ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ଏହି ସବୁ ସଂକେତ… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଜୀବନରେ ଆସୁଥିବା ସମୟକୁ ନେଇ ତୁଳସୀ ଗଛ ମଣିଷକୁ କିଛି ସଂକେତ ଦେଇଥାନ୍ତି । ଯାହାକୁ ଅଣଦେଖା କରିବା ଉଚିତ ନୁହେଁ । ତୁଳସୀ ମାତା ଆଗକୁ ଆସୁଥିବା ସଙ୍କଟ ବିଷୟରେ ସୂଚନା ଦେଇଥାନ୍ତି । କିଛି ଅଶୁଭ ଓ ଶୁଭ ହେବା ପୁଇର୍ବୃ ତୁଳସୀ ଗଛ ବିଶେଷ ପ୍ରକାରର ସଂକେତ ଦେଇଥାନ୍ତି । ଭଗବାନ ବିଶୁଣୁ ଦେବୀ ବୃନ୍ଦାବତୀ ଙ୍କୁ ଏହି ବରଦାନ ଦେଇଥିଲେ କି ସମସ୍ତ ସଂସାରରେ ତାଙ୍କର ତୁଳସୀ ରୂପେ ପୂଜା କରାଯିବ ଏବଂ ବର୍ଷକୁ ଥରେ ତୁଳସୀ ଓ ଶାଳଗ୍ରାମ ଙ୍କ ବିବାହ କରାଯିବ ।

ଆଜି ଆମେ ଜାଣିବା ତୁଳସୀ ଭଲ ସମୟ ଆସିବା ପୂର୍ବରୁ କେଉଁ କେଉଁ ସଂକେତ ଦେଇଥାନ୍ତି । ତୁଳସୀ ଗଛକୁ ସର୍ବଦା ଭୂମି ଠାରୁ ଉପରେ ଓ ସ୍ବଚ୍ଛ ସ୍ଥାନରେ ରଖିବା ଉଚିତ ଓ ନୀତି ପୂଜା କରିବା ଦରକାର । ଘର ସାମନାରେ ଲଗା ଯାଇଥିବା ତୁଳସୀ ଗଛ କେବେ ବି ସୁଖିବା ଉଚିତ ନୁହେଁ । ତୁଳସୀ ଗଛ ସୁଖିବା ବହୁତ ଅଶୁଭ ମାନାଯାଏ । ତୁଳସୀ ଗଛ ସର୍ବଦା ହରାଭରା ରହିବା ଉଚିତ ।

ତୁଳସୀ ରେ ଅପରିଷ୍କାର ପାଣି ଢାଳିବା ଅନୁଚିତ । ତୁଳସୀ ଗଛ ଶୁଖିଗଲେ ବଡ ବିପଦର ସଂକେତ ହୋଇଥାଏ । ଏହା ସହ ଧନ ଖର୍ଚ୍ଚ ହେବା, ବ୍ୟାପାରରେ ବଡ କ୍ଷତି ହେବାର ସଂକେତ ହୋଇଥାଏ । ଏମିତି ରେ ସେହି ଗଛକୁ ବାହାର କରି ନଦୀରେ ପ୍ରଭାବିତ କରିବା ଉଚିତ ଓ ନୂଆ ତୁଳସୀ ଗଛ ଲଗାଇବା ଉଚିତ । ସୁଖୀ ଯାଇଥିବା ତୁଳସୀ ଗଛ ଘରେ ରଖିବା ଅନୁଚିତ ।

ଘରର ତୁଳସୀ ଗଛ ପାଖରେ ଅନ୍ୟ ଛୋଟ ଛୋଟ ତୁଳସୀ ଗଛ ଉଠିଥାଏ ଏହା ଶୁଭ ସଂକେତ ହୋଇଥାଏ । ଏହାର ଅର୍ଥ ଧନ ଲାଭ ହେବା ସହ ବ୍ୟାପାରରେ ବୃଦ୍ଧି ହୋଇଥାଏ । ତୁଳସୀ ଗଛ ଆପେ ଆପେ ଉଠିଗଲେ ଗୃହରେ ସାକ୍ଷାତ ମା ଲକ୍ଷ୍ମୀ ଙ୍କ ଆଗମନର ସୂଚନା ହୋଇଥାଏ । ତୁଳସୀ ର ହରାଭରା ପତ୍ର ଆପେ ଆପେ ଛିଡିକି ପଡିଯାଏ ତେବେ ଅଶୁଭ ସଂକେତ ହୋଇଥାଏ ।

ଏହା ସଂକେତ ଦେଇଥାଏ କି ମା ଲକ୍ଷ୍ମୀ ଆପଣଙ୍କ ରୂପରେ ରୁଷ୍ଟ ଅଛନ୍ତି । ତୁଳସୀ ର ହରାଭରା ପତ୍ର ଝଡିଲେ ମା ଲକ୍ଷ୍ମୀ ଗୃହ ଛଡାଇ ଚାଲି ଯିବାର ସଂକେତ ହୋଇଥାଏ । ଘରେ ଅଚାନକ କ୍ଲେଶ ର ପରିବେଶ ନିର୍ମାଣ ହୋଇଥାଏ । କିନ୍ତୁ ପତ୍ର ହଳଦିଆ ହୋଇ ଝଡିଲେ ପ୍ରାକୃତିକ ଉପାୟ ହୋଇଥାଏ । ତୁଳସୀ ଗଛ ଘରେ ଥିଲେ ମଦ, ମାଂସ ସେବନ କରିବା ଅନୁଚିତ ।

ତୁଳସୀ ଗଛ ନିକଟକୁ ଜନ୍ଦା, ପିମ୍ପୁଡି ଆସିବାକୁ ଲାଗି ଯାଆନ୍ତି ତେବେ ଶୁଭ ସଂକେତ ହୋଇଥାଏ । କିନ୍ତୁ ଅନ୍ୟ କୀଟପତଙ୍ଗ ଲାଗିବା ଅଶୁଭ ହୋଇଥାଏ । ତୁଳସୀ ଗଛରେ ବୁଢିଆଣୀ ଜାଲ ହେବା ଧନ ନାସର ସୂଚକ ହୋଇଥାଏ । ଏହାକୁ ତୁରନ୍ତ ହଟାଇ ଦେବା ଉଚିତ । ଏହା ଧନ ଚୋରୀ ହେବାର ସଂକେତ ଦେଇଥାଏ । ତୁଳସୀ ଗଛ ହରାଭରା ହୋଇ ମଞ୍ଜି ଆସେ ତେବେ ଶୁଭ ସଂକେତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *