ଧଳା ଚୁଟି କେତେ ବି ହୋଇଥାଉ ଗୋଟି ଗୋଟି କରି କଳା ହୋଇଯିବ- Hair Care tips

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ରେମେଡି ବିଷୟରେ କହିବାକୁ ଯାଉଛୁ ତାହା ଧଳା କେଶ କୁ କଳା କରିବାରେ ସାହାର୍ଯ୍ୟ କରିବ । ଏହା ସହ କେସ କୁ ବହୁତ ମଜବୁତ କରିବ । କେଶ ଝଡୁଥିଲେ ତାହା ବନ୍ଦ ହେବ ଓ କେଶ କୁ ସିଳ୍କ ଆଣ୍ଡ ଆଇନ କରିବ । ଏହା ସହ ଚୁଟି କୁ ଲମ୍ବା ହେବାରେ ସାହାର୍ଯ୍ୟ କରିବ । ଏହି ରେମେଡି ବହୁତ ଇଫେକ୍ଟିଭ ଅଟେ । ଏହା କେଶ ଗ୍ରୋଥ ପାଇଁ ବହୁତ ଲାଭଦାୟକ ଅଟେ ।

କାରଣ ଏହାକୁ ଶ୍ୟାମ୍ପୋ ରେ ମିଶାଇ ତିଆରି କରିବାକୁ ହେବ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର ପ୍ରୟୋଗ କିପରି କରିବା । ଏହି ରେମେଡି ବ୍ୟବହାର କରିବା ପାଇଁ କୌଣସି ବି ଶ୍ୟାମ୍ପୋ ର ବ୍ୟବହାର କରି ପାରିବେ । ଏବେ ଦ୍ଵିତୀୟ ସାମଗ୍ରୀ ହେଉଛି ମନ୍ଦାର ଫୁଲ ର ଗୁଣ୍ଡ । ମନ୍ଦାର ଫୁଲ କୁ ଶୁଖାଇ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।

ଯଦି ଫ୍ରେସ ମନ୍ଦାର ଫୁଲ ଅଛି ତେବେ 8ରୁ 10 ଟି ମନ୍ଦାର ଫୁଲ କୁ ଫୁଟାଇ ଏହାର ପାଣି କୁ ଫୁଟାଇ ଏଥିରେ ବ୍ୟବହାର କରି ପାରିବେ । ଏବେ ଏଥିପାଇଁ ତୃତୀୟ ସାମଗ୍ରୀ ର ଆବଶ୍ୟକତା ପଡିବ ଚାହା ପତି । ଚାହା ପତି କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶ କୁ କଳା କରିଥାଏ । ମନ୍ଦାର ଫୁଲ କେଶ କଳା କରିବା ସାହାର୍ଯ୍ୟ କରିଥାଏ । ଏହି ରେମେଡି ହେୟାର ରେ ଶିଳ୍କ ସାଇନ ଆଣିଥାଏ ।

ଏବେ ଆବଶ୍ୟକ ଆଲୋଭେରା ପତ୍ର । ଆଲୋଭେରା ପତ୍ର ଚୁଟି କୁ ମଜବୁତ କରିବ । ଏବେ ଏହି ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ ଓ ଏହାର ପ୍ରୟୋଗ କରନ୍ତୁ । ଏହି ରେମେଡି କୁ ଚୁଟି ରେ ଭଲ ଭାବେ ଲଗାନ୍ତୁ । ଦେଖିବେ ଚୁଟି ଭଲ ଗ୍ରୋଥ ମଧ୍ୟ ହେବ । ଚୁଟି ସାଇନିଙ୍ଗ କରିବାକୁ ଲାଗିବ । ଏବେ ଏଥିରେ ଅଳ୍ପ ପାଣି ଦିଅନ୍ତୁ । ଓ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହାକୁ 5 ମିନିଟ ଯାଏଁ ସେମିତି ଛାଡି ଦିଅନ୍ତୁ । ଏବେ ଏହାକୁ ଚୁଟି ଲଗାଇ ଦିଅନ୍ତୁ ଓ କିଛି ସମୟ ପାଇଁ ଲଗାଇ ରଖନ୍ତୁ । ଏହା ପରେ ଚୁଟି କୁ ଧୋଇ ପାରିବେ । ସପ୍ତାହକୁ 2 ଥର ଏହି ରେମେଡି ର ପ୍ରୟୋଗ କରନ୍ତୁ । ଧଳା ଚୁଟି କଳା ହେବାରେ ଲାଗିବ । ଚୁଟି ସାଇନିଙ୍ଗ ହେବାକୁ ଲାଗିବ । ଓ କେଶରେ ନୂଆ ପ୍ରକାରର ଚମକ ଆସିବାକୁ ଲାଗିବ । ଘରେ ଥିବା ଏହି ସବୁ ସାମଗ୍ରୀ କୁ ବ୍ୟବହାର କରି ଏହି ରେମେଡି ଘରେ ବନାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *