ଏହାକୁ ଖାଇବା ଦ୍ଵାରା 60 ବର୍ଷ ପର୍ଯ୍ୟନ୍ତ ହେବନାହିଁ କିଛିବି ରୋଗ, କେବଳ ସବୁଦିନ ସକାଳୁ ଖାଆନ୍ତୁ ଏହି ଗୋଟିଏ ଜିନଷ

ଆଜି ର ସମୟରେ ସମସ୍ତେ ନିଜର ଜୀବନରେ ବ୍ୟସ୍ତ ଅଛନ୍ତି । ଏହି କାରଣରୁ ସେ ନିଜର ଶରୀର ପ୍ରତି ଧ୍ୟାନ ଦେଉ ନାହାନ୍ତି ଏବଂ ଆଗକୁ କୌଣସି ରୋଗରେ ପଡୁଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ଏକ ସୁସ୍ଥ ଜୀବନ ପାଇଁ ସର୍ବ ପ୍ରଥମେ ଜରୁରୀ ଅଟେ ନିଜର ଖାଇବା ପିଇବା ପ୍ରତି ଧ୍ୟାନ ଦେବା ଦରକାର କିନ୍ତୁ ଆଜି କାହାରି ପାଖରେ ସମୟ ନାହିଁ ନିଜ ପ୍ରତି ଧ୍ୟାନ ଦେବା ପାଇଁ । ଅଁଳା ଗୁଣ ର ଖଜାନା ଅଟେ । ଅଁଳା ର ସବୁଠୁ ବେସୀ ବ୍ୟବହାର ଅଁଳା ର ମୁରବ୍ବା ତିଆରି କରିବାରେ ଲାଗେ ।

ଅଁଳା ଭିଟାମିନ C ରେ ଭରପୁର ଅଛି । ଏହା ଏକ ଏମିତି ଫଳ ଅଟେ ଯାହା ସବୁ ରୂପରେ ମନୁଷ୍ୟ ର ଲାଭଦାୟକ ଅଟେ । ଏହାର ବ୍ୟବହାର ଆପଣ ଶୁଖିଲା କିମ୍ବା କଞ୍ଚା ରେ ବି କରିପାରିବେ । ଏହା ଆଖି, ଚୁଟି ଏବଂ ତ୍ଵଚା ପାଇଁ ଲାଭଦାୟକ ଅଟେ । ଅଁଳା ର ବ୍ୟବହାର ପ୍ରାୟତଃ ଆଚାର, ମୁରବ୍ବା ଏବଂ ଚଟଣି ରୂପରେ କରାଯାଏ । ଅଁଳା ଏକ ଏମିତି ଫଳ ଅଟେ ଯାହା କୁ ଖରାରେ ଶୁଖେଇଲେ ମଧ୍ୟ ଏହାର ଗୁଣ ରେ କିଛି ଫରକ ଆସେ ନାହିଁ ।

ଏହି ଛୋଟୋ ଫଳ ବହୁତ ରୋଗ ରୁ ରକ୍ଷା କରିବାର ତାକତ ରଖେ । ଅଁଳା କୁ ପ୍ରାଚୀନ ଆୟୁର୍ୱେଦିକ ପ୍ରଣାଲୀ ରେ ବିଭିନ୍ନ ରୋଗର ଉପଚାର ପାଇଁ ପ୍ରାୟତଃ ପାଞ୍ଚ ହଜାର ବର୍ଷ ହବ ପ୍ରୟୋଗ କରାଯାଉଛି । ଏହାର ନିୟମିତ ସେବନ ହୁର୍ଦୟ ର ରୋଗ, ମଧୁମେହ, ବ୍ବାଶିର, ଅଲ୍ସର, ଦମା, ବ୍ରନ୍କାଇଟିସ ତଥା ଫୁସଫୁସ ର ରୋଗ ର ରାମବାଣ ର କାମ କରିଥାଏ ।

ଏତିକି ନୁହେଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯଦି ଆପଣ ଅଁଳା ମୁରବ୍ବା ର ସେବନ କରିବେ ତେବେ ଆପଣଙ୍କ ଶରୀର ପାଇଁ ଭଲ ହବ । ଯଦି ଆପଣ ସବୁଦିନ ଗୋଟେ କିମ୍ବା ଦିଟା ଅଁଳା ଖାଇବେ ତେବେ ଆପଣ କେବେ ରୋଗରେ ପଡିବେନି । ଏଥିରେ ଥିବା ଆଇରନ ଶରୀରରେ ହିମୋଗ୍ଲୋବିନ ର ମାତ୍ରା ବଢେଇଥାଏ । ଯଦି ଆପଣ ଭଲ ଚୁଟି ଚାହୁଁଛନ୍ତି ତେବେ ଅଁଳା ର ମୁରବ୍ବା କୁ ଗରମ ଦୁଧ ସହ ନିଅନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଲାଭଦାୟକ ହବ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *