ଏମାନେ ହେଉଛନ୍ତି ତାରକ ମେହତାର ଅଭିନେତାଙ୍କ ରିୟଲ ଲାଇଫ ଫ୍ୟାମିଲି, ଦେଖି ଚକିତ ରହି ଯିବେ ଆପଣ

ଟିବି ରେ ପ୍ରତି ଦିନ କାମେଡି ଶୋ ଆସୁଛି କିନ୍ତୁ କିଛି ଶୋ ନିଜ କାମ ପାଇଁ ଲୋକଙ୍କ ମନରେ ଗୋଟେ ବିଶେଷ ସ୍ଥାନ ପାଇଛନ୍ତି ଏହି ଶୋମାନଙ୍କ ମଧ୍ୟରୁ ତାରକ ମେହତା କା ଉଲ୍ଟା ଚଷମାକେତେ ବର୍ଷ ଧରି ଲୋକଙ୍କୁ ହସେଇ ଆସୁଛି । ଏହି ଶୋ ଦ୍ଵାରା କମେଡି ସହ ଜୀବନ ଅନ୍ୟ କଥା ମଧ୍ୟ ଶିକ୍ଷା ଯାଏ ଓ ଏହି ସବୁ ପାଇଁ ଏହି ଶୋ ଲୋକ ଘରେ ବସି ନିଜ ପରିବାର ସହ ଏହାକୁ ଦେଖନ୍ତି ଓ ଖୁସି ହୁଅନ୍ତି । ଲୋକ ଏହି ଶୋ କଳାକାର ମାନଙ୍କୁ ତାଙ୍କ ଅସଲ ନା ଦ୍ଵାରା ନୁହ ଶୋ ନା ଅନୁଯାଇ ଡାକନ୍ତି, ଯେତେ ଲୋକ ଏହି ଶୋ ଦେଖନ୍ତି ବା ପସନ୍ଦ କରନ୍ତି ତାଙ୍କ ଅନୁଯାଇ ତାଙ୍କ ଷୋସାଇଟି ମଧ୍ୟ ଗୋକୁଲଧାମ ଷୋସାଇଟି ଭଳି ।

ତେବେ ଆସନ୍ତୁ ଜାଣିବା ଶୋ ମୁଖ୍ୟ କଳାକାରମାନଙ୍କ ବିଷୟରେ କିଛି ବିଶେଷ କଥା :

ଜେଠାଲାଲ – ଦିଲୀପ ଯୋଶୀ :

ଜେଠାଲାଲ କଳାକାର ଦିଲୀପଙ୍କ ଜନ୍ମ ୨୬ମଈ ୧୯୬୮ରେ ପୋରବନ୍ଦର ଠାରୁ ୧୦କିଲୋମିଟର ଦୂର ଗୋସା ଗାଁ ରେ ହୋଇ ଥିଲା । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇବେ ଯେ ଜେଠାଲାଲ କେବଳ ୧୨ବର୍ଷ ରେ ଚାଇଲ୍ଡ ଆର୍ଟିଷ୍ଟ ରୂପ ରେ କାମ କରିବା ଆରମ୍ଭ କରି ଥିଲେ ।

ଦୟା- ଦିଶା ବକାନି :

ଏହି ଶୋ ମେନ ଅଭିନେତ୍ରୀ ରୋଲ କରୁଥିବା ଦିଶା ବକାନି ସମସ୍ତଙ୍କ ମନରେ ଘର କରି ନେଇଛନ୍ତି, ଖବର ଅନୁଯାଇ ଦିଶା ବକାନିଙ୍କ ଜନ୍ମ ୧୭ ସେପ୍ଟେମ୍ବର ୧୯୭୮ରେ ଅହମଦାବାଦ ରେ ହୋଇ ଥିଲା । ତାଙ୍କ ପାଠ ପଢା ସ୍କୁଲ କଲେଜ ସବୁ ଅହମଦାବାଦ ରେ ହୋଇ ଥିଲା, ଏହି ଶୋ ରେ ସୁନ୍ଦରଲାଲ ତାଙ୍କ ନିଜ ଭାଇ ।

ଚମ୍ପକଲାଲ – ଅମିତ ଭଟ୍ଟ :

ଏହି ଶୋ ରେ ବାପୁଜୀ ରୋଲ କରୁଥିବା ଅମିତ ଭଟ୍ଟ ନିଜର ଅଲଗା ପରିଚୟ ଏହି ଶୋ ଦ୍ଵାରା ସ୍ଥାପିତ କରିଛନ୍ତି । ଅମିତ ଭଟ୍ଟ ୪୦ ବର୍ଷ ର ଅଛନ୍ତି ଏବଂ ବୟସ ରେ ଜେଠାଲାଲ ଠାରୁ ଛୋଟ ଅଛନ୍ତି । ଅମିତ ଭଟ୍ଟ ୧୬ ବର୍ଷ ଧରି ଚଳଚିତ୍ର ରେ କାମ କରୁଛନ୍ତି ଏବଂ ସେ କେତେକ ଗୁଜୁରାତି ଏବଂ ହିନ୍ଦୀ ସିରିୟଲ ରେ କାମ କରିଛନ୍ତି ।   ଆଗକୁ ମଧ୍ୟ ଏହିଭଳି ମନୋରଞ୍ଜନ ଧର୍ମୀ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *