ଏମିତି କେଉଁ ଜିନିଷ ଅଛି ଯାହା ଶୁଖିଲା ଥିଲେ ୨ କିଲୋ, ଓଦା ଥିଲେ ୧ କିଲୋ, ଜଳିଗଲେ ୩ କିଲୋ ?

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ଆପଣ ମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ । ଯଦି ଆପଣ ଏହାର ଉତ୍ତର ଜାଣନ୍ତି ତେବେ କମେଣ୍ଟ ମାଧ୍ୟମରେ ଆମକୁ ଜଣାଇ ପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିକା ର ପ୍ରଶ୍ନ ଉତ୍ତର ପ୍ରତିଯୋଗୀତା ।

୧- ଦୁନିଆରେ ସବୁଠୁ ଅଧିକ ମୃତ୍ୟୁବରଣ କରୁଥିବା ଜୀବ ର ନାଁ କଣ ?

ଉତ୍ତର- କୁକୁଡା ।

୨- କେଉଁ ଦେଶର ଲୋକ କୁକୁର ପାଳିପାରିବେନି ?

ଉତ୍ତର- ଆଇସଲ୍ୟାଣ୍ଡ ।

୩- ଏମିତି କେଉଁ ଜୀବ ଅଛି ଯାହାର ଆଖି ନାହିଁ ?

ଉତ୍ତର- କଇଁଛ ।

୪- କେଉଁ ଦେଶର ଗାଳି କରିଲେ ୫ ବର୍ଷ ଦଣ୍ଡ ମିଳିଥାଏ ?

ଉତ୍ତର- କ୍ୟୁବା ।

୫- ଭାରତର କେଉଁ ରାଜ୍ୟର ଭାଷା ଇଂରାଜୀ ଅଟେ ?

ଉତ୍ତର- ନାଗାଲ୍ୟାଣ୍ଡ ।

୬- ଗୁଡି ଉଡାଇବାର କଳା ସର୍ବ ପ୍ରଥମ କେଉଁ ଦେଶରେ ବିକଶିତ ହୋଇଥିଲା ?

ଉତ୍ତର- ଚୀନ ।

୭- ପ୍ରଥମ ଥର ଶରୀରର କେଉଁ ଅଙ୍ଗର ଏକ୍ସରେ ବାହାର କରାଯାଇଥିଲା ?

ଉତ୍ତର- ହାତ ର ।

୮- ପ୍ରଥମ ଥର IPS ପରୀକ୍ଷା କେବେ ହୋଇଥିଲା ?

ଉତ୍ତର- ୧୯୨୬ ।

୯- ଭାରତରେ ପ୍ରଥମେ ମେଟ୍ରୋ କେଉଁ ସହର ରେ ଚାଲିଥିଲା ?

ଉତ୍ତର- କୋଲକାତା ।

୧୦- ରାନୀ ଲକ୍ଷ୍ମୀ ବାଇ ଙ୍କ ଜନ୍ମ କେଉଁ ଠାରେ ହୋଇଥିଲା ?

ଉତ୍ତର- ଉତ୍ତର ପ୍ରଦେଶ ।

୧୧- ଚାନ୍ଦ ରେ 4G ନେଟୱାର୍କ କେଉଁ କମ୍ପାନୀ ଉପଲବ୍ଧ କରାଇଥିଲା ?

ଉତ୍ତର- ଭୋଡାଫୋନ ।

୧୨- ଦୁନିଆରେ ସବୁଠୁ ଅଧିକ କେଉଁ ଜୀବ ଅଛନ୍ତି ?

ଉତ୍ତର- ଅଜଗର ।

୧୩- କଙ୍ଗାରୁ କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଭାବେ ମାନାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

୧୪- ଭାରତର ସବୁଠୁ ଉଚ୍ଚ ଟିଭି ଟାୱାର କେଉଁ ସହରରେ ଅବସ୍ଥିତ ଅଟେ ?

ଉତ୍ତର- ଦିଲ୍ଲୀ ।

୧୫- ଲିଡ଼ ଅଫ କଙ୍ଗାରୁ କେଉଁ ଦେଶକୁ କୁହାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

୧୬- ଦୁନିଆର ସବୁଠୁ ଶୁଦ୍ଧ ପାଣି କେଉଁ ଦେଶରେ ହୋଇଥାଏ ?

ଉତ୍ତର- ସ୍ବୀଜରଲ୍ୟାଣ୍ଡ ।

୧୭- ଅଫିମ ର ସର୍ବାଧିକ ଉତ୍ପାଦନ କେଉଁ ଦେଶ କରିଥାଏ ?

ଉତ୍ତର- ଆଫଗାନିସ୍ତାନ ।

୧୮- ମନରେଗା ଯୋଜନା କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ୨୦୦୬ ରେ ।

୧୯- ରାଷ୍ଟ୍ରୀୟ ବିଜ୍ଞାନ ଦିବସ କେବେ ପାଳନ କରାଯାଏ ?

ଉତ୍ତର- ଫେବ୍ରୁଆରି ୨୮ ରେ ।

୨୦- ଦୀପ ଆମେ କେଉଁ ପର୍ବ ରେ ଜଳାଇ ଥାଉ ?

ଉତ୍ତର- ଦୀପାବଳି ।

୨୧- ଭାରତର ହୃଦୟ କାହାକୁ କୁହାଯାଏ ?

ଉତ୍ତର- ଦିଲ୍ଲୀ ।

୨୨- ଏମିତି କେଉଁ ଜିନିଷ ଅଛି ଯାହା ଶୁଖିଲା ଥିଲେ ୨ କିଲୋ, ଓଦା ଥିଲେ ୧ କିଲୋ, ଜାଲିଗଲେ ୩ କିଲୋ ?

ଉତ୍ତର- ସଲଫର ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *