ଏହି ସବୁ ଅଭ୍ୟାସ ଗୁଡିକ ଦ୍ଵାରା ଆପଣ ହୋଇ ପାରିବେ ବହୁତ ରୋମାଣ୍ଟିକ

ଜୀବନ ବହୁତ ସୁନ୍ଦର ଭାଗ ହୋଇଥାଏ ରୋମାନ୍ସ, କିନ୍ତୁ ଜୀବନ ବ୍ୟସ୍ତ ରହିବାରୁ ଆମେ ଆମ ଫିଲିଙ୍ଗ୍ସକୁ ସମୟ ଦେଇ ପାରୁ ନାହିଁ । ଏହି ସବୁ ଦାଇତ୍ଵ ମଧ୍ୟରେ ରୋମାନ୍ସ କରୁଥିବା ଲୋକ ଚେମ୍ପିୟନ ହୋଇଥାନ୍ତି । ଚେକ କରନ୍ତୁ କଣ ଆପଣ ଏହି ଭଳି ନିଜ ପାର୍ଟନର ସହ କନେକ୍ଟ ଅଛନ୍ତି ? ଯଦି ଆପଣଙ୍କ ଜୀବନ ରେ ଏହି ୫ଟି କଥା ଅଛି ତେବେ ଆପଣ ବହୁତ ରୋମାଣ୍ଟିକ ଅଟନ୍ତି ।

ଉପହାର ପାଇଲେ ଆମେ ସମସ୍ତେ ଖୁସି ହୋଇଥାଉ, ଆମ ଜୀବନ କୌଣସି ମହତ୍ଵପୂର୍ଣ ଦିନ ଯେମିତିକି ଜନ୍ମଦିନ, ବା ଏନିବର୍ଷାରି ବା ଅନ୍ୟ ମହତ୍ଵପୂର୍ଣ ଦିନ ପାଇଁ ଉପହାର ପାଇଲେ ସମସ୍ତେ ଖୁସି ହୋଇଥାନ୍ତି ।

କିନ୍ତୁ ବିନା କୌଣସି ବିଶେଷ ଦିନରେ ଉପହାର ପ୍ରାପ୍ତ କଲେ ଆମେ ଆହୁରି ଖୁସି ହୋଇଥାଉ । ଯଦି ଆପଣ ନିଜ ପାର୍ଟନରକୁ ଏହି ଭଳି ସରପ୍ରାଇଜ ଉପହାର ଦିଅନ୍ତି ତେବେ ଆପଣ ବହୁତ ରୋମାଣ୍ଟିକ ଅଛନ୍ତି । ସମୟ ଅଭାବ ସମସ୍ତଙ୍କ ପାଖରେ ଅଛି, ଅସଲ ହିରୋ ସେହି ହୋଇ ଥାଏ ଯିଏ ବ୍ୟସ୍ତ ରହି ମଧ୍ୟ ଭଲ ପାଇବା ପାଇଁ ସମୟ ବାହାର କରିଥାଏ ।

ଆପଣ ବ୍ୟସ୍ତ ସମୟରୁ ସମୟ ବାହାର କରି ଫିଲ୍ମ ଟିକେଟ ନିଅନ୍ତି ଓ ପାର୍ଟନର କୁ ହଟାତ ସବୁ କାମ ଛାଡି ଫିଲ୍ମ ଦେଖିବା ପାଇଁ ଡାକନ୍ତି ତେବେ ଏହି ସମୟ ଆପଣଙ୍କ ଜୀବନ ବହୁତ ଭଲ ସମୟ ହୋଇ ଥାଏ । ଆପଣ ସବୁବେଳେ ନିଜ ପାର୍ଟନରକୁ ଏହା ଅନୁଭବ କରଉଥାନ୍ତି ଯେ ସେ ଆପଣଙ୍କ ଜୀବନ ରେ କଣ ଓ

କେତେ ବିଶେଷ ଅଟେ ତେବେ ଆପଣ ଯଦି ଆପଣଙ୍କ ପାର୍ଟନରକୁ ଏହା କୁହନ୍ତି ଯେ “ତମେ ମୋ ଜୀବନ ପୁରା କରିଥାଓ”ତେବେ ଏହି କଥା ଶୁଣିଲା ପରେ ଆପଣଙ୍କ ପାର୍ଟନର ମଧ୍ୟ ରୋମାଣ୍ଟିକ ହୋଇ ଯାନ୍ତି । ଆପଣଙ୍କ ବ୍ୟସ୍ତ ସମୟ ରୁ କିଛି ସମୟ ବାହାର କରି ପାର୍ଟନରକୁ ଫୋନ କରିବା ନଚେତ ପ୍ରେମ ରେ ମେସେଜ କରିବା ଏହି ସବୁ କଥା ଆପଣଙ୍କ ବୋଣ୍ଡିଙ୍ଗ ଦେଖେଇ ଥାଏ ଓ ଏହା ଦ୍ଵାରା ଆପଣଙ୍କ ସମପ୍ରାକ ଆହୁରି ଗଭୀର ହୋଇ ଥାଏ ।

ତେବେ ଯଦି ଆପଣଙ୍କ ସମ୍ପର୍କରେ ମଧ୍ୟ ରୋମାନ୍ସ ର କମି ଅଛି ଓ ଆପଣ ଜାଣି ପାରୁ ନାହାନ୍ତି କେମିତି ନିଜ ପାର୍ଟନର କୁ ଖୁସି କରିବେ ତେବେ ଏହି ସବୁ ଥରେ ନିଶ୍ଚୟ କରିକି ଦେଖନ୍ତୁ ।

Leave a Reply

Your email address will not be published. Required fields are marked *