ଏହି 5 ଟି ନାମର ଲୋକ ମହାଦେବଙ୍କର ସବୁଠାରୁ ନିକଟ ଲୋକ ହୋଇଥାନ୍ତି… Astrology

ବନ୍ଧୁଗଣ ଦେବ ଦେବ ମହାଦେବ ଲୋକଙ୍କ ଉପରେ ଯେତେ ଶୀଘ୍ର କ୍ରୋଧିତ ହୋଇଥାନ୍ତି । ସେତିକି ଶୀଘ୍ର ପ୍ରଭୁ ଭୋଳାଶଙ୍କର ତାଙ୍କ ଭକ୍ତର ଭକ୍ତି ଦେଖି ତା’ ଉପରେ ପ୍ରସନ୍ନ ମଧ୍ୟ ହୋଇଯାଇଥାନ୍ତି । ହେଲେ ପ୍ରଭୁ ଶିବଶଙ୍କର ଅଧିକ ସମୟ ହିଁ ତାଙ୍କ ଭକ୍ତ ଉପରେ ପ୍ରସନ୍ନ ଚିତ୍ତରେ ରହିଥାନ୍ତି । ଯେଉଁ ଭକ୍ତ ସଚ୍ଚା ମନରେ ପ୍ରଭୁ ଶିବଙ୍କର ଆରାଧନା କରିଥାଏ । ସେହି ସବୁ ଲୋକଙ୍କୁ ପ୍ରଭୁ କେବେ ମଧ୍ୟ ନିରାଶ ହୋଇବାକୁ ଦିଅନ୍ତି ନାହିଁ । ପ୍ରଭୁ ସବୁବେଳେ ନିଜ ଭକ୍ତଙ୍କ ସହିତ ରହିଥାନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି 5 ଟି ନାମ ବିଷୟରେ କହିବାକୁ ଯାଉଛୁ । ଯେଉଁ ଲୋକ ପ୍ରଭୁ ଶିବଶଙ୍କରର ଅଂଶ ହୋଇଥାନ୍ତି ବୋଲି କୁହାଯାଇଥାଏ । ତେବେ ସେହି 5 ଟି ନାମର ବ୍ୟକ୍ତିବିଶେଷଙ୍କ ବିଷୟରେ ଚାଲନ୍ତୁ ଏଠାରେ ଆଜି ଆଲୋଚନା କରିବା । ଆଜି ଆମେ ଆପଣଙ୍କୁ ଯେଉଁ 5 ଟି ନାମର ଲୋକଙ୍କ ବିଷୟରେ କହିବାକୁ ଯାଉଛୁ । ସେମାନଙ୍କର କିଛି ଭଲ ଗୁଣ ଯୋଗୁ ଏମାନେ ସବୁ ପ୍ରଭୁ ଶିବଙ୍କର ଅଂଶ ବୋଲି ସେମାନଙ୍କୁ କୁହାଯାଇଥାଏ ।

A; – ଏହି ଅକ୍ଷରରୁ ଯେଉଁ ଲୋକଙ୍କର ନାମ ଆରମ୍ଭ ହୋଇଥାଏ । ସେହି ଲୋକ ପ୍ରଭୁ ଶିବଙ୍କର ବହୁତ ହିଁ ଖାସ୍ ଅଟନ୍ତି । ପ୍ରଭୁ ସବୁବେକେ ଏହି ଲୋକ ମାନଙ୍କୁ ଖରାପ ଶକ୍ତି ଠାରୁ ବଞ୍ଚାଇ ରଖିଥାନ୍ତି । ଏମାନଙ୍କ ଉପରେ କୌଣସି ଖରାପ ଶକ୍ତିର ଛାୟା ପଡିବାକୁ ପ୍ରଭୁ ଶିବଶଙ୍କର ଦେଇନଥାନ୍ତି । ତେଣୁ ଏହି ଲୋକ ମାନେ ପ୍ରଭୁଙ୍କର ବହୁତ ପ୍ରିୟ ହୋଇଥାନ୍ତି ।

R; – ଏହି ଅକ୍ଷରରୁ ଯେଉଁ ଲୋକଙ୍କର ନାମ ଆରମ୍ଭ ହୋଇଥାଏ । ସେହି ଲୋକ ମାନଙ୍କୁ ପ୍ରଭୁ ଭୋଳାଶଙ୍କରର ପାଖ ଲୋକ ବୋଲି ମାନାଯାଇଥାଏ । ସବୁ କ୍ଷେତ୍ରରୁ ପ୍ରଭୁ ଏହି ଲୋକ ମାନଙ୍କୁ ସାହାଜ୍ଯ କରିଥାନ୍ତି ।

D; – ଏହି ଅକ୍ଷରରୁ ଯେଉଁ ଲୋକଙ୍କର ନାମ ଆରମ୍ଭ ହୋଇଥାଏ । ସେହି ଲୋକମାନେ ମଧ୍ୟ ପ୍ରଭୁ ଭୋଲେନାଥଙ୍କର ଅତି ପ୍ରିୟ ଲୋକ ହୋଇଥାନ୍ତି । ଏହି ଲୋକ ମାନଙ୍କର ସବୁ ପରିସ୍ଥିତିରେ ପ୍ରଭୁ ଶିବ ତାଙ୍କ ସାଥିରେ ରହିଥାନ୍ତି ।

P; – ଏହି ଅକ୍ଷରରୁ ଯେଉଁ ଲୋକଙ୍କର ନାମ ଆରମ୍ଭ ହୋଇଥାଏ । ଏହି ଲୋକଙ୍କ ଉପରେ ପ୍ରଭୁ ଶିବଶଙ୍କର ଅତ୍ୟନ୍ତ ପ୍ରସନ୍ନ ରହିଥାନ୍ତି । ଏହି ନାମର ଲୋକେ ପ୍ରଭୁ ଶିବଙ୍କ ଠାରୁ ଦୂରେଇ ରହିବାକୁ ପସନ୍ଦ କରିନଥାନ୍ତି । ତେଣୁ ପ୍ରଭୁଙ୍କର ଆଶ୍ରୀବାଦ ସଦା ସର୍ବଦା ଏମାନଙ୍କ ଉପରେ ବନିରହିଥାଏ ।

V; – ଏହି ଅକ୍ଷରରୁ ଯେଉଁ ଲୋକଙ୍କର ନାମ ଆରମ୍ଭ ହୋଇଥାଏ । ଏହି ଲୋକ ମାନଙ୍କୁ ଖୁସିରେ ରଖିବା ପାଇଁ ପ୍ରଭୁ ଶଙ୍କର ସବୁବେଳେ ଚାହିଁଥାନ୍ତି । କାରଣ ଏହି ନାମର ଲୋକମାନଙ୍କର ହୃଦୟ ଅତ୍ୟନ୍ତ ସ୍ବଚ୍ଛ ଓ ନିର୍ମଳ ସ୍ଵଭାବର ହୋଇଥାଏ । ଯେଉଁ କାରଣରୁ ଏମାନେ ପ୍ରଭୁ ଶିବଶଙ୍କରର ପ୍ରିୟ ହୋଇପାରିଥାନ୍ତି ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, ଶେୟାର କରିବା ସହ କମେଣ୍ଟରେ ହର ହର ମହାଦେବ ଲେଖିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *