଥିବାର ଦେଖି ଥିବେ । କିନ୍ତୁ ଏହି ଅଭିନେତ୍ରୀମାନଙ୍କର କୌଣସି ଅସହାୟ ପରିସ୍ଥିତି ନଥାଏ ଯାହା କାରଣରୁ ସେ ନିଜ ଠାରୁ ଦୁଇ ଗୁଣ ଅଧିକ ବୟସ ଲୋକଙ୍କୁ ବିବାହ କରନ୍ତି ଅଭିନେତ୍ରୀମାନେ ନିଜ ଇଛା ରେ ଏହା ସବୁ କରନ୍ତି । କିନ୍ତୁ କେତେକ ଝିଅ ଏମିତି ମଧ୍ୟ ଅଛନ୍ତି ଯିଏ ନିଜ ପରିବାର ପାଇଁ ଅସହାୟ ହୋଇ ଏହି ପରି ଲୋକଙ୍କୁ ବିବାହ କରିବା ପାଇଁ ବାଧ୍ୟ ହୁଅନ୍ତି ।ଯିଏ ତାଙ୍କ ଠାରୁ ଦୁଇ ଗୁଣ ଅଧିକ ବୟସ ର ଅଟନ୍ତି । ତେବେ ସେହିଭଳି ଏକ ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ।

Image Courtesy: Google

ଏହି ଘଟଣା ଗୋଟେ ହିନ୍ଦୁସ୍ତାନୀ ଝିଅ ବା ଆମେ ଏହି ପରି କହି ପାରିବା ଯେ ଏହି କାହାଣୀ ଗୋଟେ ୧୧ବର୍ଷ ଝିଅ ର ଅଟେ । ଯିଏ ଅନଲାଇନ ଚାଟିଙ୍ଗ କରୁଥିଲେ, ଏହି ସମୟରେ ନାଇଜେରୀୟା ନିବାସୀ ଜଣେ ଅଚିହ୍ନା ଲୋକ ସହ ଝିଅ ବହୁତ ଚାଟିଙ୍ଗ କରୁଥିଲେ । କୁହା ଯାଉଛି ଯେ ଚ୍ୟାଟିଙ୍ଗ କରୁ କରୁ ସେ ଦୁହିଁଙ୍କ ମଧ୍ୟ ରେ ଭଲ ପାଇବା ଆରମ୍ଭ ହେଲା ।

Image Courtesy: Google

କିନ୍ତୁ ଦୁଃଖର କଥା ଏହା ହେଲା ଯେ ଝିଅଙ୍କୁ ଏହି ସମୟରେ ବହୁତ ଭୟଙ୍କର ରୋଗ ହେଇ ଗଲା । ରୋଗ ଏତେ ଭୟଙ୍କର ଥିଲା ଯେ ଝିଅ ର ବଞ୍ଚିବା ଚାନ୍ସ ବହୁତ କମ ରହି ଥିଲା । କହି ଦବାକୁ ଚାଉଞ୍ଚୁ ଯେ ଝିଅ ଅନ୍ତିମ ଇଛା ଥିଲା ଯେ ତା ବିବାହ ନାଇଜେରିଆ ଲୋକ ସହ ହଉ ଯାହାକୁ ସେ ଭଲ ପାଏ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଯେ ଲୋକ ବୟସ ୭୦ବର୍ଷ ଅଟେ, ତଥାପି ଝିଅ ଅନ୍ତିମ ଇଛା ପୂର୍ଣ ପାଇଁ ଏବଂ ଝିଅ ସହ ବିବାହ କରିବା ପାଇଁ ସେ ନାଇଜେରିଆ ଲୋକ ଭାରତ ଆସିଲେ ।

Image Courtesy: Google

ଭାରତ ଆସିଲା ପରେ ନାଇଜେରିଆ ଲୋକ ଏବଂ ଝିଅ ମିଶି ଝିଅ ମାଁ ବାପାକୁ ସମ୍ପୂର୍ଣ କାହାଣୀ କହିଲେ ଓ ଝିଅ ଭୟଙ୍କର ରୋଗ ବିଷୟରେ ମଧ୍ୟ ଜଣାଇଲେ । ଏହି ନାଇଜେରିଆ ଲୋକ ପ୍ରଥମ ସ୍ତ୍ରୀ ୬୦ବର୍ଷ ର ଅଛନ୍ତି ଓ ସେ ଏହି ବିବାହ ପାଇଁ ନିଜ ସ୍ବୀକୃତି ଦେଇ ଛନ୍ତି । ଝିଅ ଅନ୍ତିମ ଇଛା ଜାଣି ଝିଅ ମାଁ ବାପା ଝିଅ ବିବାହ ସେ ଲୋକ ସହ ବହୁତ ଧୂମ ଧାମ ରେ କରାଇଲେ, ବିବାହ ପାଇଁ ଝିଅ ବହୁତ ଖୁସି ଥିଲେ କିନ୍ତୁ ଏହା ପରେ ଯାହା ହେଲା ତା ଶୁଣି ଆପଣଙ୍କ ମନ ମଧ୍ୟ ଦୁଖିତ ହୋଇ ଯିବ । ବିବାହ ଗୋଟେ ଦିନ ଯାଇ ନଥିଲା ଝିଅର ଦେହାନ୍ତ ହୋଇ ଗଲା, ସମସ୍ତେ ଏହି କଥା ପାଇଁ ଦୁଃଖିତ କିନ୍ତୁ ସମସ୍ତଙ୍କ ମନ ରେ ସନ୍ତୁଷ୍ଟି ଅଛି କାହିଁକିନା ଝିଅ ଅନ୍ତିମ ଇଛା ପୂର୍ଣ ହୋଇ ଯାଇ ଥିଲା । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *