ଏହି ପୋଲିସ ବାବୁ ତ ବେଶର୍ମୀର ସବୁ ସୀମା ଟପିଗଲେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । କିଛି ଘଟଣା ପୋ-ଲି-ସ ମାନଙ୍କ ପାଇଁ ହେଉଛି ତ ଆଉ କିଛି ଘଟଣା ଜନତା ମାନଙ୍କ ଯୋଗୁ ଘଟୁଛି । ଯାହା ଦ୍ଵାରା ଉଭୟ ପୋ-ଲି-ସ ଓ ଜନତା ଅସୁବିଧାର ସମୁଖିନ୍ନ ହେଉଛନ୍ତି ।

ଆଜିର ଆମ ଏହି ଲେଖାରେ ପୋ-ଲି-ସ ମାନଙ୍କର ଏମିତି କିଛି କଳା କାରନାମା ରହିଛି ଯାହାକୁ ଦେଖିଲେ ସହଜରେ ବିଶ୍ଵାସ କରି ହେବ ନାହି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା ର ସତ୍ୟତା କଣ ରହିଛି । ଆପଣ ମାନେ ଜାଣିଥିବେ ପଇସା ଆଜିକାଲି ଦୁନିଆରେ ସମସ୍ତଙ୍କ ପାଇଁ କେତେ ଜରୁରୀ ହୋଇ ପଡିଛି । ବିନା ପଇସାରେ ମଣିଷ ନିଜ ଲୋକଙ୍କୁ ମଧ୍ୟ ଚିହ୍ନି ପାରୁ ନାହି । ଏଇ ପଇସା ପାଇଁ କେତେ ଯେ ନିରୀହ ଲୋକଙ୍କର ଜୀବନ ବାଜି ଲାଗୁଛି ତାହା କହିବା ସମ୍ଭବ ନୁହେ । ତେବେ ସୂଚନା ଅନୁସାରେ ପୋ-ଲି-ସ ମାନେ ଆଜିକାଲି ରିଶ୍ବତ ନେବାରେ ବହୁତ ଆଗରେ ରହିଲେଣି ।

ନିଜର କର୍ତ୍ତବ୍ୟ ଭୁଲି ପୋ-ଲି-ସ ମାନେ ଟଙ୍କା ଲୋଭରେ ରିଶ୍ବତ ନେବାରେ ବ୍ୟସ୍ତ ରହୁଛନ୍ତି । ଆଜିର ଆମ୍ର ଏହି ଲେଖାରେ ଏମିତି ଏକ ଘଟନା ରହିଛି ଯେଉଁ ଠାରେ ଏକ ପୋ-ଲି-ସ ଅଫିସର ରିଶ୍ବତ ନେବା ସମୟରେ ଧରା ପଡିଛି । ଏହି ଭିଡିଓ ରେ ପୋ-ଲି-ସ ଜଣକ ଲୋକଙ୍କ ଠାରୁ ରିଶ୍ବତ ନେବା ପରେ ଟଙ୍କା ଗୁଡିକ ନିଜ ପ୍ଯାଣ୍ଟ ପକେଟରେ ଲୁଚାଇ ରଖିଥିବା ବେଳେ ଧରା ପଡିଲା ଯାହା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆପଣ ମାନେ ଜାଣିଥିଲେ ଛୋଟ ପିଲା ମାନେ ନିଜର କିଛି ଜିନିଷ ଲୁଚାଇବାକୁ ଯାଇ ନିଜ ପ୍ଯାଣ୍ଟରେ ରଖିଥାନ୍ତି । କିନ୍ତୁ ଏହି ଭିଡିଓ ରେ ଜଣେ ପୋ-ଲି-ସ ଅଫିସର ଏପରି ଲ-ଜ୍ୟା-ଜ-ନ-କ କାମ କରିଛନ୍ତି ଯାହା ପାଇଁ ପୁରା ପୋ-ଲି-ସ ଡିପାର୍ଟ ମେଣ୍ଟକୁ ନି-ନ୍ଦା ହେବାକୁ ପଡିଛି । ଆମ ଦେଶରେ ପୋ-ଲି-ସ ମାନେ ନିଜର କର୍ତ୍ତବ୍ୟ ଭୁଲି ଏଭଳି କିଛି କା-ଣ୍ଡ କରୁଛନ୍ତି ଯାହା ଅତି ନି-ନ୍ଦ-ନୀ-ୟ ଅଟେ ।

ତେବେ ଏହି ଘଟଣା ରୁ ସ୍ପଷ୍ଟ ଏହୁଛି ଯେ ପୋ-ଲି-ସ ଜଣକ ରିଶ୍ବତ ଲୋଭରେ କିପରି ନିଜର କର୍ତ୍ତବ୍ୟ ଭୁଲି ଧରା ପଡିବା ଭୟରେ ପଇସା ଗୁଡିକ ନିଜ ପ୍ଯାଣ୍ଟ ଭିତରେ ଛୋଟ ପିଲାଙ୍କ ଭଳି କାମ କରିଛନ୍ତି ଯାହା ବାସ୍ତବରେ ଅତି ଲ-ଜ୍ୟା ଜ-ନ-କ ଘଟଣା ଅଟେ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର କଣ ମତାମତ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *