ଧଳା ମନ୍ଦାର ଫୁଲ କେଉଁ କାମରେ ଆସିଥାଏ ? ଆଜିର ଅନୁଚିନ୍ତା

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ମନ୍ଦାର ଫୁଲ ଦେଖିଥିବେ । ମନ୍ଦାର ଫୁଲ ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ । ଏହି ମନ୍ଦାର ଫୁଲ ମଧ୍ୟରେ ରକ୍ତ ମନ୍ଦାର, ଶ୍ଵେତ ମନ୍ଦାର ବା ଧଳା ମନ୍ଦାର ମଧ୍ୟ ରହିଥାଏ । ସେଠି ମଧ୍ୟରୁ ଧଳା ମନ୍ଦାର ବହୁତ ଖାସ ହୋଇଥାଏ । ମନ୍ଦାର ଫୁଲ କୁ ଠାକୁର ଙ୍କ ପୂଜାରେ ବ୍ୟବହାର କରା ଯାଇଥାଏ । ମନ୍ଦାର ଫୁଲ ସବୁ ଦେବା ଦେବୀଙ୍କର ପ୍ରିୟ ଫୁଲ ହୋଇଥାଏ । ମନ୍ଦାର ଫୁଲର ଅନେକ ଚମତ୍କାରୀ ଗୁଣ ରହିଥାଏ । ଯାହା ହୁଏ ତ ଖୁବ କମ ଲୋକ ଜାଣିଥାନ୍ତି । ଆଜି ଆମେ ଜାଣିବା ଧଳା ମନ୍ଦାର ଫୁଲ କେଉଁ କାମରେ ଆସିଥାଏ ।

ଆପଣ ମାନେ ନିଶ୍ଚୟ ଧଳା ମନ୍ଦାର ଫୁଲ ଦେଖିଥିବେ । ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଧଳା ମନ୍ଦାର ଫୁଲ ପ୍ରତେକ ଦେବା ଦେବୀ ଙ୍କୁ ଚଢା ଯାଇଥାଏ । ଧଳା ମନ୍ଦାର ଫୁଲ ବହୁତ କମ ଦେଖିବାକୁ ମିଳିଥାଏ । ଧଳା ମନ୍ଦାର ଫୁଲ ଦେବୀଙ୍କର ବହୁତ ପ୍ରିୟ ହୋଇଥାଏ । ଭଗବାନ ଶିବ ଙ୍କୁ ମନ୍ଦାର ଫୁଲ ବହୁତ ପ୍ରିୟ ହୋଇଥାଏ । ଧଳା ମନ୍ଦାର ଫୁଲ କୁ ତାନ୍ତ୍ରିକ କାର୍ଯ୍ୟ ରେ ବ୍ୟବହାର କରା ଯାଇଥାଏ ।

ପ୍ରାୟତଃ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନାନ୍ତର ଦେଖା ଯାଇଥାଏ । ମନାନ୍ତର ଏତେ ବଢି ଯାଇଥାଏ କି ସ୍ଵାମୀ ସ୍ତ୍ରୀ ଉଭୟ ପରସ୍ପର ଠାରୁ ଦୂରେଇ ରହିଥାନ୍ତି । ଏହି କ୍ଷେତ୍ରରେ ଧଳା ମନ୍ଦାର ଫୁଲ ର ବ୍ୟବହାର ବହୁତ କାମରେ ଆସିଥାଏ । ଏଥିପାଇଁ ଚନ୍ଦ୍ରଗ୍ରହଣ ସମୟରେ ଧଳା ମନ୍ଦାର ଫୁଲର ଚେର ସ୍ଵାମୀ ସ୍ତ୍ରୀ ଙ୍କ ହାତ ରେ ବନ୍ଧାଯାଏ ତେବେ ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହୋଇଥାଏ ।

ଅଧିକ ମନାନ୍ତର କୌଣସି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିଲେ ଚନ୍ଦ୍ରଗ୍ରହଣ ସମୟରେ ଧଳା ମନ୍ଦାର ଫୁଲ ର ଚେର ଅଭିମନ୍ତ୍ରିତ କରି ବନ୍ଧା ଗଲେ ଏହା ଦୂର ହୋଇଥାଏ । ଏହି ଫୁଲ ଚନ୍ଦ୍ରଗ୍ରହଣ ସମୟରେ ଅଣାଯାଏ ତେବେ ବହୁତ ଶୁଭ ଫଳ ମିଳିଥାଏ । ଘରେ ଶାନ୍ତି ସୁଖ ସମୃଦ୍ଧି ଆସିଥାଏ । ଏହି ଉପାୟ ଟି କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ରେ ଥିବା ସବୁ ସମସ୍ଯା ଦୂର ହୋଇଥାଏ ।

ତେବେ ଧଳା ମନ୍ଦାର ଫୁଲ କେବଳ ଠାକୁର ପୂଜା ରେ ନୁହେଁ ବରଂ ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ଯା ଦୂର କରିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ । ତେବେ ଏହି ଉପାୟ ଟି ଆପଣେଇଲେ ମଣିଷ ଜୀବନରେ ନିଶ୍ଚୟ ସୁଖ ସମୃଦ୍ଧି ଆସିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *