ମେଷ ରାଶି ଆଜି ହିଁ ଛାଡି ଦିଅନ୍ତୁ ଏହି 1 କାମ ନାହିଁ ତ ଜୀବନ ବର୍ବାଦ ହୋଇଯିବ…

ବନ୍ଧୁଗଣ ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତି ବିଶେଷଙ୍କର ଜନ୍ମ ଠାରୁ ମୃତ୍ୟୁ ଯାଏଁ କିଛି ଗୁପ୍ତ କଥା । ମେଷ ରାଶିର ଆକୃତି ମେଷ ତୁଲ୍ୟ ଓ ପ୍ରକୃତି ତାମ୍ର୍ଯ ବର୍ଣ୍ଣ, ଉଷ୍ମ ଦ୍ରବ୍ଯ ଭୋଜି, କାମୁକ, ଭ୍ରମଣପ୍ରିୟ, ଧନଶାଳୀ, ଅସ୍ଥିର, ସେବାକାରୀ, ମାନି, ସଦବ୍ୟବହାର ଅଟନ୍ତି । ଏହି ରାଶିର ଲୋକେ କେବେ ବି ହାରନ୍ତି ନାହିଁ । ଏହି ରାଶିର ଅଧିପତି ମଙ୍ଗଳ ଗ୍ରହ ।

ଏମାନେ ଦୀର୍ଘାକାୟ, ଚକ୍ଷୁ ଯୁଗଳ ପ୍ରାୟତଃ ରକ୍ତବର୍ଣ୍ଣ, ସୁନ୍ଦର ଚେହେରା ହୋଇଥିଲେ ବି ମୁଖ ମଣ୍ଡଳରେ ଅନେକଙ୍କର କଳାଜାଇ ଦେଖାଯାଏ । ଅଧିକ ପରିଶ୍ରମୀ ହେବ ସହ ଭାବୁକତା ହୋଇଥାନ୍ତି । ମଣିଷର ସେବା ଭଗବାନଙ୍କ ସେବା କରିବା ଭଳି ଚିନ୍ତାଧାରା ଆପଣଙ୍କ ଠାରେ ଥାଏ । ଶତ୍ରୁଙ୍କୁ ପରାସ୍ତ କରିବାରେ ମାହିର ହୋଇଥାନ୍ତି । କୌଣସି କାର୍ଯ୍ୟରେ ପରାଜୟ ହେଲେ ବି ସେହି କାମରେ ଲୀନ ରହିଥାନ୍ତି ।

ସ୍ଵାମୀ ବା ସ୍ତ୍ରୀଙ୍କର ବନ୍ଧୁତା କୁ ସହ୍ୟ କରିପାରନ୍ତିନି । ନିଜେ ଅପଦସ୍ତ ହେବା ସହ ଶାରୀରିକ ଆଘାତ ପାଇଥାନ୍ତି । ଏମାନେ ଜୀବନରେ ଉଚ୍ଚ ସ୍ଥାନକୁ ଯିବା ଅନୁଚିତ । ଅନେକ ଯୋଜନା ମାଧ୍ୟମରେ ଉପାର୍ଜନ କରିବାକୁ ଚାହିଁଥାନ୍ତି କିନ୍ତୁ ଶେହୁଇ ଅନୁଯାୟୀ କାର୍ଯ୍ୟ କରନ୍ତିନି । ଠିକ ସମୟରେ କେହି ଆପଣଙ୍କୁ ଉପଦେଶ ଦେଲେ ଆପଣଙ୍କର ଦୁଶ୍ଚିନ୍ତା ଦୂର ହୁଏ ।

ଆପଣ ନିଜର ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଆପଣ ଯେଉଁ ପ୍ରେମ କରନ୍ତି ତାହା ଯେମିତି ଲୋକଲୋଚନ କୁ ନ ଆସେ ସେଥିପାଇଁ ଚେଷ୍ଟା କରନ୍ତି । ଦାମ୍ପତ୍ୟ ଜୀବନ ସାମାନ୍ଯ ରହିଥାଏ । ଆପଣ ଉଚ୍ଚଭିଳାଷୀ, ମାନି, ଗୁନି, ଜ୍ଞାନୀ ବ୍ୟକ୍ତି ଅଟନ୍ତି । ସମାଜ ଓ ପରିବାରରେ ରହିବାକୁ ଆପଣଙ୍କୁ ଭଲ ଲାଗେନି । ଆପଣଙ୍କ ରାସ୍ତାକୁ ଯିଏ ଅବରୋଧ କରେ ଆପଣ ତାଙ୍କୁ ହଟାଇବାକୁ ତତପର ହୋଇଥାନ୍ତି ।

ପିତା ମାତାଙ୍କୁ ଭକ୍ତି କରନ୍ତି । ଆପଣଙ୍କ ପୁତ୍ର ବା କନ୍ୟା ମଧ୍ୟରୁ କେହି ଜଣେ ସମାଯାରେ ପ୍ରତିସ୍ଥିତି ବ୍ୟକ୍ତି ହୋଇଥାନ୍ତି । ବନ୍ଧୁଙ୍କ ସ୍ନେହ ପାଇବା ପାଇଁ ସେମାନଙ୍କର ଅସୁବିଧାରେ ଛିଡା ହୋଇଥାନୟୀ । ଆପଣ ପ୍ରଭୁତ୍ଵ ବିସ୍ତାର କରିଥାନ୍ତି । ସୈନ୍ୟ ବାହିନୀରେ ଯୋଗ ଦେଇଥାନ୍ତି । ଅଧିକ ଧନ ରୋଜଗାର କରିଲେ ବି ଧନୀ ହୋଇପାରନ୍ତିନି । ଧନ ପାଇଁ ମାନ ସମାନ ତଳେ ପକାନ୍ତି ନାହିଁ ।

ସମ୍ପତି ବହୁତ ଥାଏ କିନ୍ତୁ ତାହାକୁ ଭୋଗ କରିପାରନ୍ତିନି । କିଛି କ୍ଷେତ୍ରରେ ଏହି କାରଣରୁ ପରାଜିତ ହୋଇଥାନ୍ତି । ଏମାନେ ଭାଗ୍ୟ ଓ ବିଧାନ ଉପରେ ଅଧିକ ବିଶ୍ଵାସ ରଖିଥାନ୍ତି । ଆପଣଙ୍କ ସହ ଯଦି କେହି ଶତ୍ରୁତା କରିଲା ତାହାକୁ ପରାସ୍ତ କରିବା ଯାଏଁ ଆପଣ ଲାଗିଥାନ୍ତି । ଆପଣ ଗତିଶୀଳ ଓ ଶୀର୍ଷ ସ୍ଥାନକୁ ଯାଇ ପାରନ୍ତି ।

ପରିସ୍ଥିତି ଦେଖି ଆପଣ ବ୍ୟବସ୍ଥା କରନ୍ତି । ଆପଣଙ୍କର ଶୁଭ ଦିନ ମଙ୍ଗଳବାର, ସଂଖ୍ୟା 9, ରତ୍ନ ପ୍ରବଳ, ଧାତୁ ତାମ୍ର, ଦେବତା ଧୂମ୍ରମତି, ବର୍ଣ୍ଣ ନାଲି, ଆରାଧ୍ୟ ଦେବତା ଶ୍ରୀ ଗଣେଶ ଓ ପ୍ରଭୁ ହନୁମାନ ବୋଲି ବିଚାର କରାଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *