Bollywoodର ଏହି ସବୁ ଫେମସ ଅଭିନେତ୍ରୀ ଯିଏ ମା’ ହେବା ପରେ Film ଦୁନିଆକୁ କରିଲେ ଅଲବିଦା

ଆମ ଦେସରେ ଅଧିକ ଦୁଇଟି ଜିନଶାଚାଲି ଥାଏ ଗୋଟେ କ୍ରିକେଟ ଓ ଅନ୍ୟ ଟି ହେଉଛି ଚଳଚିତ୍ର । ଯଦି ଆମେ ଦେଖିବା ତ ଜାଣି ପାରିବା କି ଆମ ଦେଶରେ ଥିବା ଅଭିନେତା ଅଭିନେତ୍ରୀ ମାନେ କେବଳ ଭାରତ ନୁହେଁ ବରଂ ଭାରତ ବାହାରେ ମଧ୍ୟ ଖୁବ ଭଲ ପରିଣାମ ପାଇ ଛନ୍ତି ।

ତେବେ କିଛି ଜଣ ଅଭିନେତ୍ରୀ ନିଜର ବୟଶ ର ସୀମା କୁ ଖୁବ ଭଲ ଭାବେ ଛାପି ପାରିଛନ୍ତି ଓ ଅନେକ ସମୟ ପାଇଁ ଚଳଚିତ୍ର ହେଉ କିମ୍ବା ସିରିୟାଲ ଦୁନିଆରେ ନିଜକୁ ସକ୍ରିୟ ରଖିବା ରେ ସଫଳ ମଧ୍ୟ ହୋଇ ଛନ୍ତି । ଯଦି ଆମେ କିଛି ଏଭଳି ଅଭିନେତ୍ରୀ ଙ୍କୁ ଦେଖିବା କି ଯେଉଁ ମାନେ ବିବାହ ପରେ ନିଜର କ୍ଯାରିୟର କୁ ଛାଡି ଦେଇଛନ୍ତି ଓ ନିଜକୁ ଏକ ଭଲ ମା ଓ ଭଲ ଗୃହିଣୀ ଭାବେ ପରିଚିତ କରିଛନ୍ତି ।

ଯଦି ଆମେ ଦେଖିବା ତ ଅନେକ ଅଭିନେତ୍ରୀ ଯେଉଁ ମାନେ ବିବାହ ପରେ କେବଳ ନିଜ ପରିବାର ଓ ନିଜ ପିଲାର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି ଆହୁରି କିଛି ଜଣ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ପିଲା ଓ ଘର ଥିବା ସତ୍ବେ ନିଜକୁ ଏହି ପରଦାରେ ସକ୍ରିୟ ରଖିଛନ୍ତି । ତେବେ ଆଜି ଆମେ ଆଜି କହିବା ପାଇଁ ଯାଉଛୁ କି କେଉଁ ଅଭିନେତ୍ରୀ ମାନେ ବିବାହ ପରେ ଆଉ ଏହି ଦୁନିଆ କୁ ଫେରି ନାହାଁନ୍ତି ।

ଏହି ଅଭିନେତ୍ରୀ ମାନେ ଦିନେ ସୁପର ଷ୍ଟାର ଥିଲେ ମାତ୍ର ସେମାନେ ଆଜି ଏହି ଦୁନିଆରୁ ଖୁବ ଦୂରରେ । ପ୍ରଥମ ନା ଆସେ ଟ୍ଵିଙ୍କିଲ ଖନ୍ନା ର ସେ ବିବାହ କରିଥିଲେ 2001 ରେ ଏହା ପରେ ସେ ଆଉ ଚଳଚିତ୍ର ଜଗତକୁ ଆସି ନାହାଁନ୍ତି ସେ ଏହା ଆଗରୁ ଅନେକ ସୁପର ଷ୍ଟାର ମାନଙ୍କ ସହ ଚଳଚିତ୍ର କରିଥିଲେ । ସେ ଏବେ ଦୁଇଟି ସନ୍ତାନଙ୍କ ମା । ଏହା ପରେ ସୋନାଲେ ବିନ୍ଦ୍ରେ ସେ ସେ ପ୍ରଯୋଜକ ଗୋଲଡି ଙ୍କୁ ବିବାହ କରିବା ପରେ ଆଉ ଜମାରୁ ଚଳଚିତ୍ର ଦୁନିଆ କୁ ଆସି ନଥିଲେ ସେ ନିଜ ପୁଅ କୁ ସମୟ ଦେବା ରେ ନିଜକୁ ବ୍ୟସ୍ତ ରଖିଥିଲେ ।

ଏହା ପରେ ସେ ବାବିତା କପୂର ସେ ତାଙ୍କ ସମୟର ସେ ଖୁବ ଭଲ ଅଭିନେତ୍ରୀ ଥିଲେ ୧୯୬୬ ରେ ନିଜର ଚଳଚିତ୍ର ଦୁନିଆରେ ପାଦ ଦେଇଥିଲେ । ଏହା ପରେ ୬ ଡିସେମ୍ବର ୧୯୭୧ ରେ ସେ ରଣଧୀର କପୁର ଙ୍କୁ ବିବାହ କରିଥିଲେ ସେବେ ଠାରୁ ଏହା ସ୍ଥିର ଥିଲା ଯେ ସେ ଆଉ ଚଳଚିତ୍ର କରିବେ ନି ।

ଏହା ପରେ ନାମ ଆସେ କରିସ୍ମା କପୁର ସେ ନିଜ ବେଳର ଏକ ଭଲ ଅଭିନେତ୍ରୀ ଥିଲେ ସେ ୨୦୦୩ ମଶିହାରେ ସଞ୍ଜୟ କପୁର ଙ୍କୁ ବିବାହ କରିଥିଲେ ଏହା ପରେ ସେ ଆଉ ଚଳଚିତ୍ର କରି ନଥିଲେ ।

ଏହି ଅଭିନେତ୍ରୀ ଙ୍କ ଛାଡ ପାତ୍ର ପରେ ସେ ନିଜର ପିଲାଙ୍କ ସହ ଖୁବ ଖୁଶି ଅଛନ୍ତି ଓ ଏହା ପରେ ସେ ଚଳଚିତ୍ର ଦୁନିଆକୁ ପୁଣି ଠାରେ ଆସିବା ପାଇଁ ଚାହିଁଥିଲେ । ଏହା ପରେ ନାମ ଆସେ ନିତୁ କପୁର ଙ୍କର । ସେ ସତୁରୀ ଓ ଅଶି ଦଶକର ଅଭିନେତ୍ରୀ ଥିଲେ ତାଙ୍କର ବିବାହ ପରେ ହିଁ ସେ ଏହି ଦୁନିଆରୁ ଦୂରେଇଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *