ଏହି 5 ଟି ନାମ ଥିବା ପୁରୁଷ ଜନ୍ମରୁ ହିଁ କୋଟିପତି ହେବାର ଭାଗ୍ୟ ନେଇକି ଆସିଥାନ୍ତି, Chanaky Niti

ଏହି ନାମ ଥିବା ପୁରୁଷ ମାନେ ଜନ୍ମରୁ ହିଁ ମାଲିକ ବନିବାର ଭାଗ୍ୟ ନେଇକି ଆସିଥାନ୍ତି ! ବନ୍ଧୁଗଣ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ଜିଏକି ନିଜର ନୀତି ନିୟମ ଦ୍ଵାରା ଚନ୍ଦ୍ରଗୁପ୍ତଙ୍କୁ ରାଜାଙ୍କ ସିଂହାସନରେ ବସାଇ ଦେଇଥିଲେ । ତେବେ ସେହି ଚାଣକ୍ୟ ନିଜ ଗ୍ରନ୍ଥରେ ମାନବ ସମାଜର କଲ୍ଯାଣ ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ ଉପଦେଶ କଥା ବର୍ଣ୍ଣନା କରିଛନ୍ତି । ଚାଣକ୍ୟ ଗ୍ରନ୍ଥରେ ଏଭଳି 5 ନାମର ପୁରୁଷଙ୍କ ବିଷୟରେ କୁହାଯାଇଛି । ଯେଉଁ ମାନେ ଜନ୍ମରୁ ହିଁ ଧନୀ ବନିବାର ଭାଗ୍ୟ ନିଜ ସାଥିରେ ନେଇକି ଆସିଥାନ୍ତି ।

1- ଯେଉଁ ପୁରୁଷଙ୍କ ନାମ c ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ଚାକିରୀ ଅପେକ୍ଷା ନିଜ ବିଜିନେସ୍ କରିବାରେ ଅଧିକ ସଉକୀ ରଖିଥାନ୍ତି । ଏମାନେ ଅନ୍ୟ ପାଖରେ ରହି କାମ କରିବାରେ ପସନ୍ଦ ଜମାରୁ ବି କରନ୍ତି ନାହିଁ । ଏମାନଙ୍କର ଏହି ଗୁଣ କାରଣରୁ ଏମାନେ କେଉଁଠାରେ ଚାକିରୀ କରିପାରନ୍ତି ନାହିଁ । ନିଜର ଛୋଟ ହେଉ ଅବା ବଡ ବ୍ୟବସାୟ ବା ଅନ୍ୟ କିଛି କାମ ଆରମ୍ଭ କରି ନିଜ କାମର ନିଜେ ମାଲିକ ହେବାର ସୌକ ଏମାନଙ୍କ ପାଖରେ ବହୁତ ଅଧିକ ଥାଏ ।

2- ଯେଉଁ ପୁରୁଷର ନାମର ପ୍ରଥମ ଅକ୍ଷର h ଅକ୍ଷରରୁ ଆରମ୍ଭ ହୋଇଥାଏ । ଏମାନେ ଅଧିକରୁ ଅଧିକ ଧନ ପାଇବାର ଆଶାରେ ସବୁବେଳେ ରହିଥାନ୍ତି । ଏମାନେ କିନ୍ତୁ ନିଜ ପରିଶ୍ରମ ବଳରେ ଧନୀ ହେବାର ଇଛା ରଖିଥାନ୍ତି । ତେଣୁ ସେମାନେ ନିଜର ପସନ୍ଦ ମୁତାବକ କୌଣସି କାମ ଅଥବା କାରବାର ଆରମ୍ଭ କରି ସେଥିରେ ଲାଭବାନ ହେବାର ଇଛା ରଖିଥାନ୍ତି ।

3- m ଅକ୍ଷରରୁ ଯେଉଁ ପୁରୁଷର ନାମ ଆରମ୍ଭ ହୋଇଥାଏ । ଏମାନେ ବୁଦ୍ଧିମାନ ହେବା ସହ ଚତୁର ମଧ୍ୟ ହୋଇଥାନ୍ତି । ଏମାନେ ନିଜର ଯେଉଁ କାର୍ଯ୍ୟ ବି ଆରମ୍ଭ କରନ୍ତୁ । ତାହାକୁ ପୁରା ତଦାରଖ କରି ଟିକିନିକୀ ଦେଖି ଚାହିଁ ଭଲ ଭାବେ କରିଥାନ୍ତି । ଏମାନେ ନିଜକୁ ସବୁବେଳେ ମାଲିକ ଭାବନ୍ତି । ତେଣୁ ଅନ୍ୟର ଅଣ୍ଡରରେ ରହି କାମ କରିବା ଅପେକ୍ଷା ନିଜେ କିଛି କାମ କରି ସେଥିରୁ ଅଧିକରୁ ଅଧିକ ଫାଇଦା ବାହାର କରି ଧନୀ ହୋଇଥାନ୍ତି ।

4- ଯେଉଁ ବ୍ୟକ୍ତି ନାମର ପ୍ରଥମ ଅକ୍ଷର s ଅକ୍ଷରରୁ ଆରମ୍ଭ ହୋଇଥାଏ । ଏମାନେ ଧନବାନ ହେବାର ଭାଗ୍ୟ ନିଜ ସାଥିରେ ନେଇ ଜନ୍ମ ହୋଇଥାନ୍ତି । ଏମାନଙ୍କ ପାଖରେ ଛୋଟ ବେଳରୁ ହିଁ ଭଲ ଲିଡରସିପ ନେବାର ଦକ୍ଷତା ରହିଥାଏ । ବହୁତ କମ୍ ବର୍ଷ ବୟସରୁ ଏମାନେ ନିଜ ପାଖରେ ଅଧିକରୁ ଅଧିକ ଟଙ୍କା ସଞ୍ଚୟ କରି ନିଜର କିଛି ବଡ ବ୍ୟବସାୟ ଆରମ୍ଭ କରିବାକୁ ସ୍ଵପ୍ନ ଦେଖନ୍ତି । ସେହି ସ୍ଵପ୍ନକୁ ମଧ୍ୟ ବହୁତ ଶୀଘ୍ର ପୁରା କରିଥାନ୍ତି ।

5- v ଅକ୍ଷରରୁ ଆରମ୍ଭ ହୋଇଥିବା ନାମର ଲୋକଙ୍କ ମାଇଣ୍ଡ ବହୁତ ତେଜ ହୋଇଥାଏ । ଏମାନେ ଚାକିରୀ ହେଉ ଅବା ବିଜିନେସ୍ କରି ଧନୀ ହେବା ପାଇଁ ଇଛା କରିଥାନ୍ତି । ଏମାନଙ୍କ କଠିନ ପରିଶ୍ରମ ବଳରେ ବହୁତ ଶୀଘ୍ର ଧନବାନ ମଧ୍ୟ ହୋଇଯାଇଥାନ୍ତି ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

 

Leave a Reply

Your email address will not be published. Required fields are marked *