ଏହା ହେଉଛି ଦୁନିଆର ସବୁଠାରୁ ଶୁଭ ସ୍ଵପ୍ନ । ଯଦି ଏହି ସ୍ଵପ୍ନ ଦେଖିଛନ୍ତି ତେବେ କାହାକୁ କୁହନ୍ତି ନାହିଁ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ରାତିରେ କିଛି ନା କିଛି ସ୍ଵପ୍ନ ଦେଖିଥାନ୍ତି । ଅଲଗା ଅଲଗା ସ୍ଵପ୍ନ ଦେଖିଥାନ୍ତି ଓ ଅଲଗା ଜିନିଷ ମଧ୍ୟ ଦେଖିଥାନ୍ତି । ଏମିତି କିଛି ସ୍ଵପ୍ନ ଦେଖାଯାଏ ଯାହାର ମହତ୍ଵ ଜୀବନରେ ନ ଥାଏ । କିନ୍ତୁ ସ୍ଵପ୍ନ ବେଳେବେଳେ ସତ ହୋଇଯାଏ । ସ୍ଵପ୍ନ ମାଧ୍ୟମରେ ଆମ ଜୀବନରେ ଅନେକ ପ୍ରକାରର ସଂକେତ ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ କେଉଁ କେଉଁ କେଉଁ ସ୍ଵପ୍ନ ଦେଖିଲେ କେଉଁ ଫଳ ମିଳିଥାଏ ।

ପଶୁପକ୍ଷୀ, ପରିଜନ, ସାଙ୍ଗସାଥି, ବିବାହ, ମୃତ୍ୟୁ, ଦୁର୍ଘଟଣା, ଗଛପତ୍ର, ଭଗବାନଙ୍କ ସ୍ଵପ୍ନ ଦେଖୁଛନ୍ତି ଏହାର ଅର୍ଥ କଣ ହୋଇଥାଏ । 1- ସ୍ଵପ୍ନରେ ଛୋଟ ଛୁଆଙ୍କୁ କୋଳରେ  ଧରିବାର ଦେଖିଲେ ଏହାର ଅର୍ଥ ଜୀବନରେ ଶୁଭ ସମୟ ଆସିବାକୁ ଯାଉଛି ।

2- ସ୍ଵପ୍ନରେ ପାରା ଦେଖିଲେ ଆପଣଙ୍କୁ ଭୟଙ୍କର ରୁ ଭୟଙ୍କର ରୋଗରୁ ଉକ୍ତି ମିଳିବାକୁ ଯାଉଛି ।

3- ଯଦି ସ୍ଵପ୍ନରେ ନିଜ ଭାଇଙ୍କୁ ଦେଖୁଛନ୍ତି ତେବେ ଏହି ସ୍ଵପ୍ନ ସଂକେତ ଦେଇଥାଏ କି ଆପଣଙ୍କ ଜୀବନରେ ନୂଆ ବନ୍ଧୁ ଆସିବାକୁ ଯାଉଛି ।

4- ଅନେକ ସ୍ଵପ୍ନରେ ନିଜକୁ ସ୍ଵପ୍ନରେ ମୃତ୍ୟୁ ହେବାର ଦେଖିଲେ ଆପଣଙ୍କ ଜୀବନରେ ଖରାପ ଗୁଣକୁ ଛାଡି ଓ ରୋଗରୁ ମୁକ୍ତି ପାଇ ଆଗକୁ ବଢିବେ ।

5- ଯଦି ଆପଣ ସ୍ଵପ୍ନରେ ମସାଣି ରେ ଶବ ଦେଖୁଛନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଜୀବନରେ ଉନ୍ନତି ହୋଇଥାଏ ।

6- ଯଦି ଆପଣ ସ୍ଵପ୍ନରେ ତ୍ରିଶୂଳ ଦେଖୁଛନ୍ତି ତେବେ ଆପଣ ଶତ୍ରୁ ଙ୍କ ଠାରୁ ମୁକ୍ତି ପାଇ ସାରିଛନ୍ତି ବୋଲି ସଂକେତ ହୋଇଥାଏ ।

7- ସ୍ଵପ୍ନ ରେ ନିଜର ପରିଜନ ବା ବନ୍ଧୁ ବାନ୍ଧବ ଙ୍କୁ ଦେଖିଲେ ଏହାର ଅର୍ଥ ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଛି ।

8- ରାତିରେ ମନ୍ଦିର ସ୍ଵପ୍ନ ଦେଖିଲେ ଏହାର ଅର୍ଥ ଆପଣଙ୍କର ଧାର୍ମିକ କାର୍ଯ୍ୟ ବୃଦ୍ଧି ହେବ ।

9- ସ୍ଵପ୍ନରେ ଫକିର ବାବାଙ୍କୁ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ସ୍ଵପ୍ନରେ ଘର ଜଳିବାର ଦେଖନ୍ତି ତେବେ ଶୁଭ ସମୟର ସଂକେତ ଦେଇଥାଏ ।

10- ଯଦି ସ୍ଵପ୍ନରେ ଅଜଗର ସାପ ଦେଖୁଛନ୍ତି ତେବେ ବ୍ୟବସାୟରେ କ୍ଷତି ହେବାର ସଂକେତ ମିଳିଥାଏ । ସ୍ଵପ୍ନରେ କାଉ ଦେଖିଲେ ଖରାପ ସୂଚନା ମିଳିବାର ସଂକେତ ଦେଇଥାଏ ।

12- ସ୍ଵପ୍ନରେ ଝିଟିପିଟି ଦେଖିଲେ ଆପଣ ସତର୍କ ହୋଇ ରୁହନ୍ତୁ । କାରଣ ଏହା ସଙ୍କେତ ଦେଇଥାଏ କି ଆପଣଙ୍କ ଘରେ ବହୁତ ଜଲ୍ଦି ଚୋରୀ ହେବାକୁ ଯାଉଛି ।

13- ଯଦି ସ୍ଵପ୍ନରେ ନିଜକୁ ରାସ୍ତା ରେ ବା ଅନ୍ୟ କେଉଁଠି ପଡିବାର ଦେଖନ୍ତି ତେବେ ଜୀବନରେ ଆସିବାକୁ ଥିବା ସଙ୍କଟ ପାଇଁ ସଂକେତ ଦେଇଥାଏ ।

14- ସ୍ଵପ୍ନ ରେ ଯଦି ନିଜକୁ ପଡିବା ଓ ପଡିକି ଉଠିବାର ଦେଖନ୍ତି ତେବେ ଆଗକୁ ଜୀବନରେ ଅଧିକ ପ୍ରଗତି କରିବେ ।

15- ସ୍ଵପ୍ନ ରେ କାହାର ଶେଷ ଯାତ୍ରା ଦେଖିବା ଖରାପ କାମ ବହୁତ ଜଲ୍ଦି ଠିକ ହେବାର ସଂକେତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *