ଅପାମାର୍ଗ ଗଛର ଚେର କୋଟିପତି କରିଥାଏ, 24 ଘଣ୍ଟାରେ ଭାଗ୍ୟ ଚମକିବ, Apamarg

ବନ୍ଧୁଗଣ ଆପଣ ଅପମାର୍ଗ ଗଛ ବିଷୟରେ କେଉଁଠାରେ ଶୁଣିବାକୁ ବା ଦେଖିବାକୁ ପାଇଥିବେ । ଅନେକ ଲୋକଙ୍କ ଘର ପାଖରେ ଏହି ଗଛ ଥିଲେ ମଧ୍ୟ ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରିଦେଇଥାନ୍ତି । ହେଲେ ଏହି ଗଛ କୌଣସି ସାଧାରଣ ଗଛ ନୁହେଁ । ଏଥିରେ ଅନେକ ଗୁଣ ରହିଛି । ଆଧ୍ୟାତ୍ମିକ ତଥା ତାନ୍ତ୍ରିକ ଗୁଣ ସବୁ ଏହି ଅପମାର୍ଗ ଗଛରେ ରହିଛି । ତେବେ ଏହି ଗଛର ଫାଇଦା ବିଷୟରେ ଏଠାରେ ଆଜି ଜାଣନ୍ତୁ ।

1- ଯେଉଁ ଲୋକଙ୍କ ମାଢିରେ ଦରଜ ଅନୁଭୂତ ହେଉଥାଏ । ବା ଦାନ୍ତ ସହ ଜଡିତ କୌଣସି ସମସ୍ଯା ରହିଥାଏ । ତେବେ ଏହି ଅପମାର୍ଗର ବ୍ୟବହାର କରି ଆପଣ ନିଜ ଦାନ୍ତକୁ ସୁନ୍ଦର ଓ ସୁସ୍ଥ ବନାଇ ପାରିବେ । କାରଣ ଅପମାର୍ଗ ଗଛର ଆୟୁର୍ଭେଦିକ ଗୁଣ ମଧ୍ୟ ରହିଛି । ଆପଣ ଅପମାର୍ଗ ଗଛର ମୂଳକୁ ନେଇ 1 ମାସ ପର୍ଯ୍ୟନ୍ତ ନିଜ ଦାନ୍ତର ମାଢିରେ ଘଷନ୍ତୁ । ତାପରେ ଏହାର ରେଜଲ୍ଟ ଆପଣ ନିଜେ ଦେଖିବାକୁ ପାଇବେ ।

2- ଅନେକ ଲୋକ ଆଣ୍ଠୁ ଗଣ୍ଠି ଯନ୍ତ୍ରଣାରେ ପୀଡିତ ହୋଇ ବର୍ଷ ବର୍ଷ ଧରି ସମସ୍ଯା ଭୋଗ କରୁଛନ୍ତି । ବହୁ କଷ୍ଟର ମଧ୍ୟ ସାମ୍ନା କରୁଛନ୍ତି । ଆପଣ ଅପମାର୍ଗ ଗଛର ମୂଳକୁ ଆଣି ତାହାକୁ ଖରାରେ ଶୁଖାଇ ଦିଅନ୍ତୁ । ତାପରେ ତାହାକୁ ପାଉଡର ବନାଇ ଦିଅନ୍ତୁ । ସେହି ପାଉଡରକୁ ସୋରିଷ ତେଲରେ ଗୋଳାଇ ଆଣ୍ଠୁ ଗଣ୍ଠି ବା ଦରଜ ଅନୁଭୂତ ହେଉଥିବା ସ୍ଥାନରେ ଲଗାନ୍ତୁ । ଦେଖିବେ ବହୁତ ଜଲ୍ଦି ଆପଣଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତି ମିଳିବ ।

3- ଟଙ୍କାର ମହତ୍ଵ ଆମ ସମସ୍ତଙ୍କ ଜୀବନରେ ବହୁତ ଅଧିକ ରହିଥାଏ । ତେବେ ବ୍ୟବସାୟ, ବାଣିଜ୍ୟ କରୁଥିବା ଲୋକ ବା କୌଣସି ମାର୍ଗରୁ ତାଙ୍କ ରୋଜଗାର କରି ଟଙ୍କା କମାଇବାକୁ ଚାହୁଁଥିବା ଲୋକ ଅପମାର୍ଗ ଗଛର ଏହି ତାନ୍ତ୍ରିକ ଉପାୟଟି କରି ଦେଖନ୍ତୁ । ଶୁକ୍ରବାର ଦିନ ଏହି ଗଛର ବୀଜ ଅର୍ଥାତ ତାହାର ଫୁଲକୁ ଛିଡାଇ ନେଇ ଆସନ୍ତୁ । ତାପରେ ତାହାକୁ ତୋଳି ଆଣି ଏକ ନାଲି କପଡାରେ ତାହାକୁ ଥୋଇ ତାପରେ ଟିକିଏ ସିନ୍ଦୁର ଲଗାଇ ଦିଅନ୍ତୁ ।

ତାପରେ ତାହାକୁ ସେହି ନାଲି କପଡାରେ ଗୁଡାଇ ନିଜ ବେପାର କରୁଥିବା ସ୍ଥାନର ଟଙ୍କା ରଖୁଥିବା ଜାଗା ବା ଆପଣଙ୍କ ଟଙ୍କା ରଖୁଥିବା କୌଣସି ଏକ ସ୍ଥାନରେ ସୁରକ୍ଷିତ ଭାବେ ରଖନ୍ତୁ । ଏହି ଉପାୟକୁ ସଠିକ ଭାବେ ମନରେ ବିଶ୍ବାସ ରଖି କରିବା ଦ୍ଵାରା ଏହା ବହୁତ ଭଲ ଫଳ ଦେଇଥାଏ । ସେହି ବ୍ୟକ୍ତିର ଦିନକୁ ଦିନ ଟଙ୍କା କ୍ଷେତ୍ରରେ ଉନ୍ନତି ହୋଇଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *