ସ୍ତ୍ରୀ ର ଏହି ଗୋଟିଏ ଭୁଲ୍ ପାଇଁ ସ୍ୱାମୀ ସବୁବେଳେ ଅସୁବିଧାରେ ପଡ଼ିଥାନ୍ତି… Baya Gita Tips

ହିନ୍ଦୁ ଧର୍ମର ସଂସ୍କୃତି ଅନୁସାରେ ପ୍ରତ୍ଯେକ ମହିଳା ବିବାହ ପରେ ନିଜ ଗୋଡରେ ଗୋଡ ମୁଦି ପିନ୍ଧିଥାନ୍ତି । ଗୋଡର ଆଙ୍ଗୁଠିର ଗୋଡ ମୁଦି ପିନ୍ଧିବା ଦ୍ଵାରା ସ୍ଵାମୀର ମଙ୍ଗଳ ହେବା ସହ ସ୍ଵାମୀର ବହୁତ ଉନ୍ନତି ହୋଇଥାଏ । ଏଥିସହ ଗୋଡମୁଦି ପିନ୍ଧିବା ଦ୍ଵାରା ମହିଳାଙ୍କର ଶାରୀରିକ ଓ ମାନସିକ ମଧ୍ୟ ସୁସ୍ଥ ରହିବା ଭଳି କିଛି ଫାଇଦା ମଧ୍ୟ ସେମାନଙ୍କୁ ହୋଇଥାଏ । ସେଥିପାଇଁ ବିବାହ ପରେ ସବୁ ବିବାହିତା ମହିଳା ଗୋଡରେ ଗୋଡ ମୁଦି ଧାରଣ କରିଥାନ୍ତି ।

ହେଲେ ଯଦି ମହିଳା ମାନେ ଏହି ଗୋଡମୁଦି ପିନ୍ଧିବାର ଠିକ ନିୟମ ବିଷୟରେ ଅବଗତ ନଥିବେ । ତେବେ ଗୋଡମୁଦି ପିନ୍ଧିବା ଦ୍ଵାରା ତାଙ୍କର ଫାଇଦା ହେବା ବଦଳରେ ଓଲଟା କ୍ଷତି ହୋଇଥାଏ । ତେବେ ଗୋଡମୁଦି ପିନ୍ଧିବାର ନିୟମ ବିଷୟରେ ଜାଣନ୍ତୁ ।

1- ଗୋଡମୁଦିକୁ ଭଲ ଭାବେ ପିନ୍ଧନ୍ତୁ । ଯେପରି ସେ ବାରମ୍ବାର ଗୋଡରୁ ବାହାରି ପଡୁନଥିବ । କାରଣ ଗୋଡମୁଦିକୁ ଢିଲା ଭାବେ ପିନ୍ଧିବା ଦ୍ଵାରା ସ୍ଵାମୀ ସବୁବେଳେ କିଛି ନା କିଛି ଅସୁବିଧା ଘେରରେ ପଡିଥାନ୍ତି । ଏହାଛଡା ସ୍ଵାମୀଙ୍କର ଧାର କରଜ ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଠିକ ଭାବେ ଗୋଡ ମୁଦି ପିନ୍ଧିବା ଦ୍ଵାରା ସ୍ଵାମୀଙ୍କର ମଙ୍ଗଳ ହୋଇଥାଏ ।

2- ନିଜର ପିନ୍ଧା ଗୋଡମୁଦିକୁ କେବେବି ଅନ୍ୟକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ । କାରଣ ନିଜର ପିନ୍ଧା ଗୋଡମୁଦିକୁ ଅନ୍ୟ କାହାକୁ ପିନ୍ଧିବାକୁ ଦେବା ଦ୍ଵାରା ଅସମୟରେ ରୋଗବେମାରୀ ଘରକୁ ଆସିଯାଇଥାଏ । ପରିବାର ସଦସ୍ୟଙ୍କ ମଧ୍ୟ ସ୍ଵାସ୍ଥବସ୍ତା ଖରାପ ରହିଥାଏ ।

3- ତମ୍ବା ଧାତୁରୁ ପ୍ରସ୍ତୁତ ତମ୍ବାର ଗୋଡମୁଦିକୁ କେବେ ମଧ୍ୟ ପିନ୍ଧନ୍ତୁ ନାହିଁ । ନଚେତ ଏହି ମୁଦି ଗୋଡରେ ପିନ୍ଧିବା ଦ୍ଵାରା ପିଲା ହେବା ସମୟରେ ବହୁ ଅସୁବିଧାର ସାମ୍ନା ସେହି ମହିଳାଙ୍କୁ କରିବାକୁ ପଡିଥାଏ । ଏପରିକି ଫଟା କି ଭାଙ୍ଗିଯାଇଥିବା ଗୋଡମୁଦିକୁ ମଧ୍ୟ କେବେବି ଗୋଡରେ ପିନ୍ଧନ୍ତୁ ନାହିଁ । ନଚେତ ଏହା ବହୁତ ଅଶୁଭ ହୋଇଥାଏ । ତେଣୁ ଗୋଡରେ ସବୁବେଳେ ଭଲ ଗୋଡମୁଦି ପିନ୍ଧନ୍ତୁ । ଯେପରି ଆପଣଙ୍କର ଓ ଆପଣଙ୍କ ପରିବାର ସବୁବେଳେ ମଙ୍ଗଳ ହେବ ।

4- ଗୋଡମୁଦି ପିନ୍ଧିବାର ସବୁଠାରୁ ଫାଇଦାଜନକ କଥାଟି ହେଉଛି । ଗୋଡମୁଦି ପିନ୍ଧିବା ଦ୍ଵାରା ତାହା ମହିଳାର ଗର୍ଭାଶୟକୁ ନିୟନ୍ତ୍ରଣ କରିବା ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରି ରଖିଥାଏ । ଏଥିସହ ଏହା ମହିଳାଙ୍କ ମନକୁ ଶାନ୍ତ ମଧ୍ୟ ରଖିଥାଏ । ପ୍ରତ୍ଯେକ ମହିଳା ବିବାହ ପରେ ନିହାତି ଭାବେ ଗୋଡରେ ଗୋଡମୁଦି ପିନ୍ଧିବା ଆବଶ୍ୟକ ହୋଇଥାଏ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *