ଏହି 5ଟି ନାମର ଝିଅ ହୋଇଥାନ୍ତି ଗଙ୍ଗା ଭଳି ପବିତ୍ର…

ବନ୍ଧୁଗଣ ଦୁନିଆରେ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟକର ହୋଇଥାଏ । କାହିଁକି ନା ଝିଅ ମନରେ କେତେବେଳେ କଣ ଚାଲିଥାଏ ତାହା କେହି କହି ପାରିବେ ନାହିଁ । କଥାରେ ଅଛି ଯେବେ ଭଗବାନ ନାରୀ କୁ ବୁଝି ପାରିଲେ ନାହିଁ ସେଠାରେ ସାମାନ୍ଯ ମଣିଷ କିପରି ବୁଝି ପାରିବ । ଝିଅ ମାନଙ୍କର ଆଚାର ବ୍ୟବହାର ଏତେ ଅଲଗା ହୋଇଥାଏ ସେମାନେ କେତେବେଳେ କଣ ପ୍ରତିକ୍ରିୟା ଦେବେ ତାହା କହି ହେବ ନାହିଁ ।

ଦୁନିଆରେ ଏମିତି ଝିଅମାନେ ଅଛନ୍ତି ଯେଉଁ ମାନେ ଭଲ ସ୍ଵଭାବର ଓ ଆଉ କେତେକ ଝିଅ ଭରସା ଯୋଗ୍ୟ ହୋଇ ନ ଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି 5ଟି ନାମର ଝିଅଙ୍କ ବିଷୟରେ କହିବୁ ସେମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । 1- B ନାମରୁ ଆରଣଭା ହେଉଥିବା ଝିଅ ମାନଙ୍କର ସ୍ଵଭାବ ସାନ୍ତ ହୋଇଥାଏ । ଏମାନେ ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ କୌଣସି ବି ସ୍ଥିତିରେ ଜୀବନ ସାଥିଙ୍କ ସାଥ ଛାଡନ୍ତି ନାହିଁ । ଏମାନଙ୍କର ବ୍ୟବହାର ବହୁତ କୋମଳ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ବହୁତ ପବିତ୍ର ବୋଲି ମାନା ଯାଇଥାଏ ।

2- ଯେଉଁ ଝିଅ ମାନଙ୍କର ନାମ N ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାର ଓ ଜୀବନ ସାଥିଙ୍କ ଧ୍ୟାନ ବହୁତ ଭଲ ଭାବେ ରଖିଥାନ୍ତି । ଏମାନେ କେବେ ଏମିତି କିଛି କାମ କରି ନ ଥାନ୍ତି ଯେଉଁଥି ପାଇଁ ଏମାନଙ୍କ ପରିବାର ନାମ ଖରାପ ହେବ । ଓ ଜୀବନ ସାଥିଙ୍କର ଅପମାନ ହେବ । ଏହି ନାମର ଥିବା ଝିଅ ମାନଙ୍କର ବ୍ୟବହାର ବହୁତ ଭଲ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ପବିତ୍ର ମାନାଯାଏ ।

3- P ଅକ୍ଷର ରୁ ଯେଉଁ ଝିଅ ମାନଙ୍କର ନାମ ଆରମ୍ଭ ହୋଇଥାଏ ସେମାନେ ସମ୍ପର୍କ କୁ ବାନ୍ଧି ରଖିବାରେ ମାହିର ଥାନ୍ତି । ଏହି ନାମ ଥିବା ଝିଅ ମାନେ ପ୍ରତେକ ମଣିଷର ଭାବନାକୁ ଧ୍ୟାନ ର ସହ ବୁଝି ପାରନ୍ତି । ହୋଇପାରେ ସେମାନେ ତାଙ୍କ ବଡ ହୁଅନ୍ତୁ କି ସାନ ହୁଅନ୍ତୁ । ଏମାନେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଏମାନେ ସମସ୍ତଙ୍କ ସହ ମିଠା ମିଠା କଥା କହିଥାନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ମାନାଯାଏ ।

4- ଯେଉଁ ଝିଅଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ପବିତ୍ର ମାନାଯାଏ । ଏମାନେ ଲାଜକୁଳା ସ୍ଵଭାବର ହୋଇଥିଲେ ବି ପରିବାରର ମର୍ଯ୍ୟାଦା ଉପରେ ଧ୍ୟାନ ଦେଇଥାନ୍ତି । ଏମାନେ କୌଣସି ସ୍ଥିତିରେ ପରିବାରକୁ ଖୁସି ରେ ରଖିବାକୁ ଚେଷ୍ଟା କରନ୍ତି । ଓ ପରିବାରର ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରନ୍ତି ।

5- M ନାମର ଝିଅ ମାନେ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ଅନ୍ୟଙ୍କ ଠାରୁ ଭଲ ହୋଇଥାଏ । ଏମାନେ କାହାକୁ ନିରାଦର କରନ୍ତିନି । ଏମାନେ ଜୀବନ ସାଥୀଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *