ଏହି ଭୁଲ ଆପଣଙ୍କ ଶୂକ୍ରାଣୁ କମ କରି ଥାଏ ଏବଂ ପୁରୁଷତ୍ଵ କ୍ଷମତା ମଧ୍ୟ କମ ହୋଇ ଥାଏ, କଣ ଆପଣ ଏହି ଭୁଲ କରୁ ନାହାନ୍ତି ତ

ତେବେ ଆପଣ ବହୁତ ପ୍ରକାର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଜିନିଷ ପଢି ଥାନ୍ତି, ଏବଂ ଶୁଣି ଥାନ୍ତି, କିନ୍ତୁ ଆଜି ଆମେ ଆପଣଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । କୌଣସି ପୁରୁଷ ପାଇଁ ପୁରୁଷ ଶକ୍ତି ଏବଂ ଶୂକ୍ରାଣୁ ବହୁତ ଆବଶ୍ୟକ ଅଟେ, ଏହା ଦ୍ଵାରା କେବଳ ପୁରୁଷ ସନ୍ତାନ କ୍ଷମତା ବଢିଥାଏ ତା ଛଡା ଏହା ଦ୍ଵାରା ପୁରୁଷଙ୍କୁ ବହୁତ ପ୍ରକାର ରୋଗ ହୋଇ ନଥାଏ । ବହୁତ ଏମିତି ପୁରୁଷ ଥାନ୍ତି ଯିଏ ଅଜଣା ରେ କିଛି ଏମିତି ଭୁଲ କରି ଥାନ୍ତି ଯାହା ଦ୍ଵାରା କେବଳ ପୁରୁଷ ଶକ୍ତି କମି ନଥାଏ ଏହା ଛଡା ଶୂକ୍ରାଣୁ ମଧ୍ୟ କମି ଥାଏ, ତେବେ ଆସନ୍ତୁ ଜାଣିବା କେଉଁ କାମ ଭୁଲରେ ବି କରିବା ଭଲ ନୁହ ।

Image Courtesy: Google

ପ୍ରଥମ ଭୁଲ :

ଯଦି କୌଣସି ଲୋକ ନିଜ ଜୀବନରେ ପ୍ରତି ଦିନ ନିଶା ସେବନ କରୁଛନ୍ତି ବା କେବେ କେବେ କିଛି ନିଶା ପଦାର୍ଥ ଉପଯୋଗ କରୁଛନ୍ତି ତେବେ ଶୂକ୍ରାଣୁ ଗୁଣ ବହୁତ କମି ଯାଇ ଥାଏ । ତେବେ ଆମ ଅନୁଯାଇ ଆପଣଙ୍କୁ ନିଶା ଜିନିଷ ସେବନ କରିବା ବନ୍ଦ କରିବା ଉଚିତ ନଚେତ ଶୂକ୍ରାଣୁ କମିବା ସହ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇ ଥାଏ ।

Image Courtesy: Google

ଦ୍ଵିତୀୟ ଭୁଲ :

ଆଜିକା ଲୋକଙ୍କ ପାଇଁ ମଦ ପିବା ବହୁତ ସାମାନ୍ୟ କଥା ଅଟେ, ଯେଉଁ ଲୋକ ଦରକାର ଠାରୁ ଅଧିକ ମଦ୍ୟ ପାନ କରି ଥାନ୍ତି ତାଙ୍କ ପାଇଁ ମଦ ବହୁତ ହାନିକାରକ ଜିନିଷ ଅଟେ । ଏହା ଛଡା ମଦ ପିଳେ ଟେସ୍ତୋଟେରୋନ ହର୍ମୋନ ମଧ୍ୟ କମି ଯାଇ ଥାଏ, ଏହା ପରେ ଶରୀର ରେ ଶୂକ୍ରାଣୁ ନିର୍ମାଣ ବନ୍ଦ ହୋଇଯାଇ ଥାଏ ।

Image Courtesy: Google

ତୃତୀୟ ଭୁଲ :

ଆପଣ ସମସ୍ତେ ଜାଣିଛନ୍ତି ଯେ ସିଗ୍ରେଟ ଓ ବିଡି ପିବା ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ, କିନ୍ତୁ ଏହା ବହୁତ କମ ଲୋକ ଜାଣିଛନ୍ତି ଯେ ସିଗ୍ରେଟ ବା ବିଡି ପିଳେ ଶୂକ୍ରାଣୁ ମଧ୍ୟ କମି ଯାଇ ଥାଏ । ଏମିତି ଲୋକ ସମ୍ପର୍କ ମଧ୍ୟ ଗଢି ପାରନ୍ତି ନାହିଁ, କିନ୍ତୁ ସନ୍ତାନ ଜନ୍ମ କ୍ଷମତା ସମାପ୍ତ ହୋଇ ଯାଇ ଥାଏ ।

ଚତୁର୍ଥ ଭୁଲ :

ବହୁତ ଲୋକ ଜାଣିଛନ୍ତି ଯେ ବହୁତ ସମୟ ଧରି ସାଇକିଲିଙ୍ଗ କଲେ ଶୂକ୍ରାଣୁ କମି ଯାଇ ଥାଏ, ସାଇକିଲ କଲେ ଅଣ୍ଡକୋଷ ସିର ଦବି ଯାଇ ଥାଏ ଯାହା ଫଳରେ ଶୂକ୍ରାଣୁ କ୍ରିୟା ଉପରେ ଖରାପ ପ୍ରଭାବ ପଡି ଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

ବିଦ୍ର:- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ କିଛି ବି କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *