ଝାଡୁ ଘର ର କେଉଁ ଜାଗାରେ ରଖିଲେ ଧନ ବୃଦ୍ଧି ହୋଇଥାଏ ? ମା ଲକ୍ଷ୍ମୀ ହୋଇଥାନ୍ତି ଅତ୍ୟନ୍ତ ପ୍ରସନ୍ନ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଝାଡୁ ବିଷୟରେ କିଛି ମହତ୍ଵ ପୂର୍ଣ୍ଣ ଟିପ୍ସ କହିବାକୁ ଯାଉଛୁ । ଝାଡୁ ଘରର ମଇଳା ବାହାର କରିବା ପାଇଁ ବ୍ୟବହାର କରା ଯାଇଥାଏ । ଝାଡୁ ଦ୍ଵାରା ଘର ର ଅପରିଷ୍କାର ଜିନିଷ ବାହାର କରାଯାଏ । ଯାହା ଦ୍ଵାରା ଘର ସଫା ସୁତୁରା ରହିଥାଏ । କିନ୍ତୁ ଝାଡୁ ର ବ୍ୟବହାର କିଛି ଲୋକ ଭୁଲ ଭାବେ କରିଥାନ୍ତି । ଆପଣ ମାନେ ଜାଣିଛନ୍ତି କି ଘରେ ବ୍ୟବହାର ହେଉଥିବା ଝାଡୁ ଆର୍ଥିକ ସ୍ଥିତି ରୁ ବହୁତ ଜରୁରୀ ହୋଇଥାଏ ।

ଝାଡୁ ମଣିଷ କୁ କୋଟିପତି ବନାଇପାରେ ଓ ଭିକାରୀ ମଧ୍ୟ ବନାଇ ପାରେ । ଶାସ୍ତ୍ର ରେ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ଭାବେ ମାନଯାଏ । ଝାଡୁ ଛିଣ୍ଡା ହୋଇଥିଲେ ତାହା ଅଲକ୍ଷ୍ମୀ ଙ୍କ ପ୍ରତୀକ ଭାବେ ମାନାଯାଏ । ଝାଡୁ ର ସଠିକ ବ୍ୟବହାର କରିଲେ ଲାଇଫରେ ସଫଳତା ମିଳିବାର ମାର୍ଗ ଖୋଲିଯାଏ । କିନ୍ତୁ ଭୁଲ ବ୍ୟବହାର ଗରିବୀ ର କାରଣ ହୋଇଥାଏ । ସକାଳୁ ଝାଡୁ କରିବା ଉଚିତ ହୋଇଥାଏ ।

ଏହା ଭଲ ହୋଇଥାଏ । କିନ୍ତୁ ସୂର୍ଯ୍ୟାସ୍ତ ପରେ ଝାଡୁ କରିବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଘରର ଇଶାନ କୋଣରେ ଝାଡୁ କୁ ରଖିବା ଉଚିତ ନୁହେଁ । କାରଣ ଏହି କୋଣରେ ଠାକୁର ଘର ରହିଥାଏ । ଠାକୁର ଘରେ କେବେ ବି ଝାଡୁ ରଖିବା ଉଚିତ ନୁହେଁ । ଏହା ଦୁର୍ଭାଗ୍ଯର କାରଣ ହୋଇଥାଏ । ଘରର ଦକ୍ଷିଣ ପଶ୍ଚିମ କୋଣରେ ଝାଡୁ ରଖିବା ଉଚିତ ହୋଇଥାଏ ।

ଏହା ଝାଡୁ ରଖିବାର ଶ୍ରେଷ୍ଠ ସ୍ଥାନ ହୋଇଥାଏ । ଏହ କୋଣରେ ଝାଡୁ ରଖିବା ଦ୍ଵାରା ଘରର ମାଲିକ ଙ୍କୁ ସବୁବେଳେ ଧନ ମିଳିଥାଏ । ଘର ସଫା ସୁତୁରା ରଖିବା ଦ୍ଵାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି । ଗୁରୁବାର ଦିନ ଭୁଲରେ ବି ପୋଛା ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଗୁରୁବାର କି ଛାଡି ଅନ୍ୟ ବାର ରେ ପୋଛା ଲଗାଇ ହେବ । ଝାଡୁ କୁ ମା ଲକ୍ଷ୍ମୀ ଙ୍କ ରୂପ ଭାବେ ମାନାଯାଏ ।

ସେଥିପାଇଁ ଝାଡୁ କୁ ଲୁଚାଇ ରଖିବା ଉଛି । ଖୋଲା ଜାଗାରେ ଝାଡୁ ରଖିବା ଅନୁଚିତ ହୋଇଥାଏ । ଘରର ପଶ୍ଚିମ ଦିଗରେ ଝାଡୁ ରଖିବା ଶୁଭ ହୋଇଥାଏ । ଭୁଲରେ ବି ରୋଷେଇ ଘରେ ଝାଡୁ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ସ୍ୱାସ୍ଥ୍ୟ ସମସ୍ଯା ହୋଇଥାଏ । ଶନିବାର ଦିନ ଝାଡୁ ଘରକୁ ଆଣନ୍ତୁ ନାହିଁ । ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ଜୀବନରେ କେବେ ବି ଅଭାବ ଅସୁବିଧା ହେବ ନାହିଁ । ଓ ଧନ ଜନିତ ସମସ୍ଯା ଦୂର ହେବ । ଝାଡୁ ର ଏହି ସବୁ ନିୟମ ପ୍ରତି ଧ୍ୟାନ ଦେଲେ ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *