ସ୍ଵର୍ଗ ରେ ଭଗବାନ ଶିବ ଏହି 2ଟି ନାମର ଯୋଡି ଙ୍କୁ କେବେ ବି ଅଲଗା ହେବାକୁ ଦିଅନ୍ତୁ ନାହିଁ ।

ବନ୍ଧୁଗଣ ଭଗବାନ ଶିବ 2ଟି ନାମର ଯୋଡି ଙ୍କୁ ଏମିତି ବନାଇଛନ୍ତି ଯିଏ କି ଜୀବନ ସାରା କେବେ ବି ଅଲଗା ହୁଅନ୍ତି ନାହିଁ । ପ୍ରେମ କୁ ଦୁନିଆର ସବୁଠୁ ବଡ ସୁନ୍ଦର ଅନୁଭବ ମାନାଯାଏ । ଯାହା ସବୁଠୁ ଅମର ହୋଇଥାଏ । ସେଥିପାଇଁ ପ୍ରତେକ ମଣିଷ ଚାହିଁ ଥାଏ ସେମାନଙ୍କୁ ସଚ୍ଚା ପ୍ରେମ ମିଳୁ । କିନ୍ତୁ ଏହି ଦୁନିଆରେ ଏମିତି ଖୁବ କମ ଲୋକ ଅଛନ୍ତି ଯେଉଁ ମାନଙ୍କୁ ସେମାନଙ୍କୁ ସଚ୍ଚା ପ୍ରେମ ମିଳିଥାଏ ।

ଆଉ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସଚ୍ଚା ପ୍ରେମ ଖୋଜିବାରେ ଜୀବନ ବିତାଇ ଦେଇଥାନ୍ତି । ଦୁନିଆରେ ଭଗବାନ କାହା ପାଇଁ କାହାକୁ ନିଶ୍ଚୟ ବନାଇଥାନ୍ତି । ଆସନ୍ତୁ ଜାଣିବା ସେହି 2ଟି ଯୋଡି ଙ୍କ ବିଷୟରେ ଯେଉଁ ମାନଙ୍କର ଯୋଡି ସ୍ଵର୍ଗ ରୁ ତିଆରି ହୋଇ ଆସିଛି । 1- P ଓ S ନାମର ଯୋଡି : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦୁଇ ତ ଯୋଡି ପୁରା ଜୀବନ ପରସ୍ପର ର ସାଥ ଦେଇଥାନ୍ତି ।

ଅନ୍ୟ ଶବ୍ଦ ରେ କହିବାକୁ ଗଲେ ଏହି ଦୁଇ ଯୋଡି ପରସ୍ପର ପାଇଁ ପରଫେକ୍ଟ ମ୍ଯାଚ ହୋଇଥାନ୍ତି । ଏହି ଦୁଇ ଅକ୍ଷର ରୁ ଆରମ୍ଭ ହେଉଥିବା ଯୋଡି ପରସ୍ପର ର ଭାବନା କୁ ବୁଝି ପାରିଥାନ୍ତି । ଏମାନେ କେବେ ବି ଛୋଟ ଛୋଟ କଥାକୁ ନେଇ କଳହ କରନ୍ତି ନାହିଁ । ଏମାନଙ୍କର ଭିତରେ ବହୁତ ପ୍ରେମ ଥାଏ । ଏମାନେ କେବେ ବି ଅଲଗା ହୁଅନ୍ତି ନାହିଁ ।

2- D ଓ B ନାମର ଯୋଡି : ଯେଉଁ ବ୍ୟକ୍ତି ଙ୍କ ନାମର ପ୍ରଥମ ଅକ୍ଷର ଏହି ଦୁଇ ଟି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଯୋଡି ସ୍ଵର୍ଗ ରୁ ତିଆରି ହୋଇ ଆସିଥାଏ । ଭଗବାନ ଶିବ ନିଜେ ଏହି ଦୁଇ ଯୋଡି ଙ୍କୁ ଆଶୀର୍ବାଦ କରିଥାନ୍ତି । ଏମାନେ ପରସ୍ପର ବିନା ଗୋଟେ ମୂହୁର୍ତ୍ତ ବି ରହି ପାରନ୍ତି ନାହିଁ । ଏହି ଦୁଇ ଅକ୍ଷର ରୁ ଆରମ୍ଭ ହେଉଥିବା ଲୋକଙ୍କ ଠାରେ କେବେ ବି ଈର୍ଷା ର ଭାବ ସୃଷ୍ଟି ହୁଏ ନାହିଁ ।

ଏହି କାରଣ ଅଟେ କି ଏମାନେ ପରସ୍ପର ପ୍ରତି ସାଥ ନିଭାଇଥାନ୍ତି । ଏହା ସହ ଏମାନେ ପରସ୍ପର ସବୁ ଇଚ୍ଛା ପୂରଣ କରିଥାନ୍ତି । ଏହି ଦୁଇ ଯୋଡି ଙ୍କୁ ଦେଖିବା ମାତ୍ରେ ଏମାନଙ୍କ ଯୋଡି ସ୍ଵର୍ଗ ରୁ ତିଆରି ହୋଇ ଆସିଛି । ତେବେ ଏହା ଥିଲା ସେହି 2ଟି ଯୋଡି ଯାହାକୁ ଭଗବାନ ଶିବ ନିଜେ ସର୍ଗ ରୁ ବନାଇ ପଠାଇ ଥାନ୍ତି । ଏହି ଯୋଡି ସାରା ଜୀବନ ଏକାଠି ରହିଥାନ୍ତି ଓ ପରସ୍ପର ର ହାତ କେବେ ବି ଛାଡନ୍ତି ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *