ଏହି 15ଟି ଲକ୍ଷଣ ରୁ ଜାଣନ୍ତୁ ଭାଗ୍ୟଶାଳୀ ଝିଅ ମାନଙ୍କ ବିଷୟରେ । ଏଭଳି ଲକ୍ଷଣ ଥିବା ଝିଅମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କିଛି ଝିଅ ମାନେ ଏପରି ହୋଇଥାନ୍ତି ଯାହାଙ୍କ ଭାଗ୍ୟରେ ଶାଶୁଘରେ ଓ ବାପଘରେ ଧନର ବର୍ଷା ହୋଇଥାଏ । ଏପରି ଝିଅ ମାନେ ଯେଉଁଠି ବି ରହିଥାନ୍ତି ସେଠାରେ ସୁଖ, ସମୃଦ୍ଧି ଓ ବୈଭବ ବଢିବାକୁ ଲାଗିଥାଏ । ଏପରି ସୁଲକ୍ଷଣୀ ଝିଅ ମାନଙ୍କର ପରିଚୟ ସେମାନଙ୍କର ଶରୀରର ଅଙ୍ଗ ମାନଙ୍କର ଆକାର ଶୈଳୀ ଓ ରଙ୍ଗ ରୁ ଜଣା ପଡିଥାଏ । ଆଜି ଆମେ ଜାଣିବା ଏମିତି କିଛି ଲକ୍ଷଣ ଓ ଚିହ୍ନ ବିଷୟରେ ଯାହାକୁ ଆଧାର କରି ଜାଣି ହେବ ଭାଗ୍ୟଶାଳୀ ଝିଅ ମାନଙ୍କ ବିଷୟରେ ।

1- ଯେଉଁ ଝିଅ ମାନଙ୍କର କାନ ଟିକେ ନାଲି ହୋଇଥାଏ, ତଳ ଆଡକୁ ମୁନିଆ ଓ ଉପର ଆଡକୁ ଓସାରିଆ ଓ ମୋଟା ହୋଇଥାଏ ସେମାନେ ସୁଲକ୍ଷଣୀ ଯୁକ୍ତ ମହିଳା ହୋଇଥାନ୍ତି । ଏଭଳି ନାରୀ ଭାଗ୍ଯବାନ ହୋଇଥାନ୍ତି ।

2- ଯେଉଁ କନ୍ୟା ମାନଙ୍କର ପାଦ ର ଆଙ୍ଗୁଳି ଊଉପରକୁ ଉଠି କରି ଲଗା ଲାଗି ହୋଇଥାଏ ଓ ମୋଟା ହୋଇଥାଏ ସେମାନେ ସମୃଦ୍ଧିଶାଳୀ ହେବାର ଲକ୍ଷଣ ହୋଇଥାଏ ।

3- ଭାଗ୍ୟଶାଳୀ କନ୍ୟା ମାନଙ୍କର ହାତ ଲମ୍ବା ହୋଇଥାଏ ।

4- ଯେଉଁ କନ୍ୟା ମାନଙ୍କର ନାଭି ଗଭୀର ହୋଇଥାଏ ଏମାନେ ବହୁତ ଲକି ହୋଇଥାନ୍ତି ।

5- ଜନ୍ମ ରୁ ହିଁ ଭାଗ୍ୟଶାଳୀ ଝିଅ ମାନଙ୍କର ଆଖି ଧଳା ଭାଗ ଟି କ୍ଷୀର ପରି ଧଳା ହୋଇଥାଏ । ଏହା ସହ ନାଲି ରଙ୍ଗର ଆଖି ହୋଇଥାଏ ।

6- ଯେଉଁ ମହିଳା ମାନଙ୍କର ପାଦ ର ତଳ ଭାଗ ଟି ଚିକ୍କଣ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି । ଏହାର ବିପରୀତ ଯେଉଁ ନାରିଙ୍କର ପାଦ ର ଗୋଇଠି ଫାଟୁଥାଏ ସେମାନେ ସର୍ବଦା ଦୁଃଖ ରେ ଦିନ କାଟିଥାନ୍ତି ।

7- ଯେଉଁ ନାରୀ ମାନଙ୍କର କପାଳ ଉନ୍ନତ ଅର୍ଥାତ କପାଳ ଟି ଟିକେ ବାହାର ଆଡକୁ ରହିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ମହିଳା ଯେଉଁଠି ରହିଥାନ୍ତି ସେଠାରେ ଉନ୍ନତି କରିଥାନ୍ତି ।

8- ଯେଉଁ ନାରୀଙ୍କର ଆଇବ୍ରୋ ମଧ୍ୟରେ କଳାଜାଇ ଥାଏ ସେମାନେ ଶୁଭ ହୋଇଥାନ୍ତି । ଏଭଳି ନାରୀ ଭାଗ୍ୟଶାଳୀ ହୋଇଥାନ୍ତି । ଏଭଳି ନାରୀ ନିଜ ସ୍ବାମୀଙ୍କ ପାଇଁ ଭାଗ୍ଯବାନ ହୋଇଥାନ୍ତି ।

9- ଚିକ୍କଣ ଓ ନାଲି ଜିଭ ଥିବା ମହିଳା ମାନେ ସର୍ବଦା ସୌଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଯେଉଁ ଘରକୁଇ ଯାଇଥାନ୍ତି ସେଠିକାର ଉନ୍ନତି ହୋଇଥାଏ ।

10- ନାଭିର ଟିକେ ତଳକୁ କଳାଜାଇ ବା ଚିହ୍ନ ଥିଲେ ଭାଗ୍ୟଶାଳୀ ନାରିଙ୍କର ସଂକେତ ହୋଇଥାଏ ।

11- ଛୋଟ ବେକ ଥିବା କନ୍ୟା ମାନେ ପ୍ରାୟତଃ ଲକି ହୋଇଥାନ୍ତି ।

12- ଯେଉଁ କନ୍ୟାଙ୍କର ଓଠ ସର୍ବଦା ନାଲି ହୋଇଥାଏ ସେଠାରେ ମା ଲକ୍ଷ୍ମୀ ଙ୍କ ବାସ ହୋଇଥାଏ ।

13- ପାଦ ରେ ଫୁଲ, ଚକ୍ର, ଶଙ୍ଖ ଚିହ୍ନ ଥିବା କନ୍ୟା ମାନେ ଉଚ୍ଚ ଅଧିକାରୀଙ୍କର ସ୍ତ୍ରୀ ହେବାର ସଂକେତ ଦେଇଥାଏ ।

14- ସିଧା ଓ ଆଗକୁ ବଡ ହୋଇ ରହିଥିବା ନାକଟି ଆଇସ୍ଚାର୍ଜ୍ୟ ର ସଂକେତ ଦେଇଥାଏ ।

15- ଯେଉଁ ନାରିଙ୍କର ଗୋଇଠିରେ ସାପ ଆକାରର ଚିହ୍ନ ଥାଏ ସେମାନେ ଭାଗ୍ୟଶାଳୀ ଓ ଧନୀ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *