ଏହି 3ଟି ନାମର ବ୍ୟକ୍ତି ନିଜର ଜୀବନ କାଳ ରେ ଦୁଃଖ ରେ ରହିଥାନ୍ତି!

ବନ୍ଧୁଗଣ ଏ ଦୁନିଆରେ ପ୍ରତେକ ବ୍ୟକ୍ତି ନିଜର ଇଚ୍ଛା ନେଇ ବଞ୍ଚିଥାନ୍ତି । କେହି ନିଜର କ୍ଯାରିୟାରକୁ ନେଇ ତ ଆଉ କେହି ନିଜ ଲାଇଫ କୁ ନେଇ ବଞ୍ଚିଥାନ୍ତି । ଆମେ ସବୁ ଜାଣିଛୁ ଦୁନିଆରେ ଯିଏ ଜନ୍ମ ନେଇଥିବା ପ୍ରତେକ ବ୍ୟକ୍ତି ଙ୍କୁ ଦୁଃଖ ର ସାମ୍ନା କରିବାକୁ ପଡିଥାଏ । କାରଣ ଭଗବାନ ମଣିଷ କୁ ପୃଥିବୀ କୁ ପଠାଇଥାନ୍ତି । ଏହା ସହ ସୁଖ ଦୁଃଖ ମଧ୍ୟ ପଠାଇଛନ୍ତି । ଦୁନିଆରେ ଦୁଃକ୍ଷ ଏମିତି ଏକ ନିରାଟ ସତ୍ୟ ଯାହା କି ପ୍ରତେକ ମଣିଷ କୁ ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି 3ଟି ନାମର ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଜୀବନରେ ଦୁଃଖ ରେ ରହିଥାନ୍ତି ।

1- S ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତି ଙ୍କ ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନେ ନିଜର କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ହୋଇଥାନ୍ତି । ଏମାନେ ନିଜ ପ୍ରତେକ ସମ୍ପର୍କ କୁ ସଚ୍ଚୋଟ ରେ ରଖିଥାନ୍ତି । ନିଜେ କଷ୍ଟ ସାହି ଅନ୍ୟ ମାନଙ୍କୁ ଖୁସି ଦେବାକୁ ଏମାନଙ୍କୁ ବହୁତ ଭଲ ଲାଗିଥାଏ । କିନ୍ତୁ ଏମାନଙ୍କୁ ଲୋକପ୍ରିୟ ହେବାକୁ ବହୁତ ଭଲ ଲାଗେ । ଏମାନେ ବହୁତ ଭାବୁକ ପ୍ରିୟ ହୋଇଥାନ୍ତି ।

ଆଉ ନିଜ ପରିବାରର ସବୁ ସଦସ୍ୟ ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କ ମନ ବହୁତ କୋମଳ ଓ ନରମ ହୋଇଥାଏ । ଯାହାର ଖରାପ ଫାଇଦା ଅନ୍ୟ ମାନେ ଉଠାଇଥାନ୍ତି । ଯାହା କାରଣରୁ ଏମାନେ ଜୀବନରେ ବହୁତ ଦୁଃଖ ପାଇଥାନ୍ତି । ଖାସ କରି ଏମାନଙ୍କ ଲଭ ଲାଇଫ ବିଷୟରେ କହିବାକୁ ଗଲେ ଏମାନଙ୍କୁ କେବେ ବି ସଚ୍ଚା ପ୍ରେମ ମିଳିପାରେ ନାହିଁ ।

2- P ନାମର ବ୍ୟକ୍ତି : ଏହି ନାମର ବ୍ୟକ୍ତି ମାନେ ସାଧ ସିଧା ହୋଇଥାନ୍ତି । ଏମାନଙ୍କର ଏହି ସ୍ଵଭାବ କାରଣରୁ ଅନ୍ୟ ମାନେ ଏମାନଙ୍କୁ ଖରାପ ବ୍ୟବହାର କରିଥାନ୍ତି । ଏମାନଙ୍କର ନିଜର ଅଲଗା ଉଦ୍ଦେଶ୍ୟ ଥାଏ । ଏମାନଙ୍କର ଅନ୍ୟ କାହା ଉପରେ ଅଧିକ ଭରସା ନ ଥାଏ । କିନ୍ତୁ ଯାହାଙ୍କୁ ଭଲ ପାଇଥାନ୍ତି ତାଙ୍କୁ ସଚ୍ଚା ପ୍ରେମ କରିଥାନ୍ତି । ସେଥିପାଇଁ ଲୋକ ଏମାନେ ଏମାନଙ୍କର ପାଖା ପାଖି ରହିବାର ଅଭିନୟ ବି କରିଥାନ୍ତି ।

3- B ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର B ରୁ ଆରମ୍ଭ ହୋଇଥାଏ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏମାନେ ସାନ୍ତ ଓ ଧର୍ଯ୍ୟବାନ ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । କୌଣସି ବି କାମ କରିବାକୁ ନିଜର ପୁରା ସମୟ ଲଗାଇ ଦିଅନ୍ତି । ଏମାନଙ୍କୁ ଲାଇଫରେ ସଫଳତା ସହଜରେ ପ୍ରାପ୍ତ ହୋଇଯାଏ ।

ଏମାନଙ୍କର ଖରାପ ସ୍ଵଭାବ କାରଣରୁ ଏମାନଙ୍କୁ ଗର୍ବୀ ହେବାର ସଜ୍ଞା ମିଳିଯାଏ । ଏହି କାରଣରୁ ଏମାନଙ୍କର ଅଧିକ ଅଙ୍ଗ ନ ଥାନ୍ତି । କିନ୍ତୁ ଯେତିକି ବନ୍ଧୁ ଥାନ୍ତି ବହୁତ ଭଲ ବନ୍ଧୁ ଥାନ୍ତି । କିନ୍ତୁ ଏମାନଙ୍କ ଜୀବନରେ ଦୁଃଖ ଅଧିକ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *