ଆପଣ ଯାହାଙ୍କ ମନର ଫିଲିଙ୍ଗ୍ସ ଜାଣିବାକୁ ଚାହୁଁଛନ୍ତି ତାଙ୍କ ନାମର ପ୍ରଥମ ଅକ୍ଷର ବାଛନ୍ତୁ-LOVE QUIZ

ବନ୍ଧୁଗଣ ଆପଣ ଯାହାଙ୍କର ମନର ଅନୁଭୂତି କୁ ଜାଣିବାକୁ ଚାହୁଁଛନ୍ତି ପ୍ରଥମେ ତାଙ୍କ ନାମର ପ୍ରଥମ ଅକ୍ଷର କୁ ବାଛନ୍ତୁ । ତାପରେ ଜାଣନ୍ତୁ ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ଅନୁଭବ ରହିଛି । ଯଦି ଆପଣଙ୍କ ଲଭରଙ୍କ ନାମ A ରୁ ଆରମ୍ଭ ତେବେ ତାଙ୍କ ପ୍ରେମ ଆପଣଙ୍କ ପାଇଁ ସଚ୍ଚା ଅଛି ।

ଆପଣଙ୍କ ଲଭରଙ୍କ ନାଁ Bରୁ ଆରମ୍ଭ ହୋଇଥିଲେ ସେ ପ୍ରତେକ ସମୟରେ ଆପଣଙ୍କ କଥା ଭାବୁଛନ୍ତି ।

ଆପଣଙ୍କ ଲଭରଙ୍କ ନାଁ Zରୁ ଆରମ୍ଭ ହୋଇଥିଲେ ସେ ଆପଣଙ୍କ ବେସୀ ପସନ୍ଦ କରୁ ନାହାନ୍ତି ।

ଆପଣଙ୍କ ଲଭରଙ୍କ ନାମର ପ୍ରଥମ ଅକ୍ଷର Y ହୋଇଥିଲେ ସେ ଆପଣଙ୍କୁ କେବେ ବି ହର୍ଟ କରିବେନି ।

ଆପଣଙ୍କ ଲଭର ନାମର ପ୍ରଥମ ଅକ୍ଷର D ହୋଇଥିଲେ ସେ ଆପଣଙ୍କୁ ଦେଖା କରିବାକୁ ଅପେକ୍ଷା କରିଛନ୍ତି ।

ଆପଣଙ୍କ ଲଭରଙ୍କ ନାଁ E ରୁ ଆରମ୍ଭ ହୋଇଥାଏ ତାଙ୍କ ଠାରେ ଭଲ ପାଇବା ସହ ଗର୍ବ ମଧ୍ୟ ଅଛି ।

ନାଁ W ରୁ ଆରମ୍ଭ ହେଉଥିଲେ ସେ ଆପଣଙ୍କୁ ନିଜର ବନ୍ଧୁ ମାନୁଛନ୍ତି ।

ନାଁ ର ପ୍ରଥମ ଅକ୍ଷର X ହୋଇଥିଲେ ସେ ନିଜର ପ୍ରେମକୁ ନେଇ ସିରିଏସ ନୁହନ୍ତି ।

F ଅକ୍ଷରରୁ ଆରମ୍ଭ ହୋଇଥିଲେ ଆପଣ ତାଙ୍କ ପାଇଁ ତାଙ୍କର ଜୀବନ ଅଟନ୍ତି ।

G ଲେଟରରୁ ଆପଣଙ୍କ ଲଭରଙ୍କ ନାଁ ଆରମ୍ଭ ହୋଇଥିଲେ ସେ ଆପଣଙ୍କୁ ପ୍ରେମ କରୁଛନ୍ତି ହେଲେ ମ୍ୟାରେଜ ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ କରିବେ ।

ଆପଣଙ୍କ ଲଭରଙ୍କ ନାଁ U ର ଆରମ୍ଭ ହୋଇଥିଲେ ସେ ଆପଣଙ୍କ ସହ ଟାଇମ ପାସ କରୁଛନ୍ତି ।

ଆପଣଙ୍କ ଲଭରଙ୍କ ନାଁ V ରୁ ଆରମ୍ଭ ହୋଇଥିଲେ ସେ ଆପଣଙ୍କୁ ତାଙ୍କର ଲାଇଫ ଲାଇନ ମାନୁଛନ୍ତି ।

H ଅକ୍ଷରରୁ ଆରମ୍ଭ ହେଉଥିଲେ ଆପଣଙ୍କ ଲଭର ଆପଣଙ୍କ ପାଇଁ କିଛି ବି କରିପାରନ୍ତି ।

I ଅକ୍ଷରରୁ ଆପଣଙ୍କ ଲଭରଙ୍କ ନାଁ ଆରମ୍ଭ ହେଉଥିଲେ ସେ ଆପଣଙ୍କୁ ହୃଦୟରୁ ଚାହୁଁ ନାହାନ୍ତି ।

J ଲେଟରରୁ ଆରମ୍ଭ ହେଉଥିଲେ ସେ ସଂପର୍କକୁ ନେଇ ବହୁତ ସିରିଏସ ଅଛନ୍ତି ।

K ଅକ୍ଷରରୁ ଆରମ୍ଭ ହେଉଥିଲେ ସେ ଆପଣଙ୍କୁ ପାଇ ନିଜକୁ ଲକି ମନେ କରୁଛନ୍ତି ।

ଲଭରଙ୍କ ନାଁ L ରୁ ଆରମ୍ଭ ହେଉଥିଲେ ସେ ପ୍ରତେକ ସମୟରେ ଆପଣଙ୍କ କଥା ଭାବୁଛନ୍ତି ।

ନାମର ପ୍ରଥମ ଅକ୍ଷର M ହୋଇଥିଲେ ସେ ଆପଣଙ୍କୁ କେବେବି ହରାଇବାକୁ ଚାହୁଁ ନାହାନ୍ତି ।

N ଅକ୍ଷରରୁ ଆରମ୍ଭ ହୋଇଥିଲେ ଆପଣଙ୍କ ସ୍ମୃତିରେ ହଜି ରହୁଛନ୍ତି ।

ଲଭରଙ୍କ ନାଁ Oରୁ ଆରମ୍ଭ ହୋଇଥିଲେ ସେ ଆଉ କାହାକୁ ପସନ୍ଦ କରୁଛନ୍ତି ।

P ଅକ୍ଷରରୁ ଆରମ୍ଭ ହେଉଥିଲେ ସେ ଆପଣଙ୍କ ସହ କୁଆଡେ ଯିବାକୁ ଚାହୁଁଛନ୍ତି ।

Q ଅକ୍ଷରରୁ ଆରମ୍ଭ ହେଉଥିଲେ ତାଙ୍କ ମନରେ ଆପଣଙ୍କୁ ନେଇ ଫିଲିଙ୍ଗ୍ସ ନାହିଁ ।

R ଅକ୍ଷରରୁ ଆରମ୍ଭ ହେଉଥିଲେ ସେ ଆପଣଙ୍କୁ କେବେବି ଧୋକା ଦେବେନି ।

S ଅକ୍ଷରରୁ ଆରମ୍ଭ ହେଉଥିଲେ ସବୁଠୁ ଅଧିକ ସେ ଆପଣଙ୍କୁ ଭଲ ପାଇଥାନ୍ତି ।

T ଅକ୍ଷରରୁ ଆରମ୍ଭ ହେଉଥିଲେ ସେ ଆପଣଙ୍କ ବିନା ରହିପାରିବେନି ।

ବନ୍ଧୁଗଣ ଆପଣଙ୍କ ଲଭରଙ୍କ ପ୍ରଥମ ଅକ୍ଷର କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *