ବନ୍ଧୁଗଣ ସବୁ ଝିଅ ମାନଙ୍କର ଏହି ସ୍ଵପ୍ନ ଥାଏ କି ସେମାନଙ୍କ ଜୀବନରେ ଏପରି ପୁଅ ଆସୁ ଯିଏ ତାକୁ ଦୁନିଆର ସବୁ ଖୁସି ଦେବ । ତା ସହ ସେ ସାରା ଜୀବନ ଖୁସିରେ କଟାଇବ । କିନ୍ତୁ ଅନେକ ସମୟରେ ଝିଅ ମାନେ ପୁଅ ମାନଙ୍କୁ ଚିହ୍ନିବାରେ ଭୁଲ କରି ଦେଇଥାନ୍ତି । ଏହା ପରେ ବାହାଘର ପରେ ହଇରାଣ ହୋଇଥାନ୍ତି । ଦାମ୍ପତ୍ୟ ଜୀବନରେ ସମସ୍ଯା ସେତେବେଳେ ଆସେ ଯେବେ ପୁଅର ପ୍ରକୃତି ଠିକ ନ ଥିବ । ପୁଅ ନିଜର ସମ୍ପର୍କକୁ ନେଇ ସିରିଏସ ନ ଥିବ ତେବେ ଏଭଳି ପୁଅଙ୍କୁ ଠାରୁ ଝିଅ ମନେ ଦୂରେଇ ରହିବା ଆବଶ୍ୟକ । ଆଜି ଆମେ ଜାଣିବା ସେହି ପୁଅଙ୍କ ବିଷୟରେ ଯେଉଁ ମାନଙ୍କୁ ବିବାହ କରିଲେ ଝିଅ ମନେ ଦୁଃଖ ରେ ରହିଥାନ୍ତି ।
1- C ନାମର ପୁଅ : ଏହି ନାମର ପୁଅ ମନେ ନିଜ ରାଗ ଉପରେ କାବୁ କରିପାରନ୍ତି ନାହିଁ । ଯେବେ ଏମାନଙ୍କ ମୁଣ୍ଡ ଟିକେ ଖରାପ ହୋଇଯାଏ ସେତେବେଳେ ନିଜ ରାଗ ସ୍ତ୍ରୀ ଉପରେ ସୁଝାଇଥାନ୍ତି । ଏହି ନାମର ବ୍ୟକ୍ତି ସନ୍ଦେହ ଜନକ ହୋଇଥାନ୍ତି । ଏମାନେ ସର୍ବଦା ନିଜ ସ୍ତ୍ରୀଙ୍କୁ ସନେଧ କରିଥାନ୍ତି ।
2- K ନାମର ପୁଅ : ଯେଉଁ ପୁଅ ମାନଙ୍କର ନାମର ପ୍ରଥମ ଅକ୍ଷର ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କର ଦୁଇଟି ବ୍ୟକ୍ତିତ୍ବ ଥାଏ । ପ୍ରଥମ ହେଉଛି ଏମାନେ ଦୁନିଆ ଆଗରେ ବହୁତ ଭଲ ଦେଖାଇ ହୁଅନ୍ତି । ଅନ୍ୟ ଟି ସମୟ ସୀମାରେ ଏମାନେ ନିଜର ଅସଲ ଚେହେରା ଦେଖାଇଥାନ୍ତି । ଏମିତି ରେ ଏମାନଙ୍କ ସ୍ତ୍ରୀ ବହୁତ କମ ସମୟ ପାଇଁ ଖୁସି ରେ ରହିଥାନ୍ତି ।
3- P ନାମର ପୁଅ : ଏହି ନାମର ରୁ ଆରମ୍ଭ ହେଉଥିବା ପୁଅ ମାନେ ନିଜ ସ୍ତ୍ରୀ ଙ୍କୁ ସବୁବେଳେ ନିଚା ଦେଖାଇଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ କୌଣସି ସ୍ଵାଧୀନତା ଦିଅନ୍ତି ନାହିଁ । ଏମାନଙ୍କର ରାଗ ବହୁତ ଅଧିକ ହୋଇଥାଏ । କେବେ କେବେ ରାଗରେ ଏମାନେ ନିଜ ସ୍ତ୍ରୀ ଙ୍କ ଉପରକୁ ହାତ ମଧ୍ୟ ଉଠାଇ ଦେଇଥାନ୍ତି ।
4- M ନାମର ପୁଅ : ଏହି ନାମର ପୁଅ ମାନେ ବାହାଘର ପରେ ନିଜ ସ୍ତ୍ରୀ ଙ୍କୁ ସମୟ ଦିଅନ୍ତି ନାହିଁ । ଏମାନଙ୍କର ପ୍ରେମ ବାହାଘର ପରେ ଫିକା ପଡି ଯାଇଥାଏ । ଏମାନଙ୍କୁ ନିଜ ସ୍ତ୍ରୀ ଅପେକ୍ଷା ନିଜ କାମ ଓ ଅନ୍ୟ ମାନଙ୍କ ଉପରେ ଅଧିକ ଆଗ୍ରହ ଥାଏ । ଏମାନେ ନିଜ ସ୍ତ୍ରୀ କୁ ବାହାଘର ପରେ ଅଣଦେଖା କରିଥାନ୍ତି । ଏମାନେ ନିଜ ସ୍ତ୍ରୀ ଙ୍କୁ ସେତିକି ଭଲ ପାଇବା ଦେଇ ନ ଥାନ୍ତି ଯେତିକି ସେମାନଙ୍କ ସ୍ତ୍ରୀ ଆଶା ରଖିଥାନ୍ତି ।
5- A ନାମର ପୁଅ : ଯେଉଁ ବ୍ୟକ୍ତିଙ୍କର ନାମର ପ୍ରଥମ ଅକ୍ଷର A ରୁ ଆରମ୍ଭ ହୋଇଥାଏ ଏମାନେ ଅଲଗା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ଜୀବନରେ କେବେ ବି ଗୋଟେ ଝିଅ ସହ ରହିବାକୁ ପସନ୍ଦ କରନ୍ତି ନାହିଁ । ବାହାଘର ପରେ ଏମାନେ ଅନ୍ୟ ଝିଅ ଉପରେ ଖରାପ ନଜର ପକାଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।